୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ
ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ ଥିବା ଜଣାପଡ଼ିଛି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ମେକ୍ସିକୋ ଗଲ୍ଫରେ ଥିବା ଏକ କ୍ରୁଜ ଜାହାଜରୁ…
ରାହୁଲଙ୍କ ଆଳତି କରୁଥିବାର ଫଟୋକୁ ଓଲଟା ଶେୟାର କଲେ ସ୍ମୃତି ଇରାନି, ଶିବସେନା କହିଲା ରୀତିନୀତିକୁ କରାଯାଉଛି ପରିହାସ
ମୁମ୍ବାଇ,୨୬ ।୧୧: ଉଦ୍ଧବ ଠାକରେ ଗ୍ରୁପର ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ପ୍ରଦେଶର ଓଁକାରେଶ୍ୱରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନର୍ମଦା ଆଳତି କରୁଥିବାର ଏକ ଓଲଟା ଫଟୋ ଶେୟାର କରିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସମାଲୋଚନା…
ପଥର ତଳେ ଘର ନିର୍ମାଣ କରୁଥିଲେ ଲୋକେ, କାରଣ ଜାଣିଲେ…
ମାନବିକତାର ବିକାଶ ପରଠାରୁ ଲୋକମାନେ ନିଜ ଜାଗା ଜମି ଛାଡ଼ି ଅନ୍ୟ ଦେଶ ଖୋଜିବାକୁ ବାହାରିଲେ। ଗୋଟିଏ ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବା ପରେ ସେମାନେ ଖାଦ୍ୟ ଏବଂ ସମ୍ବଳ ଅଭାବର ସମ୍ମୁଖୀନ ହେବାରେ ଲାଗିଲେ। ଯେଉଁଥିପାଇଁ ସେମାନଙ୍କୁ ନୂତନ ସ୍ଥାନ…
କୁଚିପୁଡି ନାଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଝିଅ ଅନୁଷ୍କା ସୁନକ
ଲଣ୍ଡନ,୨୬ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ୯ ବର୍ଷର ଝିଅ ଅନୁଷ୍କା ସୁନକ ଲଣ୍ଡନରେ ଆୟୋଜିତ ‘ରଙ୍ଗ’ରେ କୁଚିପୁଡି ନୃତ୍ୟ ପରିବଶେଷ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନୁଷ୍କା କେତେଜଣ ଶିଶୁଙ୍କ ସହ ମିଶି ଏହି ନୃତ୍ୟ…
ନିଷିଦ୍ଧାଞ୍ଚଳରେ ମାଛ ମାରିବା ପଡ଼ିଲା ମହଙ୍ଗା: ଟ୍ରଲର ସହ ୫ କୁଇଣ୍ଟାଲ ମାଛ ଜବତ
କୋଣାର୍କ,୨୬।୧୧(ଡି.ଏନ୍.ଏ.): ଚନ୍ଦ୍ରଭାଗା ନିଷିଦ୍ଧାଞ୍ଚଳରେ ଶନିବାର ଚଢ଼ାଉ କରାଯାଇଛି। ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଓ ବନବିଭାଗ ଦ୍ୱାରା ହୋଇଥିବା ଏହି ମିଳିତ ଚଢାଉରେ ଏକ ଟ୍ରଲର ସହ ପ୍ରାୟ ୫ କୁଇଣ୍ଟାଲ ମାଛ ଜବତ ହୋଇଛି। ବିରଳ ଅଲିଭ ରିଡଲେ କଇଁଛଙ୍କ…
ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ବିଡିଓଙ୍କୁ ପରାମର୍ଶ ଦେଲେ ଉପଜିଲାପାଳ
ଗଞ୍ଜାମ,୨୬ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ଶନିବାର ଗଞ୍ଜାମ ବ୍ଲକ ଗସ୍ତ କରି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ। ବିଡିଓ ଜସ୍ମିନ ପ୍ରଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ କୁମାର ଗୌଡ଼,…
ବ୍ରିଟେନର ପ୍ରମୁଖ ବିଶ୍ୱବିଦ୍ୟାଳୟରେ ପ୍ରବେଶ ସୀମିତ କରିବାକୁ ଯୋଜନା, ସୁନକଙ୍କୁ ଭାରତୀୟଙ୍କ ଗୁହାରୀ
ଲଣ୍ଡନ,୨୬ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦେଶରେ ପ୍ରବାସୀ ନାଗରିକଙ୍କ ସଂଖ୍ୟା କମ କରିବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ସେ ବ୍ରିଟେନର ପ୍ରମୁଖ ବିଶ୍ୱ ବିଦ୍ୟାଳୟରେ ପ୍ରବେଶ ସୀମିତ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନାକୁ ନେଇ…
ଖେଳୁଥିବା ବେଳେ ପୋଖରୀ ପଡ଼ି ଶିଶୁ ମୃତ
ଦିଗପହଣ୍ଡି,୨୬।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ପୋଖରୀରେ ବୁଡ଼ି ଶନିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଡେଙ୍ଗାଡି ଗ୍ରାମର ରଞ୍ଜନ ସାହୁଙ୍କ ଏକମାତ୍ର ପୁତ୍ର ସିଦ୍ଧାର୍ଥ । ସିଦ୍ଧାର୍ଥ ଘର ନିକଟ ପୋଖରୀ ହିଡରେ…
ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ
ପୁଣେ,୨୬ ।୧୧: ବଲିଉଡ ତଥା ମରାଠି ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ଶନିବାର ପୁଣେରେ ପରଲୋକ ହୋଇଛି । ନଭେମ୍ବର ୫ରୁ ସେ ପୁଣେର ପଣ୍ଡିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରର କିଛି ଅଙ୍ଗ…
ପୁଣି ଯବାନ-ମାଓବାଦୀ ଗୁଳି ବିନିମୟ: ମହିଳା ମାଓବାଦୀଙ୍କ ସମେତ ୩ ମୃତ
କୋରୁକୋଣ୍ଡା,୨୬।୧୧(ଡି.ଏନ୍.ଏ.): ଛତିଶଗଡ଼ ବିଜାପୁର ଜିଲା ମିର୍ତୁର ନିକଟସ୍ଥ ପୋମରା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏନ୍କାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବିଜାପୁର ଆଇଜି ସୁନ୍ଦର ରାଜ…
ରାସ୍ତାରେ ବୁଲେଟ୍ ଚଢ଼ି ସମସ୍ତଙ୍କ ହୃଦୟ ଜିତିଲେ ମହିଳା, ଭିଡିଓ ଦେଖିଲେ…
ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଭିଡିଓ ଭିନ୍ନ ଏବଂ ଅନନ୍ୟ ଶୈଳୀରେ ହୋଇଥିବାରୁ ଲୋକମାନେ ଏହାକୁ ବାରମ୍ବାର ଦେଖିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି…
ଦୋକାନ ଘର ଆବଣ୍ଟନରେ ଅନିୟମିତତା
ଝାରସୁଗୁଡ଼ା ଅଫିସ,୨୬।୧୧: ଲଖନପୁର ବ୍ଲକ୍ ବନ୍ଧବାହାଲ ପଞ୍ଚାୟତ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଦୋକାନ ଘର ବଣ୍ଟନ ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି ହୋଇଛି। ହେଲେ ଏଥିରେ ଥିବା ସର୍ତ୍ତାବଳୀ ବାହାରେ ଆବେଦନକାରୀଙ୍କ ନିକଟରୁ ୨୫ହଜାର ଟଙ୍କା…
Archives


