ମଜା ଉଡାଇଲେ ରମିଜ: କହିଲେ‘ ବିଲିୟନ ଡଲାର ରୋଜଗାର କରୁଥିବା ଟିମ୍ ପଛରେ ରହିଲେ, ଆମେ ଫାଇନାଲରେ…’
ମେଲବୋର୍ନ,୧୧।୧୧: ଭାରତୀୟ କ୍ରିକେଟ ଟିମ୍ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୧୦ ଉଇକେଟରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହି ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି କ୍ରମରେ…
ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୧୫ ଆହାତ
ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲା ବିଜୁ ଏକ୍ସପ୍ରେସ୍ ଖିଣ୍ଡାଛକ ନିକଟ ରାସ୍ତାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଛକ ନିକଟଟ ରାସ୍ତା ପାର୍ଶ୍ୱରେ ଏକ ଟ୍ରକ୍ ଅଟକି ରହିଥିବା ବେଳେ ଝାରସୁଗୁଡ଼ା-ସମ୍ବଲପୁର ଅଭିମ୍ମୁଖେ ଯାଉଥିବା ମହାଲକ୍ଷ୍ମୀ ଯାତ୍ରୀବାହୀ ବସ୍ ଟ୍ରକ୍ର ପଛରୁ…
‘ଭାରତକୁ ଆଇପିଏଲ୍ରୁ କ’ଣ ମିଳିଛି… ସବୁଠାରୁ ଖରାପ ଟିମ୍’
ଲଣ୍ଡନ,୧୧।୧୧: ଧଳା ବଲ୍ କ୍ରିକେଟ ଇତିହାସରେ ଭାରତ ସବୁଠାରୁ ଖରାପ ପ୍ରଦର୍ଶନକାରୀ ଦଳ ବୋଲି କଟାକ୍ଷ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭାଓନ୍। ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳାଳିଙ୍କ ଖେଳକୁ ଉନ୍ନତ କରିଥିବା ପ୍ରତ୍ୟେକ ଖେଳାଳି କହିଥାନ୍ତି। ହେଲେ ଭାରତ…
ଏନ୍ସିପି ବିଧାୟକ ଗିରଫ: ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ କରାଇଥିଲେ ବନ୍ଦ
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରର ଏନ୍ସିପି ବିଧାୟକ ଜିତେନ୍ଦ୍ର ଅହ୍ବାଦଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିତେନ୍ଦ୍ର ଅହ୍ବାଦ ତାଙ୍କ ସମର୍ଥକଙ୍କ ସହ ପୁଣେର ଏକ ମଲ୍ରେ ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ ବନ୍ଦ କରିଦେଇଥିଲେ। ଏହି ସମୟରେ ସେ ମଲ୍ରେ ମାରପିଟ୍…
ଜ୍ୟାକଲିନଙ୍କୁ ମିଳିଲା ଅନ୍ତରୀଣ ଜାମିନ: ୧୫ରେ ଆସିବ ରାୟ
ନୂଆଦିଲ୍ଲୀ,୧୧।୧୧: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍୍ଙ୍କୁ ଦିଲ୍ଲୀ କୋର୍ଟରୁ ଶୁକ୍ରବାର ବଡ଼ ଆଶ୍ୱସ୍ତି ମିଳିଛି। ୨୦୦କୋଟି ମନି ଲଣ୍ଡିଂ ମାମଲାରେ କୋର୍ଟ ଜ୍ୟାକଲିନଙ୍କ ଜାମିନ ଆବେଦନକୁ ଗ୍ରହଣ କରିନେଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଜଣକ ଅନ୍ତରୀଣ ଜାମିନରେ ରହିବେ। ଅନ୍ୟପଟେ ଏହି ମାମଲାର…
କିଏ ସେହି ପାକିସ୍ତାନୀ ଅଭିନେତ୍ରୀ? ଯାହାଙ୍କ ସହ ଯୋଡାଯାଉଛି ସାନିଆଙ୍କ ସ୍ବାମୀ ଶୋଏବଙ୍କ ନାମ?
ନୂଆଦିଲ୍ଲୀ,୧୧।୧୧: ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ବିବାହର ଦୀର୍ଘ ୧୨ ବର୍ଷ ପରେ ସେ ସ୍ବାମୀ ତଥା କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହେବାକୁ ଯାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ଏହା ପଛର କାରଣ…
ଦର୍ଶକଙ୍କୁ ପସନ୍ଦ ଆସୁଛି ସାମନ୍ଥାଙ୍କ ଫିଲ୍ମ, ଭାଙ୍ଗିପାରେ କିଛି ରେକର୍ଡ
ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ମୁଭି ‘ୟଶୋଦା’ ଲମ୍ବା ସମୟର ପ୍ରତିକ୍ଷା ପରେ ଶେଷରେ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି ବୋଲି କୁହାଯାଉଛି । ସସପେନ୍ସ, ଆକ୍ସନ, ଥ୍ରିଲର ଫିଲ୍ମର ନିର୍ଦ୍ଦେଶନା ହରି…
ଶୋଏବଙ୍କ ପ୍ରଥମ ପତ୍ନୀ ବି ଥିଲେ ଭାରତୀୟ; ଛାଡ଼ପତ୍ର ନ ଦେଇ ସାନିଆଙ୍କୁ କରିଥିଲେ ବିବାହ…
ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ସମ୍ପର୍କରେ ଫାଟ। ୨୦୧୦ରେ ଶୋଏବଙ୍କୁ ବିବାହ କରିଥିଲେ ସାନିଆ। ଏବେ ୧୨ ବର୍ଷର ବିବାହରେ ତିକ୍ତତା ଆସିଛି। ଉଭୟ ଶୀଘ୍ର ଛାଡ଼ପତ୍ର ନେବେ ବୋଲି କୁହାଯାଉଥିଲେ…
ଆଇଏଫଏଫଆଇ ୨୦୨୨ରେ ଲତା ଦିଦି, ବାପି ଲାହିରିଙ୍କୁ ଦିଆଯିବ ବିଶେଷ ଶ୍ରଦ୍ଧାଞ୍ଜଳି
ମୁମ୍ବାଇ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ ୨୦୨୨) ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏହି ଉତ୍ସବରେ ଭାରତୀୟ ସିନେମାର ମହାନ୍ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ମନୋରଞ୍ଜନ ଦୁନିଆ ଯେଉଁମାନଙ୍କୁ…
ବିଶ୍ୱ ହାତଧୂଆ ଦିବସ: ଗାଁ ଗାଁରେ ପହଞ୍ଚିଲା ବେଦାନ୍ତର ଭ୍ରାମ୍ୟମାଣ ହେଲଥ୍ ୟୁନିଟ୍
ଝାରସୁଗୁଡ଼ା ଅଫିସ,୧୧।୧୧: ବେଦାନ୍ତ ଆଲୁମିନିୟମ୍ ଉତ୍ପାଦକ କମ୍ପାନୀ ଝାରସୁଗୁଡ଼ା ପକ୍ଷରୁ ବିଶ୍ୱ ହାତଧୂଆ ଦିବସ ପାଳନ କରାଯାଇଛି। ଏହା ସହ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଲୋକମାନଙ୍କୁ ହାତ ଧୋଇବା ଓ ସ୍ବଚ୍ଛ ରହିବା ଉପରେ ଏକ ସପ୍ତାହବ୍ୟାପୀ ସଚେତନ ଅଭିଯାନ…
ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ
ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା…
ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ଝଟ୍କା: ଝାଡ଼ୁ ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସଚିବ
ଅହମ୍ମଦାବାଦ,୧୧।୧୧: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେତିକି ଆକ୍ଟିଭ ହୋଇଯାଉଛନ୍ତି। କିଏ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି ତ କିଏ ଦଳରେ ଅସନ୍ତୋଷ ପ୍ରକାଶ କରି ଅନ୍ୟ…
Archives


