ସବୁ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି ଡମେ
ମାଥିଲି,୨୬।୧୧(ଡି.ଏନ.ଏ.): ରାଜ୍ୟ ସରକାର ବହୁ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହକୁ କାର୍ଯ୍ୟକାରିତାରେ ଅବହେଳା ଯୋଗୁ ହିତାଧିକାରୀମାନେ ସେଥିରୁ ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତୃଣମୂଳ ସ୍ତରରେ ଯୋଜନାଗୁଡ଼ିକ ପହଞ୍ଚୁ ନ ଥିବାରୁ ସେଥିରୁ ସୁଫଳ ମିଳୁ ନ ଥିବା ଅଭିଯୋଗ…
ଏଫ୍ପିଓ ଜରିଆରେ ୨୦,୦୦୦ କୋଟି ସଂଗ୍ରହ କରିବ ଆଦାନୀ ଗ୍ରୁପ୍
ନୂଆଦିଲ୍ଲୀ,୨୬।୧୧: ଆଦାନୀ ଗ୍ରୁପ୍ର ସହଯୋଗୀ ସଂସ୍ଥା ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଫଲୋ-ଅନ୍ ପବ୍ଲିକ ଅଫର (ଏଫ୍ପିଓ) ଜରିଆରେ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଏଫ୍ପିଓରୁ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ୍କୁ ବ୍ୟାପକ ସହାୟତା ମିଳିବ ବୋଲି କୁହାଯାଉଛି।…
ଓଡ଼ିଶାକୁ ମିଳିଲା ୫୨୪ କୋଟିର ଜିଏସ୍ଟି କ୍ଷତିପୂରଣ
ନୂଆଦିଲ୍ଲୀ,୨୬।୧୧: ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସ (ଏପ୍ରିଲରୁ ଜୁନ୍)ର ଅବଧି ପାଇଁ କେନ୍ଦ୍ର ସରକାର ବଳକା ଜିଏସ୍ଟି କ୍ଷତିପୂରଣ ଆକାରରେ ଓଡ଼ିଶାକୁ ୫୨୪ କୋଟି ଟଙ୍କା ନିକଟରେ ପ୍ରଦାନ କରିଛନ୍ତି। ଏପରିକି କେନ୍ଦ୍ର ସରକାର ମଧ୍ୟ ବଳକା ଜିଏସ୍ଟି…
ଏମ୍. ବଓ୍ବେଫା ଚା’ବାଲା
ଭୋପାଳ: ମଧ୍ୟପ୍ରଦେଶର ରାୟଗଡ଼ସ୍ଥିତ ଏକ ଚା’ ଦୋକାନ ମାଲିକ ଏବେ ଚର୍ଚ୍ଚାରେ। ଖିଲଚିପୁର ନଗର ବସ୍ଷ୍ଟାଣ୍ଡ ନିକଟରେ ନୂଆକରି ଦୋକାନ ଖୋଲିଥିବା ଅନ୍ତର ଗୁଜ୍ଜର ନିଜ ଚା’ ଦୋକାନର ନାଁ ରଖିଛନ୍ତି ଏମ୍. ବଓ୍ବେଫା ଚା’ ବାଲା। ଏମ୍ ହେଉଛି ତାଙ୍କ…
ଦେଶୀ ମଦଭାଟିରେ ଅଚଳ ଇଟିପି
ସମ୍ବଲପୁର,୨୬ା୧୧(ବ୍ୟୁରୋ): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦେଶୀ ମଦଭାଟିରେ ଇଟିପି (ଏଫ୍ଲୁଏଣ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟଜଳ ବିଶୋଧନ କରୁଥିବା ପ୍ଲାଣ୍ଟ) ଲଗାଇବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଥିଲା। ତଦନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ କାର୍ଯ୍ୟକାରୀ କରିବାକୁ…
ପ୍ରେମିକଙ୍କ ଘର ଜାଳିଦେଲେ ପ୍ରେମିକା
ଓ୍ବାଶିଂଟନ୍: ଫୋନ୍ କଲ୍କୁ କେନ୍ଦ୍ର କରି ଆମେରିକା ଟେକ୍ସାସ୍ରେ ଜଣେ ଯୁବତୀ ତାଙ୍କ ବଏଫ୍ରେଣ୍ଡଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ୨୩ ବର୍ଷୀୟା ସେନାଇଡା ମାରି ସୋଟୋ ପ୍ରେମିକଙ୍କୁ ଫୋନ୍ କରିଥିଲେ। ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ କଲ୍ ରିସିଭ୍ କରିବା…
ଫେରିଲା ରାଜପଥ ତାତି
ଢେଙ୍କାନାଳ ଅଫିସ, ୨୬।୧୧: କଟକ ଜିଲା ମଙ୍ଗୁଳି ଛକଠାରୁ ଢେଙ୍କାନାଳ-ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ୫ ବର୍ଷ ହେଲା ଶେଷ ହେଉନାହିଁ। ଶୋଚନୀୟ ହୋଇପଡ଼ିଥିବା ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନି…
‘ସୁଶାନ୍ତ ସିଂଙ୍କ ସୁରକ୍ଷା ଦାୟିତ୍ୱ ବଢ଼ାଯାଉ’
ଭୁବନେଶ୍ବର, ୨୬।୧୧(ବ୍ୟୁରୋ): ବିଜେଡିର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଭାଜପା ନେତାମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ୨୦୧୮ ବିଜେପୁର ଉପନିର୍ବାଚନ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଯେଉଁ ୨ ଭାଜପା ନେତା ଆକ୍ରମଣ…
ପଦ୍ମପୁର ଉପନିର୍ବାଚନ: ଏଣିକି ହେଭିୱେଟଙ୍କ ପ୍ରଚାର
ପଦ୍ମପୁର,୨୬।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ମତଦାନ ହେବ। ଏଥିପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅଧୀନ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକ ଅଞ୍ଚଳରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଦଳୀୟ ପ୍ରାର୍ଥୀମାନେ…
ରାଣୀ ପଣ୍ଡାଙ୍କ କାର୍ ଦୁର୍ଘଟଣା,ଚିକିତ୍ସାଧୀନ ଅବସ୍ଥାରେ ବାଇକ୍ ଆରୋହୀଙ୍କ ମୃତ
ଆଠଗଡ,୨୬।୧୧(ଡି.ଏନ.ଏ.) କଟକ ଜିଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଗୁରୁବାର ରାତିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଦୁର୍ଘଟଣା ଗସ୍ତ ହୋଇଛି। ଏକ ବାଇକ୍ ସହ ତାଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ…
୨୯ରେ କୁଲାଡ଼ ଗ୍ରାମବାସୀଙ୍କ ଆନ୍ଦୋଳନ
ବଅଁରପାଳ,୨୬।୧୧(ଡି.ଏନ.ଏ.): ନାଲ୍କୋ ପାରିପାର୍ଶ୍ୱିକ ଗ୍ରାମ କୁଲାଡ଼ ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଊଷାରାଣୀ ସ୍ବାଇଁ ଏହାର ନେତୃତ୍ୱ ନେଇଥିଲେ। ବୈଠକରେ କୁହାଯାଇଛି ଯେ, ନାଲ୍କୋ ପ୍ଲାଣ୍ଟ ନିକଟରେ ଥିବା କୁଲାଡ଼ ଗ୍ରାମବାସୀ ଦୀର୍ଘଦିନ ହେଲା ଧୂଳିଧୂଆଁରେ…
କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ପଦ୍ମପୁରବାସୀ: ବିଜେଡି
ଭୁବନେଶ୍ବର,୨୬।୧୧(ବ୍ୟୁରୋ): କେନ୍ଦ୍ର କୃଷିମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପ୍ରଚାର ପାଇଁ ଆସୁଥିବା ବେଳେ କେନ୍ଦ୍ର ଅବହେଳାକୁ ନେଇ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ରଖିବାକୁ ପଦ୍ମପୁରବାସୀ ଅପେକ୍ଷା କରିଛନ୍ତି ବୋଲି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି। ସେ କହିଛନ୍ତି, ପଦ୍ମପୁର ରେଳଲାଇନକୁ କାହିଁକି…
Archives


