Home Left

୧୪୨ କେନ୍ଦ୍ରରେ ସମ୍ମେଟିଭ୍‌ ପରୀକ୍ଷା ଦେଲେ ୨୨୪୪୨ ଛାତ୍ରୀଛାତ୍ର

କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): ମାଟ୍ରିକ ସମ୍ମେଟିଭ୍‌-ଓ୍ବାନ୍‌ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ୧୧ଟି ନୋଡାଲ ସେଣ୍ଟରରୁ ଜିଲାର ୩୯ ଡେସ୍‌ପାଚ ଟିମ୍‌ ଦ୍ୱାରା ୧୪୪ଟି ପରୀକ୍ଷା କେନ୍ଦ୍ରକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ପଠାଯାଇଛି। ପରୀକ୍ଷା କେନ୍ଦ୍ରରେ ୧୫ ମିନିଟ୍‌…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ସୁପରହିଟ୍‌ ଫିଲ୍ମ ‘କାନ୍ତାରା’

କନ୍ନଡ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସସପେନ୍ସ ଏବଂ ଜବରଦସ୍ତ ଥ୍ରୀଲରରେ ପରିପୂର୍ଣ୍ଣ ଏହି ଫିଲ୍ମ ଦର୍ଶକଙ୍କଠାରୁ ବହୁତ ଭଲ ରେସପନ୍ସ ପାଇଛି। ହଲ୍‌ ପରେ ଏବେ ‘କାନ୍ତାରା’ ଓଟିଟିରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମଟି…

ବେଗୁନିଆପଡ଼ା ବିଜେଡି ସଭାପତି ହେଲେ ସୀମାଞ୍ଚଳ ସାମଲ

ବେଗୁନିଆପଡ଼ା,୨୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକରେ ନୂତନ ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ଚୟନ କରାଯାଇଛି। ଗଞ୍ଜାମ ଜିଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବେଗୁନିଆପଡ଼ା ବ୍ଲକ ସଭାପତି ଭାବେ ସୀମାଞ୍ଚଳ ସାମଲଙ୍କୁ ଏହି ପଦବୀ ମିଳିଛି।…

ଭାଜପା ଏମ୍‌ପି ପଳାତକ ଘୋଷିତ

ଲକ୍ଷ୍ନୌ,୨୩।୧୧: ଉତ୍ତର ପ୍ରଦେଶର ଶାହାଜାହାନପୁର ଜିଲା କୋର୍ଟ ବୁଧବାର ଭାରତୀୟ ଜନତା ପାର୍ଟିର ଲୋକ ସଭା ଏମ୍‌ପି ଅରୁଣ ସାଗରଙ୍କୁ ପଳାତକ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ ନିର୍ବାଚନ ସାମଗ୍ରୀ ଆଣିବା…

ଅମ୍ବାନୀ କହିଲେ ‘୪ଜି-୫ଜି ନୁହେଁ, ଏହା ହେଉଛି ଦୁନିଆର ସବୁଠାରୁ ବଡ ‘ଜି’

ନୂଆଦିଲ୍ଲୀ,୨୩।୧୧: ବର୍ତ୍ତମାନର ସମୟ ୪ଜି ଏବଂ ୫ଜିର ସମୟ। ଆଜିର ଯୁବପିଢ଼ି ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ। ହେଲେ ସେମାନଙ୍କୁ ମନେ ରଖିବା ଉଚିତ ଯେ ଦୁନିଆରେ ମାତା ଜି ଏବଂ ପିତା ଜିଙ୍କଠାରୁ କୌଣସି ଜି ବଡ ନୁହେଁ…

ଏବେ ସଦାମ ହୁସେନଙ୍କ ଭଳି ଦେଖାଯାଉଛନ୍ତି ରାହୁଲ ଗାନ୍ଧୀ: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୩।୧୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଛନ୍ତି ବୋଲି ହିମନ୍ତ କହିଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ…

ବେଲବାହାଳି ପୋଲ ବିମ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଦାବି

କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ଏନ୍‌ଏଚ୍‌ ୨୦ରେ ଗତ ୨୧ ତାରିଖରେ କୁଶେଇ ନଦୀ ଉପରେ ନିର୍ମାଣାଧୀନ ପୋଲର ବିମ୍‌ ଭୁଶୁଡିବା ଘଟଣାର ତଦନ୍ତ ଏକ ଟେକ୍‌ନିକାଲ କମିଟି ଦ୍ୱାରା ଯାଞ୍ଚ ଦାବି ହୋଇଛି। ସ୍ଥାନୀୟ ଜିଲା ପରିଷଦ ସଭ୍ୟା…

୧୦ କେନ୍ଦ୍ରରେ ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଲେ ୧୯୦୮ ପରୀକ୍ଷାର୍ଥୀ

ବେଗୁନିଆପଡ଼ା,୨୩ା୧୧(ଡି.ଏନ୍‌.ଏ.): ବୁଧବାରଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା। ଗଞ୍ଜାମ ଜିଲା ବେଗୁନିଆପଡ଼ା ଓ କୋଦଳାରେ ରାଜ୍ୟରେ ମୋଟ୍‌ ୧୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ଏହି ବ୍ଲକର ଶାଙ୍କୁଡ଼ାସ୍ଥିତ ଧବଳେଶ୍ୱର…

ହାତରେ ନେଲପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ଅଭିନେତା

ଇସଲାମାବାଦ: ହାତରେ ନେଲ୍‌ପଲିସ୍‌ ଲଗାଇ ଟ୍ରୋଲ ହେଉଛନ୍ତି ପାକିସ୍ତାନୀ ଗାୟକ ତଥା ଅଭିନେତା ଅଲି ଜାଫର। ଷ୍ଟେରିଓଟାଇପ୍‌ ଭାଙ୍ଗି ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ ଦେଖି ଅନେକ ତାଙ୍କର ସାହସକୁ ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବିପତ୍ର

ଝାରସୁଗୁଡ଼ା ଅଫିସ,୨୩ା୧୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସେଣ୍ଟ୍ରାଲ କମିଟି ଆହ୍ବାନ କ୍ରମେ ଝାରସୁଗୁଡ଼ା ଜିଲା ବାର୍‌ ଆସୋସିଏଶନ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ…

ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର ନେଇଛନ୍ତି। ବିରୁଷ୍କା ଜୁହୁରେ ୧୬୫୦ ବର୍ଗଫୁଟ ଫ୍ଲାଟ ପାଇଁ ୭.୫୦ ଲକ୍ଷ ଟଙ୍କା ଜମା…

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଟି-୨୦ ବିଶ୍ୱକପରେ ୨୩୯ ରନ ସ୍କୋର କରିଥିବା ସୂର୍ଯ୍ୟକୁମାର ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri