Home Left

ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌ ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ (ବଜାର ପ୍ରବେଶ) ସମ୍ପର୍କରେ ଘୋଷଣା କରାଯାଇଛି।…

‘ଶିକ୍ଷା ବିଚାରପ୍ରକ୍ରିୟା ଉନ୍ମୋଚିତ କରିଥାଏ’

ଭୁବନେଶ୍ୱର,୨୪।୧୧: ଫିକି ଓ ଆଦିତ୍ୟ ବିର୍ଲା ସିଏସ୍‌ଆର୍‌ (ସେଣ୍ଟର ଫର ଏକ୍ସିଲେନ୍ସ)ର ମିଳିତ ଆନୁକୂଲ୍ୟରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ଦ୍ୱାରା ବୁଧବାର ଆଇଡିଏଟର ୧୧ତମ ଅଧିବେଶନ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଜାତୀୟସ୍ତରର କର୍ମଶାଳା…

‘ଶ୍ରେଷ୍ଠ ପ୍ରତିଭାଙ୍କୁ ପୁରସ୍କୃତ କରିବ ନ୍ୟୁରନ୍‌’

ଭୁବନେଶ୍ୱର,୨୪।୧୧: ଓଡିଏମ୍‌ ଏଜୁକେଶନାଲ୍‌ ଗ୍ରୁପ୍‌ ସହଭାଗିତାରେ ପ୍ରିମିୟର ଇଣ୍ଡିଆନ୍‌ କମ୍ପାନୀ (ନ୍ୟୁରନ୍‌) ଦ୍ୱାରା ପରିଚାଳିତ ‘Brain-a-thon-Olympiad’ & ‘Who’s Next Talent Hunt’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲ୍‌ ପରିସରରେ ବୁଧବାର ଏକ ଖବରଦାତା ସମ୍ମିଳନୀର…

‘ଓଡ଼ିଶାରେ ବୃଦ୍ଧି ପାଇଛି ୨ ଚକିଆ ଯାନ ବିକ୍ରି’

ଭୁବନେଶ୍ୱର,୨୪।୧୧: ଗତ କିଛି ମାସ ହେବ ଉଭୟ ଜାତୀୟ (ଭାରତ) ଏବଂ ରାଜ୍ୟ (ଓଡ଼ିଶା) ବଜାରରେ ଗାଡ଼ି ବିକ୍ରି ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଏପରିକି ଉଭୟ ଭାରି ଏବଂ ଯାତ୍ରୀବାହୀ ଯାନ ସାଙ୍ଗକୁ ୨ ଏବଂ ୩ ଚକିଆ…

ଭୂତ ସହରରେ ରହିଲେ ମିଳିବ ୨୫ ଲକ୍ଷ

ରୋମ୍‌: ଭୂତ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। ଭୂତ ଭୟରେ ଅନେକ ଲୋକ ଗାଁ ଘର ଛାଡ଼ି ଅନ୍ୟତ୍ର ବସବାସ କରିଥାନ୍ତିି। କିନ୍ତୁ ଇଟାଲୀର ଏକ ଭୂତ ସହରରେ ରହିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରାଯାଉଛି। ଯିଏ ସେଠାକୁ…

ବଲିଉଡ୍‌ରେ ଡେବ୍ୟୁ କରିବେ: ଅଲିଜେହ

ମୁମ୍ବାଇ: ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଲିଜେହ ଅଗ୍ନିହୋତ୍ରୀ। ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଝିଆରୀ ଅଲିଜେହଙ୍କର ଡେବ୍ୟୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଛି। ପ୍ରକାଶିତ ଖବର ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀଙ୍କ ଫିଲ୍ମରେ ସେ ଅଭିନୟ କରିବେ।…

ନିଜ ଫିଟନେସର ରାଜ କହୁକହୁ ମୋଦିଙ୍କୁ ନକଲ କଲେ ରାହୁଲ

ନୂଆଦିଲ୍ଲୀ,୨୪ ।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି । ମହାରାଷ୍ଟ୍ରର ଜଲଗାଓଁ ଜାମୋଦର ଜସୌନ୍ଦି ଗାଁ ଦେଇ ବୁରହାନପୁର ରାସ୍ତାରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିଛି । ଏଠାରେ ରାହୁଲଙ୍କ ସ୍ୱାଗତ ଲାଗି ସ୍ୱତନ୍ତ୍ର…

କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ ଶେଷ ହେବ। ସେ ଅବସର ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନୂଆ ସେନା…

ଖଣ୍ଡ ଖଣ୍ଡ କରିବାକୁ ଧମକ ଦେଉଥିଲେ ଆଫତାବ

ମୁମ୍ବାଇ, ୨୪।୧୧: ଦିନ ବିତିବା ସହ ଦିଲ୍ଲୀର ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡର ଗୁମର ଧୀର ଧୀରେ ଫିଟିବାରେ ଲାଗିଛି। ଦିଲ୍ଲୀ ପୋଲିସ ପକ୍ଷରୁ ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଯାଞ୍ଚ କାର୍ଯ୍ୟ ଚାଲିଛି। ଦୁଇବର୍ଷ ପୂର୍ବେ ୨୦୨୦ ନଭେମ୍ବର ୨୩ରେ ଆଫତାବ…

ଗାଁରେ ନିର୍ବାଚନ ପ୍ରଚର ବନ୍ଦ, ହେଲେ ଭୋଟ ନଦେଲେ ଦେବାକୁ ପଡିବ ଜରିମାନା

ରାଜକୋଟ,୨୪ ।୧୧: ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୌତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ହେଲେ ଗୁଜରାଟରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ନିର୍ବାଚନ ପ୍ରଚାର କରାଯାଇ ନ ଥାଏ ।…

ତେଜସ୍ବୀଙ୍କୁ ଭେଟିଲେ ଆଦିତ୍ୟ ଠାକରେ: ଭାଜପା ବିରୋଧରେ ଏକଜୁଟ ହେବା ଲକ୍ଷ୍ୟ

ପାଟନା,୨୩।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବୁଧବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ଆଦିତ୍ୟ ତେଜସ୍ବୀଙ୍କୁ ଭେଟିବା ପାଇଁ ରାବ୍ରି ବାସଭବନରେ ପହଞ୍ଚିଥିଲେ। ଏହି ସମୟରେ ଶିବସେନା ମହିଳା…

କୋରିଓଗ୍ରାଫର ହେବେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତା ବିକି କୌଶଲ ସ୍ତ୍ରୀ କ୍ୟାଟ୍ରିନା କୈଫଙ୍କୁ କୋରିଓଗ୍ରାଫର କରିବାକୁ ଚାହୁଁଛନ୍ତି। ବାସ୍ତବରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୋବିନ୍ଦା ନାମ ମେରା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବ୍ୟତୀତ ଭୂମି ପେଡେନକର ଏବଂ କିଆରା ଆଡଭାନୀ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri