Home Left

କିଶୋରୀ, ବାଳକଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ

ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍‌ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ…

ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ

ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଢଉ ଗାଁ ୩୨୬ ନଂ ଜାତୀୟ ରାଜପଥର ଭାଲିଆ ଝୋଳା ଗାଁ ଛକ ନିକଟରୁ ଶନିବାର ଏକ କୃଷ୍ଣସାର ମୃଗର ମୃତଦେହ ଉଦ୍ଧାର ହୋଇଛି। ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରପାଇ…

ନିମ୍ନମାନର ମାଂସ ଭିଡିଓ ଭାଇରାଲ ପରେ ଚେତିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୬।୧୧(ଡି.ଏନ୍‌.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସି ଶୋଷଣର ଶିକାର ହେଉଛନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦେଖି ଦୋକାନୀମାନେ ଚଢ଼ାଦରରେ ମାଛ, ମାଂସ ବିକ୍ରି କରୁଛନ୍ତି। ଏହି ସୁଯୋଗରେ କନ୍ଧମାଳ ହଳଦୀ ନାମରେ ଅପମିଶ୍ରଣ ହଳଦୀ ମଧ୍ୟ ବିକ୍ରି ହେଉଛି। ସେହିପରି…

ପୋଲିସକୁ ଦୁର୍ବ୍ୟବହାର କରି ଗିରଫ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,୨୬।୧୧: ଦୁର୍ବ୍ୟବହାର ଏବଂ ଧମକ ଦେବା ଅଭିଯୋଗରେ କଂଗ୍ରେସର ପୂର୍ବତନ ବିଧାୟକ ଆସିଫ ମହମ୍ମଦ ଖାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ବିଧାୟକ ଆସିଫ ମହମ୍ମଦ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିନା ଅନୁମତିରେ ତାୟାବ ମସ୍‌ଜିଦ ସମ୍ମୁଖରେ ଏକ ସଭା କରିଥିଲେ।…

ବାଇକ୍‌-ସ୍କୁଟି ମୁହାଁମୁହିଁ : ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ

ଜି.ଉଦୟଗିରି ୨୬।୧୧(ଡି.ଏନ୍‌. ଏ.): କନ୍ଧଳମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆଠାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଲସର ବାଇକ୍‌ ଧକ୍କା ଦେବା ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶିକ୍ଷୟିତ୍ରୀ…

ଛତିଶଗଡରେ ଏନ୍‌କାଉଣ୍ଟର: ୩ ମାଓବାଦୀ ନିପାତ

ରାୟପୁର,୨୬।୧୧: ଛତିଶଗଡ ବିଜାପୁର ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମର୍ଟୁର ପୋଲିସ ଷ୍ଟେଶନ ସୀମା ଅନ୍ତର୍ଗତ ପୋମ୍ରା ଜଙ୍ଗଲରେ ସକାଳ…

କିଟ୍‌ ପୁରୁଷ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର, ୨୬।୧୧ (କ୍ରୀଡ଼ା ପ୍ରତିନିଧି): ବାରିପଦାରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କବାଡ଼ି ଟୁର୍ନାମେଣ୍ଟରେ କିଟ୍‌ ପୁରୁଷ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର କିଟ୍‌ ଦଳ ମଧ୍ୟପ୍ରଦେଶର ମହାତ୍ମା ଗାନ୍ଧୀ ଚିତ୍ରକୁଟ ଗ୍ରାମୋଦ୍ୱୟ ବିଶ୍ୱବିଦ୍ୟାଳୟକୁ ୪୮-୧୪ ଏବଂ…

କର୍ତ୍ତବ୍ୟ ହିଁ ଦେଶକୁ ଆଗେଇ ନେବ: ମୋଦି

ନୂଆଦିଲ୍ଲୀ,୨୬।୧୧: ଆଜି ହେଉଛି ସମ୍ବିଧାନ ଦିବସ। ୧୯୪୯ରେ ଦେଶର ସମ୍ବିଧାନ ପ୍ରସ୍ତୁତି କରାଯାଇଥିଲା। ଏବେ ଏହାକୁ ୭୪ ବର୍ଷ ହୋଇସାରିଛି। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସୁପ୍ରିମକୋର୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତା ଆନ୍ଦୋଳନ…

ନେମାରଙ୍କ ଡାହାଣ ଗୋଇଠିରେ ଆଘାତ

ଲୁସେଲ (କାତାର),୨୬।୧୧ (ଏପି): ବ୍ରାଜିଲ ଫୁଟ୍‌ବଲ ଦଳର ଷ୍ଟାର ଖେଳାଳି ନେମାରଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଛି। ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କର ଚିକିତ୍ସା ଚାଲିଥିବା ବ୍ରାଜିଲ ଟିମ୍‌ ଡାକ୍ତର ରୋଡ୍ରିଗୋ ଲାସ୍‌ମାର କହିଛନ୍ତି। ସର୍ବିୟା ବିପକ୍ଷ ୨-୦ ବିଜୟ…

ଦୁଇ ଦଳରେ ଖେଳୁଛନ୍ତି ଦୁଇ ଭାଇ

ଦୋହା, ୨୬।୧୧(ଏପି):  ବିଶ୍ୱକପ୍‌ରେ ଗୋଟିଏ ପରିବାରର ଦୁଇଭାଇ ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି। ଓ୍ବିଲିୟମ୍ସ ଭ୍ରାତା ଦ୍ୱୟ ହେଉଛନ୍ତି ଇନାକି ଓ ନିକୋ। ଉଭୟଙ୍କ ଜନ୍ମ ହେଉଛି ସ୍ପେନ୍‌ରେ। ହେଲେ ସେମାନଙ୍କ ପିତାମାତା ହେଉଛନ୍ତି ଘାନା ଦେଶର। ନିକୋ ହେଉଛନ୍ତି ଯୁବ…

ଭାରତ-ଅଷ୍ଟ୍ରେଲିଆ ହକି ସିରିଜ ଆଜିଠାରୁ

ଆଡିଲେଡ, ୨୬।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ୨୦୨୩ ହକି ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଭାରତ…

ଇରାନର ପ୍ରଥମ ବିଜୟ

ଅଲ୍‌ ରାୟାନ, ୨୬।୧୧ (ଏପି):  ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୦ ଗୋଲରେ ଓ୍ବେଲ୍ସକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଇରାନ ଶକ୍ତିଶାଳୀ ଇଂଲଣ୍ଡଠାରୁ ୨-୬ ଗୋଲରେ ହାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri