Home Left

ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିକ୍ଷୋଭ

ବଅଁରପାଳ,୧୫ା୧୦(ଡି.ଏନ୍‌.ଏ.): ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ୧୦ ଦଫା ଦାବି ନେଇ ନାଲକୋ ସିପିପିର ଗ୍ରୁପ୍‌ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଉତ୍କଟ କୋଇଲା ସମସ୍ୟାର ସମାଧାନ, ଟ୍ରକ ପରିବହନ ପରିବର୍ତ୍ତେ ଏମ୍‌ଜିଆର ସିଷ୍ଟମକୁ ତୁରନ୍ତ ତ୍ୱରାନ୍ବିତ କରିବା, ପୁରୁଣା…

ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ

ଜମ୍ମୁ,୧୫ ।୧୦: ଜମ୍ମୁ-କଶ୍ମୀରରେ ପୁଣିଥରେ ଆତଙ୍କବାଦୀମାନେ କଶ୍ୱୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି । ଶୋପିଆନରେ ଚୌଦରିଗୁଡ ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରାଯାଇଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ…

ପ୍ରାର୍ଥନା ବେଳେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଧାମନଗର,୧୫।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନସର୍‌ ଗ୍ରାମସ୍ଥିତ ଲକ୍ଷ୍ମୀ ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ସକାଳ ପ୍ରାୟ ୬ଟା ୨୦ ମିନିଟ ସମୟରେ ପ୍ରାର୍ଥନା ଚାଳୁଥିବା ବେଳେ ଜଣେ…

ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟିତ: ଉପକୃତ ହେବେ ରୋଗୀ

ବଲାଙ୍ଗୀର ଅଫିସ, ୧୫।୧୦- ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶନିବାର ଅକ୍ସିଜେନ ପ୍ଳାଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲାପାଳ ଚଞ୍ଚଳ ରାଣା, ଭୀମ…

ଅଶ୍ଳୀଳ ଫଟୋ ଭାଇରାଲ: ଜୀବନ ହାରିଲେ ଯୁକ୍ତ ୨ ଛାତ୍ରୀ

ଖୋର୍ଦ୍ଧା ଅଫିସ/ନିରାକାରପୁର(ଡି.ଏନ୍‌.ଏ.)୧୫।୧୦: ଅଶ୍ଳୀଳ ଫଟୋ ଭାଇରାଲ ନେଇ ମାନସିକ ଯନ୍ତ୍ରଣା ଅସହ୍ୟ ହେବାରୁ ଜଣେ ଯୁକ୍ତ ଦୁଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘର ନିରାକାରପୁର ଥାନା ଅଞ୍ଚଳରେ। ସମ୍ପୃକ୍ତା ଛାତ୍ରୀଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ।…

୧୭ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ଚିତ୍ରକୋଣ୍ଡା,୧୫।୧୦: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ୧୮ ପଞ୍ଚାୟତ ମଧ୍ୟରୁ ହାତଗଣତି ଦୁଇ ତିନୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ ଅନେକ ଗ୍ରାମ ଦୂରଦୂରାନ୍ତ ପାଣିଘେର, ବିଚ୍ଛିନ୍ନ ପାହାଡ଼ ପର୍ବତ, ଦୁର୍ଗମ ଉପାନ୍ତ ଇଲାକାରେ…

ମେଡିସିନ୍‌ କିଣା ଉପରେ ଲାଗିଲା କଟକଣା

କଟକ ଅଫିସ,୧୫।୧୦: ଓଡ଼ିଶା ବାହାରୁ ମେଡିସିନ୍‌ କିଣା ଉପରେ ଲାଗିଲା କଟକଣା। ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ପଞ୍ଜୀକୃତ କମ୍ପାନୀରୁ ମେଡିସିନ୍‌ ବ୍ୟବସାୟୀ…

୨୦ରେ ଲଘୁଚାପ!

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ୨୦ତାରିଖ ବେଳକୁ ଏକ ଲଘୁଚାପ…

ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ସୂଚନା ମିଳିଛି।

ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି: ଟାଇଟଲ ଲକ୍ଷ୍ୟରେ ଭାରତ

ସିଲହଟ୍‌,୧୪ା୧୦: ଶନିବାର ଭାରତ ଏସିଆ କପ୍‌ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଅଧିନାୟିକା ଚାମେରି ଆଟ୍ଟାପଟୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତିି ନେଇଛନ୍ତି। ଫଳରେ ଭାରତ ଆମନ୍ତ୍ରଣ ପାଇ ବ୍ୟାଟିଂ କରିବ। ଅନ୍ୟପକ୍ଷେ କ୍ରମାଗତ ସପ୍ତମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଭାରତ…

ଏସ୍‌ବିଆଇର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇ ଧମକପୂର୍ଣ୍ଣ ଫୋନ୍‌ କଲ୍‌

ମୁମ୍ବାଇ,୧୫।୧୦: ଭାରତର ସବୁଠୁ ଲୋକପ୍ରିୟ ବ୍ୟାଙ୍କ ଭାବେ ପରିଚିତ ମୁମ୍ବାଇସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇଟି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। ଟେଲିଫୋନ୍‌ କରୁଥିବା ବ୍ୟକ୍ତି ଜଣକ ପାକିସ୍ତାନର ବୋଲି କହୁଥିବାବେଳେ ତାଙ୍କ ଋଣ…

କଲାମଙ୍କ ବାଲେଶ୍ୱର ସହିତ ଅବଦାନକୁ ମନେପକାଇଲେ ବିଧାୟକ

ବାଲେଶ୍ୱର ଅଫିସ, ୧୫।୧୦: ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବାଲେଶ୍ବର ସହରର ଷ୍ଟେଶନ ଛକରେ ଥିବା କଲାମଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri