ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମନକୁ ଶାନ୍ତ କରିବାକୁ ଯୋଗର ସାହାରା ନେଉଛନ୍ତି କ୍ୱିଭବାସିନ୍ଦା, ଶହ ଶହ ଲୋକେ ନେଉଛନ୍ତି ପ୍ରଶିକ୍ଷଣ

କ୍ୱିଭ,୬ ।୩: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନ୍‌ର ରାଜଧାନୀ କ୍ୱିଭରେ ପ୍ରତିଦିନ ବାଜୁଥିବା ଯୁଦ୍ଧର ସାଇରନ ମଧ୍ୟରେ କ୍ୱିଭ ବାସିନ୍ଦା ଏବେ ଯୋଗକରି ନିଜକୁ ଶାନ୍ତ ରଖୁଛନ୍ତି । ଯୁଦ୍ଧରେ କ୍ୱିଭରେ ୩୦ରୁ ଅଧିକ ପେଶାଦାର ଯୋଗ ଷ୍ଟୁଡିଓ ସଂଚାଳିତ କରାଯାଉଛି । ଏଥିରେ ଶହ ଶହ ଲୋକେ ଯୋଗାସନ ସହ ଧ୍ୟାନ କରୁଥିବା ଜଣାପଡିଛି । କିଛି ଷ୍ଟୁଓିଓ ଭର୍ଚୁଆଲ କ୍ଲାସ ମାଧ୍ୟମରେ ଯୋଗର ପ୍ରଶିକ୍ଷଣ ଦେଉଛନ୍ତି ।

ଘରର ଲିଭିଂ ରୁମରେ କିଛି ଲୋକଙ୍କୁ ପ୍ରତିଦିନ ଭର୍ଚୁଆଲ ଯୋଗ ଶିଖାଉଥିବା ଯୋଗ ଶିକ୍ଷକ ପାବ୍‌ଲୋ ବୁବ୍ଲିକ କୁହନ୍ତି, ଲୋକେ ତାଙ୍କୁ କହୁଛନ୍ତି ସେମାନେ ଆନ୍ତରିକ ସନ୍ତୁଳନ ଚାହୁଁଛନ୍ତି । ଆଉ ଯୋଗ ସେମାନଙ୍କ ଜୀବନରେ ସ୍ଥାୟିତ୍ୱ ଆଣୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ବଡ ନୁହେଁ ପିଲାମାନେ ବି ଯୋଗ ପ୍ରତି ରୁଚି ରଖୁଥିବା ଦେଖାଯାଇଛି ।
କ୍ୱିଭ ବାହାରେ ଥିବା ଯୋଗ ଷ୍ଟୁଡିଓ ଓଏସିସରେ ଡର୍ଜନେ ପିଲା ପ୍ରତିଦିନ ତେତିୟାନା ନେମିକିନାରୁ ଯୋଗ ଶିଖାଇବାକୁ ଆସୁଛନ୍ତି । ଅନେକ ଥର ବିମାନ ଆକ୍ରମଣ ଯୋଗୁ ବ୍ଲାକଆଉଟ କାରଣରୁ ଫ୍ଲାସ ଲାଇଟ ଆଲୋକରେ ଯୋଗାସନ କରାଯାଉଛି ।
ଏମାନେ କୁହନ୍ତି ଯୋଗ କରିବା ଦ୍ୱାରା ଭୟ ସ୍ଥାନରେ ଶାନ୍ତି ଓ ପରମ ଆନନ୍ଦ ମିଳୁଛି । ଯୋଗସହ ଜଡିସ ଭିଡିଓ ନିର୍ମାଣ କରୁଥିବା ଅଭିନେତା ବୁର୍ଲାକା କହିଛନ୍ତି, ଯାଗ ଦ୍ୱାରା ସ୍ଥିର ଚିତ୍ତରୁ ଶାରୀରିକ ସୁସ୍ଥତା ହାସଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ରେ ଏକ ତୃତିୟାଂଶ ଦେଶକୁ ବିମୁଦ୍ରିକରଣର ସାମ୍ନା କରିବାକୁ ପଡିପାରେ!

ୱାଶିଂଟନ,୭ ।୧୦: ବିଶ୍ୱର ପ୍ରାୟ ଏକ ତୃତିୟାଂଶ ଦେଶ ୨୦୨୩ରେ ବିମୁଦ୍ରିକରଣର ସାମ୍ନା କରି ପାରନ୍ତି ବୋଲି କହିଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା...

ଚାଇନାରେ କମୁଛି କରୋନାର ପ୍ରଭାବ: ୨୮ ନୂଆ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ବେଜିଂ,୧୩ ।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ପର୍ଯ୍ୟନ୍ତ ସେଠାରୁ ସମ୍ପୂର୍ଣ୍ଣ ଭାବେ ଲୋପ ପାଇନାହିଁ । ଶନିବାର ଚାଇନାରେ ୨୮ ଜଣ...

ଅନ୍ତର୍ଜାତୀୟ ବୁକର ପୁରସ୍କାର ଜିତିବାରେ ସବୁଠାରୁ କମ୍‌ ବୟସର ଲେଖକ ହେଲେ ମାରିକେ

ଲଣ୍ଡନ,୨୭।୮: ନେଦରଲ୍ୟାଣ୍ଡସର ୨୯ ବର୍ଷୀୟ ମାରିକେ ଲୁକାସ ରେଜନେବେଲ୍ଡ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ଜିତିଥିବା ସବୁଠାରୁ କମ୍‌ ବୟସର ଲେଖକ ପାଲଟି ଯାଇଛନ୍ତି। ତେବେ ଏହି...

କରୋନା ମୃତ୍ୟୁ ଛୁଇଁଲା ୪ ଲକ୍ଷ: ୬୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୯ ଲକ୍ଷ...

ସାଧାରଣ ନାଗରିକଙ୍କୁ ଦେବାକୁ ପଡୁଛି ଯୁଦ୍ଧର ମୂଲ୍ୟ

କ୍ୱିଭ,୩୦ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୬୫ ଦିନ ପୂରଣ ହେଲାଣି । ହେଲେ ଏବେବି ରୁଷିଆ ସେନାଙ୍କ ଆକ୍ରମଣ କମ ହୋଇନାହିଁ । ଯୁଦ୍ଧର...

ରାଗିଲେ ବାଇଡେନ

ଓ୍ବାଶିଂଟନ,୨୦ା୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନ ଏବଂ ଘରୋଇ କାର୍ଯ୍ୟାଳୟରୁ ଅନେକ ଗୋପନୀୟ ଦଲିଲ ମିଳିଛି। ଆଜିକାଲି ସେ ଏ ବିଷୟରେ ବହୁତ ଚିନ୍ତିତ...

ଶୁକ୍ରବାର ଜିସାଟ୍‌-୩୦ର ହେବ ଉତ୍‌କ୍ଷେପଣ: ୧୫ ବର୍ଷ ପାଇଁ କରିବ କାର୍ଯ୍ୟ

ସାୟେନି,୧୬।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶୁକ୍ରବାର ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି...

ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ,...

Advertisement
Archives

Model This Week