ତାତିଲେ ଚାଷୀ: ଏଫସିଆଇ କାର୍ଯ୍ୟାଳୟ ଘେରାଉ
କେସିଙ୍ଗା,୨୫।୧୧(ଡି.ଏନ୍.ଏ.): ୩ ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ଏଫ୍ସିଆଇ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଆନ୍ଦୋଳନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପରିଷଦ ସଭାପତି ସାମନ୍ତ ଖମାରୀଙ୍କ ନେତୃତ୍ୱରେ ଜିଲାର ଶତାଧିକ ଚାଷୀ ଯୋଗଦେଇ ଏଫସିଆଇ କାର୍ଯ୍ୟାଳୟ ଘେରାଉ କରିଛନ୍ତି।…
ଲାଥାମ, ୱିଲିୟମ୍ସନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଦିନିକିଆ ଜିତିଲା ନ୍ୟୁଜିଲାଣ୍ଡ
ଅକଲାଣ୍ଡ,୨୫।୧୧: ଟମ୍ ଲାଥାମଙ୍କ ୧୪୫ ରନ୍ର ବିସ୍ଫୋରକ ବ୍ୟାଟିଂ ଏବଂ କେନ ୱିଲିୟମ୍ସନଙ୍କ ୯୪ ରନ୍ର ଅପରାଜିତ ଇନିଂସ୍ ବଲରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅକଲାଣ୍ଡର ଇଡେନ ପାର୍କରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭ ଉଇକେଟରେ…
ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ମନା
ପୁରୀ ଅଫିସ,୨୫।୧୧: ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ହୋମ୍ ଗାର୍ଡ,ଓଏସ୍ଏପି ଯବାନ ସମେତ ପୋଲିସ କର୍ମଚାରୀଙ୍କୁ ମୋବାଇଲ୍ ବାରଣ କରାଯାଇଛି। ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଫଟୋ, ଭିଡିଓ ଭାଇରାଲ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କେବଳ ସିନିଅର ଅଫିସରଙ୍କୁ ମୋବାଇଲ ନେବାକୁ…
ସୁସ୍ଥ ହେଉଛନ୍ତି ବିକ୍ରମ ଗୋଖଲେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାହାରିପାରନ୍ତି ଭେଣ୍ଟିଲେଟରରୁ
ମୁମ୍ବାଇ,୨୫ ।୧୧: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ର୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କୁହାଯାଉଛି । ଏହି ବୟାନ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଡାକ୍ତର ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ ଦେବା…
ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ଇଜିପ୍ଟର ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୧୧: ୨୦୨୩ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଇଜିପ୍ଟର ରାଷ୍ଟ୍ରପତି ଫତା ଅଲ୍-ସିସିଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଅନ୍ୟପକ୍ଷେ କାଇରୋ ସହିତ ଭାରତର ରାଜନୈତିକ ଏବଂ ସାମରିକ ସମ୍ପର୍କକୁ ମଜଭୁତ କରିବା ଲାଗି…
ନିହତ ହୋଇଥିବା ୨ ମାଓବାଦୀ ଛତିଶଗଡ଼ କ୍ୟାଡର୍, ହୋଇଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା: ଆଇଜି ଅମିତାଭ
ବଲାଙ୍ଗୀର ଅଫିସ, ୨୫।୧୧: ବଲାଙ୍ଗୀର-ବରଗଡ ଜିଲା ସୀମା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁରୁବାର ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣା ପରେ ସ୍ଥିତି ଅନୁଧ୍ୟାନ କରିବାକୁ ଏକ ଉଚ୍ଚସ୍ତରୀୟ ପୋଲିସ…
ମମତାଙ୍କୁ ଭେଟିଲେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ
କୋଲକାତା,୨୫।୧୧: ପଶ୍ଚିମବଙ୍ଗର ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଦୁହିଁ ନେତାଙ୍କ ମଧ୍ୟରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଏହି ସମୟରେ ଶୁଭେନ୍ଦୁଙ୍କ ସହ ବିଧାୟକ ଅଗ୍ନିମିତ୍ରର ପୋଲ, ଅଶୋକ ଲାହିଡି ଓ ମନୋଜ…
ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି। ତେବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଶୁକ୍ରବାର ଆଉ ଥରେ ଇଡିରେ ହାଜର ହୋଇଥିବା ବେଳେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଇଡିରେ ହାଜର ହୋଇଛନ୍ତି। ଶ୍ରଦ୍ଧାଞ୍ଜଳି ଏବଂ…
୫ ମିନିଟ୍ରେ ୩୫ ରୁବିକ୍ କ୍ୟୁବ୍ ସମାଧାନ କଲେ କୁନି ବାଳକ
ଶାସ୍ତ୍ରୀନଗର କଲୋନୀର ଜଣେ ୧୦ ବର୍ଷର ବାଳକ ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି। ସେ ଖୁବ୍ କମ୍ ସମୟ ମଧ୍ୟରେ ରୁବିକ୍ କ୍ୟୁବ୍ ସମାଧାନ କରି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ନାଁ ଅତିକ୍ଷ କଙ୍କରିଆ। ସେ ପୂର୍ବ ରେକର୍ଡଗୁଡିକ ଭାଙ୍ଗି ଏକ…
ଐତିହାସିକ ବୀରମାନଙ୍କୁ ଗର୍ବର ସହିତ ମନେ ରଖିଛି ଦେଶ: ମୋଦି
ନୂଆଦିଲ୍ଲୀ,୨୫।୧୧: ଆଜାଦୀ କି ଅମୃତ ମହୋତ୍ସବ ଅଧୀନରେ ଲାଚିତ ବୋରଫୁକାନଙ୍କ ଜୟନ୍ତୀ ସମାରୋହ ଗତ ବର୍ଷେ ହେବ ପାଳନ କରାଯାଉଛି। ଶୁକ୍ରବାର ଏହାର ସମାପନ ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ…
କଂଗ୍ରେସକୁ ଝଟକା, ଭାଜପାରେ ସାମିଲ ହେଲେ କମଲ ନାଥଙ୍କ ନିକଟତର ନେତା…
ନୂଆଦିଲ୍ଲୀ,୨୫।୧୧: କଂଗ୍ରେସକୁ ଆଉ ଏକ ବଡ ଝଟକା। ଏମ୍ପି ତଥା କଂଗ୍ରେସ ସଭାପତି କମଲ ନାଥଙ୍କ ଗଣମାଧ୍ୟମ ପ୍ରଭାରୀ ଏବଂ ଦଳର ପ୍ରବକ୍ତା ନରେନ୍ଦ୍ର ସାଲୁଜା ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ…
ପରୀକ୍ଷା ଚାଲିଥିବା ସମୟରେ ଖସିଲା ଫ୍ୟାନ୍, ଛାତ୍ରୀ ଆହତ
ନିରାକାରପୁର,୨୫ା୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ହାଇସ୍କୁଲରେ ଫ୍ୟାନ୍ ଖସିପଡ଼ିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। କ୍ଷେତ୍ରବାସୀ ହାଇସ୍କୁଲର ଛାତ୍ରୀଛାତ୍ର ରାମେଶ୍ୱର ହାଇସ୍କୁଲରେ ଶୁକ୍ରବାର ଗଣିତ ସମ୍ମେଟିଭ୍ ପରୀକ୍ଷା ଦେଉଥିବା ସମୟରେ ଛାତ୍ରୀ ମୋନାଲିସା ମହାନ୍ତିଙ୍କ ଉପରେ ଫ୍ୟାନ୍ଟି ଖସି ପଡ଼ିଥିଲା। ଫଳରେ…
Archives


