Home Left

ଭାରତୀୟ ଅଲିମ୍ପିକ ଆସୋସିଏଶନ୍‌ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା

ନୂଆଦିଲ୍ଲୀ,୨୬।୧୧: ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ…

କଟାଗଲା ୪୫୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି ୩୮…

ସହିଦନଗରରେ ବହୁତଳ ପାର୍କିଂ ଆରମ୍ଭ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍‌ ୫ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ସୁବିଧା ରହିଛି। ୧୯୬ଟି ୪ ଚକିଆ ଓ ୩୯୮ଟି…

ପିଲାଙ୍କ ସମ୍ମୁଖରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏଭଳି ବ୍ୟବହାର, ସାରା ଜୀବନ ପସ୍ତାଇବେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ନେଇ ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଗୁଡ଼ିକ କଠୋର ହେଲେ ହେଁ ଜୀବନକୁ ସରଳ କରିବାକୁ ସଠିକ୍‌ ମାର୍ଗ ଦେଖାଇଥାଏ। ସେଥିରୁ ଗୋଟିଏ ନୀତି ହେଲା ପିଲାଙ୍କ ଲାଳନପାଳନ। ଚାଣକ୍ୟ କୁହନ୍ତି ଅଭିଭାବକମାନଙ୍କୁ…

ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଜାରି କଲା ନାସା…

ଓ୍ବାଶିଂଟନ,୨୬।୧୧ : ସମ୍ପ୍ରତି ନାସା ଏକ ଭିଡିଓ ଶେୟାର କରିଛି। ଭିଡିଓରେ ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଶୁଣିବାକୁୂ ମିଳୁଛି। ବ୍ଲାକ୍‌ ହୋଲ୍‌ ହେଉଛି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଅଧିକ ଥାଏ। ଏହା ସମସ୍ତ ପଦାର୍ଥକୁ ନିଜ ଆଡକୁ…

ଶୋକରେ ବୁଡିଲା ବଲିଉଡ୍‌; ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି…

ବମ୍ବେ: ହିନ୍ଦି ତଥା ମରାଠୀ ସିନେମାର ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ ଆଉ ନାହାନ୍ତି। ୭୫ ବର୍ଷ ବୟସରେ ଶନିବାର ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା ବେଳେ ପୁଣେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ…

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ପରଲୋକ

ବଲାଙ୍ଗୀର ଅଫିସ,୨୬ା୧୧: ବଲାଙ୍ଗୀରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି (୯୪)ଙ୍କ ଶନିବାର ପରଲୋକ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା

ଘସିପୁରା,୨୬ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ବଳରାମପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୪ ବଖରା ଘର ଧ୍ୱଂସ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ, ଚାତକ ପରି ଚାହିଁ ରହିଛନ୍ତି ପରିବାର ଲୋକେ

କୋକସରା,୨୬ା୧୧(ଡି.ଏନ୍‌.ଏ.): ବିଗତ କିଛି ମାସ ମଧ୍ୟରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଗ୍ରାମକୁ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଛି। ପୁଣି ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ ପରେ ଗାଁକୁ ମୃତଦେହ ଫେରୁଥିବା ନେଇ ସୂଚନା ମିଳିଛି। ବ୍ଲକର ଡୁଡୁକାଠେଙ୍ଗା…

ଭାରତ ପାଇଁ ‘କର ବା ମର’ ମୁକାବିଲା

ନୂଆଦିଲ୍ଲୀ,୨୬।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ଖେଳାଯିବ। ହାମିଲଟନ୍‌ର ସିଡନ୍‌ ପାର୍କରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବାରୁ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

କୋରାପୁଟ,୨୬ା୧୧(ସ୍ବ.ପ୍ର.): କୋରାପୁଟ ବ୍ଲକର ସୁକୁ ପଞ୍ଚାୟତରେ ଏକ ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଶନିବାର ଜଣେ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍‌ଆଇ) ଜୟପୁର ଭିଜିଲାନ୍ସ ବିଭାଗ ଦ୍ୱାରା ଧରା ପଡ଼ି କୋର୍ଟଚାଲାଣ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ,…

ଓଟିଟିରେ ଧମାଲ କରିବ ତାପସୀଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ଅଭିନୟର କମାଲ ଦେଖାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ୨୦୨୧ରେ ତାଙ୍କ ଅଭିନୀତ ୩ଟି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ସବୁ ଫ୍ଲପ ହୋଇଥିଲା । ଏବେ ତାପସୀଙ୍କ ଅଭିନୀତ ଚତୁର୍ଥ ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri