ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବିପତ୍ର
ଝାରସୁଗୁଡ଼ା ଅଫିସ,୨୩ା୧୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସେଣ୍ଟ୍ରାଲ କମିଟି ଆହ୍ବାନ କ୍ରମେ ଝାରସୁଗୁଡ଼ା ଜିଲା ବାର୍ ଆସୋସିଏଶନ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ…
ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା
ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର ନେଇଛନ୍ତି। ବିରୁଷ୍କା ଜୁହୁରେ ୧୬୫୦ ବର୍ଗଫୁଟ ଫ୍ଲାଟ ପାଇଁ ୭.୫୦ ଲକ୍ଷ ଟଙ୍କା ଜମା…
ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଟି-୨୦ ବିଶ୍ୱକପରେ ୨୩୯ ରନ ସ୍କୋର କରିଥିବା ସୂର୍ଯ୍ୟକୁମାର ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ…
ବାଲାଂଦେଶ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟ୍କା
ନୂଆଦିଲ୍ଲୀ,୨୩।୧୧: ଟିମ୍ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ନିକଟରେ ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ ଶେଷ ହୋଇଥିବା ବେଳେ ଦିନିକିଆ ସିରିଜ ଖେଳିବା ବାକି ରହିଛି। ଏହି ସିରିଜ ପରେ ଭାରତୀୟ କ୍ରିକେଟ ଟିମ୍ ବାଲାଂଦେଶ ଗସ୍ତ କରିବ।…
୧୦ ମିନିଟ୍ ପରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ
ଆରଡ଼ି,୨୩ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ କିଷାନନଗର ପି.ସି. ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଜେନା ବୁଧବାର ନିକଟସ୍ଥ ବାପୁଜୀ ହାଇସ୍କୁଲକୁ ସମ୍ମେଟିଭ ଆସେସ୍ମେଣ୍ଟ-୧ ପରୀକ୍ଷା ଦେବାକୁ ଆସୁଥିବା ବେଳେ ରଇପୁର ନିକଟରେ ସାଇକେଲରୁ ପଡ଼ିଯାଇଥିଲେ। ସେଠାରେ ତାଙ୍କର…
‘ମୁଁ ଏବେ ବ୍ୟାଟିଂର ମଜା ନେଉଛି’
ନାପିଅର,୨୩।୧୧: ନାପିଅରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଟାଇ ହୋଇଯାଇଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ୧୯.୪ ଓଭରରେ ୧୬୦ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲେ। ବର୍ଷା ହେତୁ ୯ ଓଭର…
ଆନନ୍ଦପୁର ଅଞ୍ଚଳରେ କମ୍ପନ ସହ ଭୀଷଣ ଶବ୍ଦ, ଲୋକେ ଆତଙ୍କିତ
କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ବୁଧବାର ପୂର୍ବାହ୍ନରେ କମ୍ପନ ସହିତ ଭୀଷଣ ଶବ୍ଦ ହେବା ଚର୍ଚ୍ଚାର ବିଷୟ ହୋଇଛି। ଶବ୍ଦ ଶୁଣି କେତେକ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଦୁଇ ଥର କମ୍ପନ ଅନୁଭବ କରିବା ସହିତ ଏହି…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁୁଲ୍ଲା
ନୂଆଦିଲ୍ଲୀ,୨୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା। ଯେତେବେଳେ ଏହି ଯାତ୍ରା ଲଖନପୁର ଅର୍ଥାତ୍ ଯେଉଁଠି ଜମ୍ମୁ-କଶ୍ମୀର ଆରମ୍ଭ ହେଉଛି ସେଠାରେ ପହଞ୍ଚିବା…
ବିବାହ କରିଦେଲେ କି ବିଜୟ-ରଶ୍ମିକା! ଫଟୋ ଭାଇରାଲ
ବମ୍ବେ: ବିବାହ କରିଦେଲେ କି ତେଲୁଗୁ ଫିଲ୍ମଜଗତର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ଫଟୋରେ ଉଭୟ ଧଳା ରଙ୍ଗର ପୋଷାକ…
ସିଭି ଆନନ୍ଦ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନେଲେ ଶପଥ…
କୋଲକାତା,୨୩।୧୧ : ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ସିଭି ଆନନ୍ଦ ବୋଷ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ମଧ୍ୟ ସିଏମ ମମତାଙ୍କୁ ଭେଟିଥିଲେ।…
ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ: ଜିଲାପାଳ ଅଫିସ ଆଗରେ ଧାରଣା ଦେଲା ବିଜେଡି
ବରଗଡ଼ ଅଫିସ,୨୩।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ରସରକାର ପରସ୍ପରକୁ ଦାୟୀ କରି ସେତିକି ଟଣାଓଟରା ହେଉଥିବା ଦେଖିବାକୁ ମିଳୁଛି। କୃଷି ଏବଂ କୃଷକଙ୍କ ପ୍ରତି କେନ୍ଦ୍ର ସରକାର…
ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିରି,୨୩ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ପୋଲିସ ଓ ସୀମା ସୁରକ୍ଷା ବାହିନୀ ଦ୍ୱାରା ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ମାଲକାନଗିରି ଏସ୍.ପି. ନିତେଶ ବାଧ୍ୱାନୀ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦେଇଥିବା ସୂଚନାନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଆନ୍ଧ୍ର-ଓଡ଼ିଶା…
Archives


