Home Left

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମନକୁ ଶାନ୍ତ କରିବାକୁ ଯୋଗର ସାହାରା ନେଉଛନ୍ତି କ୍ୱିଭବାସିନ୍ଦା, ଶହ ଶହ ଲୋକେ ନେଉଛନ୍ତି ପ୍ରଶିକ୍ଷଣ

କ୍ୱିଭ,୬ ।୩: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନ୍‌ର ରାଜଧାନୀ କ୍ୱିଭରେ ପ୍ରତିଦିନ ବାଜୁଥିବା ଯୁଦ୍ଧର ସାଇରନ ମଧ୍ୟରେ କ୍ୱିଭ ବାସିନ୍ଦା ଏବେ ଯୋଗକରି ନିଜକୁ ଶାନ୍ତ ରଖୁଛନ୍ତି । ଯୁଦ୍ଧରେ କ୍ୱିଭରେ ୩୦ରୁ ଅଧିକ ପେଶାଦାର ଯୋଗ ଷ୍ଟୁଡିଓ ସଂଚାଳିତ…

ୟୁପି ଓ୍ବାରିୟର୍ଜର ରୋମାଞ୍ଚକ ବିଜୟ

ମୁମ୍ବାଇ,୫ା୩: ନଭି ମୁମ୍ବାଇସ୍ଥିତ ଡା. ଡି.ଓ୍ବାଇ. ସ୍ପୋଟର୍‌ସ ଏକାଡେମୀରେ ରବିବାର ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍‌ର ତୃତୀୟ ମ୍ୟାଚରେ ୩ ଉଇକେଟରେ ୟୁପି ଓ୍ବାରିୟର୍ଜ ରୋମାଞ୍ଚକ ବିଜୟ ହାସଲ କରିଛି। ଅନ୍ୟପକ୍ଷେ ଗୁଜରାଟ ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି।…

ଟଙ୍କାରେ ହେବ ଭାରତ-ଶ୍ରୀଲଙ୍କା ଆର୍ଥିକ କାରବାର

କଲମ୍ବୋ, ୫ା୩: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆର୍ଥିକ କାରବାର ଭାରତୀୟ ମୁଦ୍ରା(ଟଙ୍କା)ରେ କରିବା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇବ। ଏପରିକି ଦୁଇ ଦେଶ ମଧ୍ୟରେ ଆର୍ଥିକ କାରବାରରେ ଭାରତୀୟ ମୁଦ୍ରା…

୯୩ ପ୍ରକଳ୍ପର ଉଦ୍‌ଘାଟନ, ୧୧୩ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା/ଗୋଲାମୁଣ୍ଡା/କୋକସରା,୫।୩(ସ୍ବପ୍ର/ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆପଡା ଜିଲା ଗସ୍ତ ସାରି କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ହାଇସ୍କୁଲ ଖେଳପଡ଼ିଆ ନିକଟରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ। ପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ୫୨୭.୪ କୋଟି ଟଙ୍କା…

ଡିଜେ ବଜାଇ ଶତାୟୁଙ୍କ ଅନ୍ତିମ ସତ୍କାର

ବରଗଡ଼ ଅଫିସ୍‌,୫।୩: ଜନ୍ମ ପରେ ଦିନେ ମୃତ୍ୟୁ ନିଶ୍ଚିତ। କିନ୍ତୁ ଶତାୟୁ ସଭିଙ୍କ ଭାଗ୍ୟରେ ନ ଥାଏ । ସେହିପରି ମୃତ୍ୟୁ ପରେ ଶବ ସତ୍କାର କରାଯାଏ। ଗାଁ, ପରିବାରରେ ଗଭୀର ଶୋକ ପ୍ରକାଶ ପାଇଥାଏ । ତେବେ ବରଗଡ଼ ଜିଲା…

ରିଫିଲିଂ ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୪ ଗୁରୁତର

ରାଉରକେଲା ଅଫିସ,୫।୩: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ରେଲୱେ କଲୋନୀ ଅଞ୍ଚଳରେ ରବିବାର ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶଙ୍କର ମିସ୍ତ୍ରୀ, ଶ୍ୟାମ ଶର୍ମା, ଆନନ୍ଦ ମୁସିଦ ଏବଂ ଶଙ୍କର ଅଲି। ଗୁରୁତରଙ୍କୁ ଚିକିତ୍ସା ଲାଗି…

ହତ୍ୟାର ଡେମୋ ଦେଖାଇଲେ ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୫ା୩: ବ୍ରହ୍ମପୁର ହିଲ୍‌ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ ୩ ତାରିଖରୁ ୪ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ରବିବାର ଅଭିଯୁକ୍ତଙ୍କୁ…

ବ୍ରିଟେନ୍‌ରେ ବେଆଇନ ଭାବେ ପ୍ରବାସୀଙ୍କୁ ରହିବାକୁ ଦିଆଯିବନି ଅନୁମତି:ସୁନକ

ଲଣ୍ଡନ, ୫। ୩:ପ୍ରବାସୀଙ୍କୁ ବ୍ରିଟେନ୍‌ରେ ବେଆଇନ ଢଙ୍ଗରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏ ନେଇ ଆସନ୍ତା ସପ୍ତାହରେ ନୂଆ ନିୟମ ଲାଗୁ କରାଯିବ। ଆଇନପ୍ରଣେତାଙ୍କ ଦ୍ୱାରା…

ସଫେଇ ଦେଲେ ରାହୁଲ

ଲଣ୍ଡନ, ୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ୍‌ରେ ଉଦ୍‌ବୋଧନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିଦେଶରେ ରାହୁଲ ଭାରତର ଅପମାନ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ ରାହୁଲ ସଫେଇ ଦେଇଛନ୍ତି। କେମ୍ବ୍ରିଜ୍‌ରେ ଉଦ୍‌ବୋଧନବେଳେ ଭାରତର କଦାପି ଅପମାନ…

ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର

ଜେନେଭା,୫।୩: ଜେନେଭାରେ ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର ଲଗାଯିବା ପ୍ରସଙ୍ଗରେ ଭାରତ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ରବିବାର ସ୍ବିଜରଲାଣ୍ଡର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏନେଇ ଜବାବ ତଲବ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ସ୍ବିଜରଲାଣ୍ଡ ରାଷ୍ଟ୍ରଦୂତ ବୈଦେଶିକ…

ଆସିଲା ଚିନ୍ମୟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର/ସମ୍ବଲପୁର,୫।୩(ବ୍ୟୁରୋ): ବୁର୍ଲା ପିସି ବ୍ରିଜ୍‌ ପାୱାର ଚାନେଲରୁ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ମିଳିବା ଘଟଣାର ୪ଦିନ ପରେ ରବିବାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଚିନ୍ମୟୀ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଉଲ୍ଲେଖ…

ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ସୀମିତ: ସଞ୍ଜୟ ରାଉତ

ପୁଣେ,୫।୩: ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କଶ୍ମୀରୀ ପଣ୍ଡିତ ହତ୍ୟା ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ଥିଲା ଏବଂ ଭାରତୀୟ ଜନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?