ଟି୨୦ରେ ଦ୍ରାବିଡ଼ଙ୍କୁ ନୁହେଁ, ନେହେରାଙ୍କୁ କୋଚ୍ ନିଯୁକ୍ତ କର: ହରଭଜନ
ନୂଆଦିଲ୍ଲୀ,୨୪।୧୧: ଟି୨୦ ବିଶ୍ୱକପ୍ରେ ନିରାଶାଜନକ ପ୍ରଦର୍ଶନ ଯୋଗୁ ସେମିଫାଇନାଲରୁ ବିଦା ହୋଇଥିଲା ଭାରତୀୟ କ୍ରିକେଟ ଟିମ୍। ଏହାପରଠାରୁ ଦଳରେ କୋଚ୍ ଏବଂ ଅଧିନାୟକ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି। ଏସବୁ ମଧ୍ୟରେ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ନିଜର ପ୍ରତିକ୍ରିୟା…
ବସ୍ ଧକ୍କାରେ ଯୁବକଙ୍କ ଜୀବନ ଗଲା
ନାଉଗାଁ,୨୪ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଇରା ଛକ ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ବ୍ରଜେଶ ରୋଶନ ରାୟ। ସେ ନିକଟସ୍ଥ…
ଭୂଦାନ କର୍ମୀ ଗଜେନ୍ଦ୍ର ଦାସଙ୍କ ପରଲୋକ
ପଦ୍ମପୁର,୨୪ା୧୧(ଡି.ଏନ୍.ଏ.): ଜଣାଶୁଣା ଭୂଦାନ କର୍ମୀ ବିନୋବାଭାବେଙ୍କ ସହଯୋଗୀ ଗଜେନ୍ଦ୍ର ପ୍ରସାଦ ଦାସ (୯୦)ଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଗୁରୁବାର ତାଙ୍କ ପାର୍ଥିବ ଶରୀର ପଦ୍ମପୁର ବାସଭବନରେ ପହଞ୍ଚିବା ପରେ ବିଜେଡି ଉପସଭାପତି ଦେବୀ…
ଖରା, କାକରରେ ପଡ଼ି ରହିଛନ୍ତି ମହାପ୍ରଭୁ
ଢେଙ୍କାନାଳ ଅଫିସ,୨୪ା୧୧: କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ପୁଣି ଅପମାନ କରାଯାଇଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜବାହର ଚୌକ ଅଞ୍ଚଳରେ। ଜବାହର ଚୌକ ଅଞ୍ଚଳରେ ସହରର ପ୍ରମୁଖ ରାସ୍ତାକଡ଼ରେ ଖରା,କାକର, ଧୂଳିରେ ଆଜକୁ ପ୍ରାୟ…
ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେଲେ ଜେନେରାଲ ଆସିମ ମୁନିର…
ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂଆ ସେନାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ ଆସିମ ମୁନିର ଏହି ପଦରେ ନିଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୁନିରଙ୍କ ନାମ ଘୋଷଣା କରିଛନ୍ତି। ସେନାଧ୍ୟକ୍ଷ ଦୌଡ଼ରେ ବହୁ ସାମରିକ ଅଧିକାରୀଙ୍କ ନାମ ଥିଲା। ତେବେ…
ଅସୀମ ମୁନିର ପାକିସ୍ତାନର ପରବର୍ତ୍ତୀ ସେନା ମୁଖ୍ୟ
ଇସଲାମାବାଦ,୨୪।୧୧: ପାକିସ୍ତାନ ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରାଯାଇଛି। ଜେନେରାଲ ଅସୀମ ମୁନିର୍ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍ ଶରିଫ୍ ଶରିଫ ତାଙ୍କ ନାମ ଘୋଷଣା କରିଛନ୍ତି। ଫଳରେ ମୁନିର ଜେନେରାଲ ବାଜୱାଙ୍କ ସ୍ଥାନ ନେବେ।…
ବିଶ୍ୱର ସବୁଠୁ ବୟସ୍କ ବିଲେଇ
ନିକଟରେ ବ୍ରିଟେନରେ ରହୁଥିବା ଏକ ବିଲେଇ ନିଜର ୨୭ତମ ଜନ୍ମଦିନ ପାଳନ କରିବାକୁ ଯାଉଛି। ବିଶ୍ୱର ସବୁଠାରୁ ବୟସ୍କ ବିଲେଇ ଭାବେ ଏହି ବିଲେଇର ନାଁ ଗିନିଜ ୱାଲର୍ଡ ରେକର୍ଡରେ ସାମିଲ କରାଯାଇଛି। ୧୯୯୫ରେ ଜନ୍ମ ହୋଇଥିବା ଏହି ବିଲେଇର ବୟସ…
ଇଡିରେ ହାଜର ହେଲେ ବିଧାୟକଙ୍କ ଭାଇ
ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ଇଡିରେ ହାଜର ହୋଇଛନ୍ତି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଗଙ୍ଗାଧର ଏକ କାର୍ ଶୋ’ରୁମ୍ର ମାଲିକ ଅଟନ୍ତି। ସେ ଅର୍ଚ୍ଚନା ନାଗଙ୍କ ସହ ୩୦ ଲକ୍ଷ ଟଙ୍କାର କାରବାର କରିଥିବା ଜଣାପଡ଼ିଛି। ତେବେ…
ମୂଷା ଖାଇଗଲେ ୫୮୧ କିଲୋଗ୍ରାମ୍ ଗଞ୍ଜେଇ…
ମଥୁରା,୨୪।୧୧ : ଉତ୍ତରପ୍ରଦେଶରେ ମଥୁରା ପୋଲିସର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଏପରିକି ପୋଲିସର ଏହି ରିପୋର୍ଟକୁ ବିଶ୍ୱାସ କରିବା କଷ୍ଟକର ହୋଇପଡିଛି। ପୋଲିସ କଥା ଶୁଣିବା ପରେ କୋର୍ଟରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ, ମୂଷା ୫୮୧…
ପ୍ରଶଂସକଙ୍କ ଫୋନ ଭାଙ୍ଗିବା ରୋନାଲ୍ଡୋଙ୍କ ପାଇଁ ପଡିଲା ମହଙ୍ଗା: ୨ ମ୍ୟାଚ୍ରୁ ବାସନ୍ଦ, ୫୦ ଲକ୍ଷ ଜୋରିମନା
ନୂଆଦିଲ୍ଲୀ,୨୪।୧୧: ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ପ୍ରଶଂସକଙ୍କ ଫୋନ ଭାଙ୍ଗିବା ମହଙ୍ଗା ପଡିଛି। ସେ ଚଳିତ ବର୍ଷ ପ୍ରାରମ୍ଭରେ ଏଭର୍ଟନରେ ଜଣେ ପ୍ରଶଂସକଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏହି ପ୍ରସଙ୍ଗରେ ପଦକ୍ଷେପ…
ଖୁବ୍ଶୀଘ୍ର ଆଥିଆ-ରାହୁଲଙ୍କ ହେବ ବିବାହ
ବି-ଟାଉନରେ ଆଉ ଏକ ଶାହାନାଇ ବାଜିବାକୁ ଯାଉଛି। ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଏବଂ କ୍ରିକେଟର କେ.ଏଲ ରାହୁଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ। ଆଥିଆ ନିଜ ବ୍ୟକ୍ତିଗତ…
ଐଶର୍ଯ୍ୟା ହେଲେ ଗ୍ଲୋରୀ କୁଇନ୍
ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଶିବାୟ ଡ୍ୟାନ୍ସ ମ୍ୟୁଜିକ୍ ଏକାଡେମୀର ୫ମ ବାର୍ଷିକ ଉତ୍ସବରେ ୨ୟ ମହାକାଳେଶ୍ୱର ମହୋତ୍ସବ ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପାଳିକାର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର…
Archives


