Home Left

ଡ୍ୟୁଟିରେ ନିଦ: ନିଲମ୍ବିତ ସିଆଇଏସଏଫ୍‌ ଗାର୍ଡଙ୍କ ଆବେଦନ ଖାରଜ…

ମୁମ୍ବାଇ,୨୩।୧୧ : ଡ୍ୟୁଟିରେ ଥିବାବେଳେ ଶୋଇବା କାରଣରୁ ନିଲମ୍ବିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଗାର୍ଡଙ୍କ ଦଣ୍ଡାଦେଶ କୋହଳ କରିବାକୁ ବମ୍ବେ ହାଇକୋର୍ଟ ମନା କରି ଦେଇଛନ୍ତି। ତାଙ୍କୁ ନାଗପୁରର ମାଉଡା ଥର୍ମାଲ ପାୱାର ପ୍ଲାଣ୍ଟରେ ପୋଷ୍ଟ କରାଯାଇଥିଲା।…

ବାସନ ମାଜିଲେ କୋହଲି

ମୁମ୍ବାଇ,୨୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ପାଓ୍ବାରଫୁଲ୍‌ ଦମ୍ପତି ଭାବରେ ଜଣାଶୁଣା। ଉଭୟ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ପ୍ରଶଂସକଙ୍କ ସହ ସେମାନଙ୍କ ଜୀବନର…

ଡିସେମ୍ବର ୨୦ରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବଲାଙ୍ଗୀର ଅଫିସ, ୨୩।୧୧: ବଲାଙ୍ଗୀର ଜିଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ସଂସଦର ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡା…

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର ଅଫିସ,୨୩।୧୧: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ, ପାଣି ମିଟର ଓ ସ୍କାର୍ଟ ବିଦ୍ୟୁତ ମିଟର…

‘ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଆମେ ସନ୍ତୁଷ୍ଟ ନୋହୁଁ’

ପଦ୍ମପୁର,୨୩।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡକୁ ଜିଲା ଗଠନ ପ୍ରସଙ୍ଗରେ ମିଳିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ୪୦ ଜଣିଆ ପ୍ରତିନିଧି ଦଳ ଗତ ୧୬ ତାରିଖରେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ…

ପ୍ରଚାରକୁ ଜୋର୍‌ କରୁଛି ଭାଜପା

ପଦ୍ମପୁର/ପାଇକମାଳ/ଝାରବନ୍ଧ,୨୩।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନକୁ ନେଇ ସବୁଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ମଙ୍ଗଳବାର ପାଇକମାଳ ବ୍ଲକ ଅନ୍ତର୍ଗତ ବାଦିକଟାରେ ଭାଜପାର ଏକ କର୍ମୀ ସମ୍ମିଳନୀ ହୋଇଥିଲା । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଏଠାରେ ଉଦ୍‌ବୋଧନ ଦେଇଥିଲେ। ସେହିପରି…

ସରକାରୀ ଦସ୍ତାବିଜ୍‌ ସହ ସୂଚନା ଅଧିକାର ତଥ୍ୟ ଅମେଳ

ମାଲକାନଗିରି, ୨୩।୧୧(ଡି.ଏନ.ଏ.): ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ଜିଲାର ଗ୍ରାମାଞ୍ଚଳଗୁଡିକରେ ଯୋଗାଯୋଗ ସୁବିଧା ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ଯେଉଁ ରାସ୍ତା ହେଉଛି ତାହା କେତେ ଦୂର ଠିକ୍‌…

ଗୁରୁବାରଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ମୁତୟନ ହେବେ ୩୪ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନ ଗୁରୁବାରଠୁ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜିପି ସୁନୀଲ ବଶଂଲ ବୁଧବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତେବେ ବିଧାନସଭା ପାଇଁ ୩୪ ପ୍ଲାଟୁନ୍‌ ଫୋର୍ସ ମୁତୟନ…

ଫିଫା ବିଶ୍ୱକପ: ବୁଧବାର ୪ ମ୍ୟାଚ୍‌ରେ ୮ ଟିମ୍‌ ମୁହାଁମୁହିଁ…

ଦୋହା,୨୩।୧୧ : ବୁଧବାର ଫିଫା ବିଶ୍ୱକପରେ ଚାରୋଟି ମ୍ୟାଚ ଖେଳାଯିବ। ଜର୍ମାନୀ, ସ୍ପେନ, କ୍ରୋଏସିଆ ଏବଂ ବେଲଜିୟମ ଭଳି ବଡ ଦଳ ପ୍ରତିପକ୍ଷ ଟିମ୍‌ଙ୍କ ସହିତ ମ୍ୟାଚ୍‌ ଖେଳିବେ। ଚାରିଥର ବିଶ୍ୱ ଚାମ୍ପିଅନ ଜର୍ମାନୀ ଜାପାନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ।…

ଫସଲ ନଷ୍ଟକଲେ ହାତୀପଲ

ବଅଁରପାଳ/ ବଇଣ୍ଡା,୨୩।୧୧ (ଡି.ଏନ.ଏ.): ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଛନ୍ତି। ଚାଷୀ ଚିତ୍ତରଞ୍ଜନ ସାହୁ, ବିଦ୍ୟାଧର ବେହେରା, ଅକ୍ଷୟ ବେହେରା, ଧନେଶ୍ୱର ବେହେରା, ଗଙ୍ଗାଧର ବେହେରା, ସନ୍ତୋଷ ଦାସ, ସତ୍ୟାନନ୍ଦ ସାହୁ, ଶ୍ରୀକାନ୍ତ ସାହୁ, ଉତ୍ତମ ପ୍ରଧାନ ଏବଂ…

ଇଂଲଣ୍ଡର ବୃହତ ବିଜୟ

ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ ବଳରେ ୬-୨ରେ ଇରାନକୁ ପରାସ୍ତ କରିଥିଲା ଇଂଲଣ୍ଡ। ଖଲିଫା ଷ୍ଟାଡିୟମରେ ଆତସବାଜି ପ୍ରଦର୍ଶନ ପରେ ମ୍ୟାଚ…

ବିବାହ କରିବେ ଅର୍ଶୀ

ମୁମ୍ବାଇ: ବିବାହ କରିବେ ବିଗ୍‌ ବସ୍‌ ଫେମ ଅର୍ଶୀ ଖାଁ। ପ୍ରେମିକଙ୍କ ହାତ ଧରିବେ ବୋଲି ନିକଟରେ ଆର୍ଶୀ ଏକ ସାକ୍ଷାତକାରରେ କହିଛନ୍ତି। ହେଲେ ସେ କେବେ ଏବଂ କାହାକୁ ବିବାହ କରିବେ ତାହାକୁ ଗୋପନୀୟ ରଖିଛନ୍ତି। ପୂର୍ବରୁ ଅର୍ଶୀ ଈଶାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri