ମାତୃଭାଷାରେ ହେବ ଟେକ୍ନୋଲୋଜି-ମେଡିକାଲ ପାଠପଢା: ଶାହା
ଭୋପାଳ,୧୬ ।୧୦: ମଧ୍ୟ ପ୍ରଦେଶରେ ଏବେ ହିନ୍ଦି ମିଡିୟମରେ ମେଡିକାଲ ଓ ଟେକ୍ନୋଲୋଜିର ପାଠପଢା ଆରମ୍ଭ ହେବାକୁ ଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭୋପାଳରେ ହିନ୍ଦୀ ପୁସ୍ତକର ଉନ୍ମୋଚନ କରିଛନ୍ତି । ମଧ୍ୟ ପ୍ରଦେଶ ସହ ସାରା…
ବାଘଛାଲ ଜବତ, ୩ ଗିରଫ
ଝାରସୁଗୁଡ଼ା ଅଫିସ,୧୬ା୧୦: ଝାରସୁଗୁଡ଼ା ଏବଂ ସମ୍ବଲପୁର ପୋଲିସ ସହାୟତାରେ ଏସ୍ଟିଏଫ୍ ଟିମ୍ ମିଳିତ ଭାବେ ଚଢ଼ାଉ କରି ଝାରସୁଗୁଡ଼ା ଜିଲାର ମାଳିଡିହି ଛକରୁ ୩ଟି ବାଘଛାଲ ଜବତ କରିଛି। ବାଘଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଏହି ଚଢ଼ାଉ କରିଥିଲା।…
ସୌଭାଗ୍ୟ ବଢାଏ ମାଟି ସାମଗ୍ରୀ
ପୂର୍ବେ ଘରମାନଙ୍କରେ ପାଣିପାତ୍ର ହେଉ କି ଖାଇବା ପାତ୍ର ସବୁକିଛି ମାଟିର ଥିଲା। କିନ୍ତୁ ସମୟକ୍ରମେ ଏହା ସ୍ଥାନରେ ଷ୍ଟିଲ୍, କାଚ ତଥା ଚିନାମାଟିରେ ତିଆରି ଆକର୍ଷଣୀୟ ପାତ୍ରର ବ୍ୟବହାର କରାଗଲା। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ମାଟିରେ ତିଆରି ଏମିତି ବି…
ଆତ୍ମହତ୍ୟା କଲେ ଅଭିନେତ୍ରୀ ବୈଶାଳୀ ଠକ୍କର
ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ‘ ଭାଭି ଜି ଘର ପର ହୈ’ର ମଲଖାନ ଉର୍ଫ ଦୀପେଶ ଭାନଙ୍କର ହୃଦଘାତରେ ପରଲୋକ ହୋଇଥିଲା । ଏବେ ଜଣେଇ ଫେମଶ…
ମାଙ୍କଡ଼ଙ୍କ ନାମରେ ୩୨ ଏକର ଜମି…
ଓସମାନାବାଦ,୧୬।୧୦ : ଆଜିର ଯୁଗରେ, ଯେତେବେଳେ ଜମି ବିବାଦ ସାଧାରଣ ହୋଇଗଲାଣି, ମହାରାଷ୍ଟ୍ରର ଓସମାନାବାଦ ଜିଲାର ଏକ ଗାଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏଠାରେ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ନାମିତ ହୋଇଛି। ଏହି ଗାଁରେ ମାଙ୍କଡ଼ମାନଙ୍କ…
ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ସମୟର ଭଗତ ସିଂ: କେଜରିୱାଲ
ନୂଆଦିଲ୍ଲୀ,୧୬ ।୧୦: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା କଥିତ ଘୋଟାଲା ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । କେଜରିୱାଲ କହିଛନ୍ତି ମନୀଷ ସିସୋଡିଆ ଓ ସତ୍ୟେନ୍ଦ୍ର…
ଚାଲାଣ କଟିବା ଭୟରେ କୁକୁର କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ଲୋକମାନେ ସୋସିଆଲ ମିଡିଆରେ କୁକୁର ସହ ଜଡ଼ିତ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି। କାରଣ କୁକୁର ଏମିତି ଏକ ପ୍ରାଣୀ, ଯିଏ କି ମଣିଷର ଅତି ଘନିଷ୍ଠ ଏବଂ ସର୍ବୋତ୍ତମ ବନ୍ଧୁ ବୋଲି କୁହାଯାଏ। ସେ ତାଙ୍କର ଜ୍ଞାନ ଏବଂ ବିଶ୍ୱସ୍ତତା…
କଣାସାଲୁ ଜଙ୍ଗଲରେ କମ୍ବିଂ ଅପରେଶନ ଜୋରଦାର: ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ
ଫୁଲବାଣୀ ଅଫିସ, ୧୬।୧୦: କନ୍ଧମାଳ ଓ କଳାହାଣ୍ଡି ଜିଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ଗତ ୯ ତାରିଖରୁ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ସର୍ଚ୍ଚ ଅପରେସନ ବେଳେ ଏକ ସ୍ଥାନରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ…
ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଫେଲ୍, ୫୫ ରନ୍ରେ ନାମ୍ବିଆ ବିଜୟୀ…
ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଥିବା ପ୍ରଥମ ମ୍ୟାଚରେ ନାମ୍ବିଆ ୫୫ ରନ୍ରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ ଜିତି…
କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…
ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର ସଫଳତା ଦେଖାଇବା ପରେ ବର୍ତ୍ତମାନ କ୍ୟାପଟେନ କୁଲ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି।…
ୱିଣ୍ଡଫଲ୍ ଟ୍ୟାକ୍ସ ବଢ଼ାଇଲା କେନ୍ଦ୍ର
ନୂଆଦିଲ୍ଲୀ,୧୬।୧୦: ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଆଭିଏସନ ଟର୍ବାଇନ ଇନ୍ଧନ ଏବଂ ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶ ତଥା ସହଯୋଗୀ ତେଲ ଉତ୍ପାଦନ ସଙ୍ଗଠନ (ଓପେକ+)…
ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୪…
ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।…
Archives


