ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମନକୁ ଶାନ୍ତ କରିବାକୁ ଯୋଗର ସାହାରା ନେଉଛନ୍ତି କ୍ୱିଭବାସିନ୍ଦା, ଶହ ଶହ ଲୋକେ ନେଉଛନ୍ତି ପ୍ରଶିକ୍ଷଣ

କ୍ୱିଭ,୬ ।୩: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନ୍‌ର ରାଜଧାନୀ କ୍ୱିଭରେ ପ୍ରତିଦିନ ବାଜୁଥିବା ଯୁଦ୍ଧର ସାଇରନ ମଧ୍ୟରେ କ୍ୱିଭ ବାସିନ୍ଦା ଏବେ ଯୋଗକରି ନିଜକୁ ଶାନ୍ତ ରଖୁଛନ୍ତି । ଯୁଦ୍ଧରେ କ୍ୱିଭରେ ୩୦ରୁ ଅଧିକ ପେଶାଦାର ଯୋଗ ଷ୍ଟୁଡିଓ ସଂଚାଳିତ କରାଯାଉଛି । ଏଥିରେ ଶହ ଶହ ଲୋକେ ଯୋଗାସନ ସହ ଧ୍ୟାନ କରୁଥିବା ଜଣାପଡିଛି । କିଛି ଷ୍ଟୁଓିଓ ଭର୍ଚୁଆଲ କ୍ଲାସ ମାଧ୍ୟମରେ ଯୋଗର ପ୍ରଶିକ୍ଷଣ ଦେଉଛନ୍ତି ।

ଘରର ଲିଭିଂ ରୁମରେ କିଛି ଲୋକଙ୍କୁ ପ୍ରତିଦିନ ଭର୍ଚୁଆଲ ଯୋଗ ଶିଖାଉଥିବା ଯୋଗ ଶିକ୍ଷକ ପାବ୍‌ଲୋ ବୁବ୍ଲିକ କୁହନ୍ତି, ଲୋକେ ତାଙ୍କୁ କହୁଛନ୍ତି ସେମାନେ ଆନ୍ତରିକ ସନ୍ତୁଳନ ଚାହୁଁଛନ୍ତି । ଆଉ ଯୋଗ ସେମାନଙ୍କ ଜୀବନରେ ସ୍ଥାୟିତ୍ୱ ଆଣୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ବଡ ନୁହେଁ ପିଲାମାନେ ବି ଯୋଗ ପ୍ରତି ରୁଚି ରଖୁଥିବା ଦେଖାଯାଇଛି ।
କ୍ୱିଭ ବାହାରେ ଥିବା ଯୋଗ ଷ୍ଟୁଡିଓ ଓଏସିସରେ ଡର୍ଜନେ ପିଲା ପ୍ରତିଦିନ ତେତିୟାନା ନେମିକିନାରୁ ଯୋଗ ଶିଖାଇବାକୁ ଆସୁଛନ୍ତି । ଅନେକ ଥର ବିମାନ ଆକ୍ରମଣ ଯୋଗୁ ବ୍ଲାକଆଉଟ କାରଣରୁ ଫ୍ଲାସ ଲାଇଟ ଆଲୋକରେ ଯୋଗାସନ କରାଯାଉଛି ।
ଏମାନେ କୁହନ୍ତି ଯୋଗ କରିବା ଦ୍ୱାରା ଭୟ ସ୍ଥାନରେ ଶାନ୍ତି ଓ ପରମ ଆନନ୍ଦ ମିଳୁଛି । ଯୋଗସହ ଜଡିସ ଭିଡିଓ ନିର୍ମାଣ କରୁଥିବା ଅଭିନେତା ବୁର୍ଲାକା କହିଛନ୍ତି, ଯାଗ ଦ୍ୱାରା ସ୍ଥିର ଚିତ୍ତରୁ ଶାରୀରିକ ସୁସ୍ଥତା ହାସଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ବିଧାୟିକାଙ୍କ ଉପରକୁ ଜୋତା, ଢାଳ ଫିଙ୍ଗିବା ଘଟଣା: ମାମଲା ଦାୟର ଦାବି

ଇସଲାମାବାଦ,୩ା୩: ପାକିସ୍ତାନ ବିଧାନସଭାରେ ବିଧାୟିକା ସୋବିିୟା ଶାହିଦଙ୍କୁ ଆକ୍ରମଣ କରାଯାଇଥିଲା। ବିଧାନସଭା ଚାଲିଥିବା ସମୟରେ ବିଧାୟିକାଙ୍କ ଉପରକୁ ପିଟିଆଇ କର୍ମଚାରୀମାନେ ଜୋତା ଏବଂ ଢାଳ ଫିଙ୍ଗିଥିଲେ।...

ପାକିସ୍ତାନରେ ପ୍ରବଳ ବର୍ଷା, ୩୭ ମୃତ

ଇସଲାମାବାଦ,୩ା୩: ଥଣ୍ଡା ପାଗ ସହିତ ପାକିସ୍ତାନରେ ପ୍ରବଳ ବର୍ଷା ହେଉଛି। ପାକିସ୍ତାନରେ ଲଗାତର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ଷା ଯୋଗୁ...

ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶହବାଜ ସରିଫ

ଇସଲାମାବାଦ,୩।୩: ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଶେହବାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର (୩ ମାର୍ଚ୍ଚ ୨୦୨୪)ରେ ଭୋଟ ଦେବା...

୨୧ ସାମରିକ ବିମାନ, ୬ ନୌସେନା ଜାହାଜ ସହ ତାଇଓ୍ବାନରେ ପଶିଲା ଚାଇନା

ତାଇପେ,୩ା୩: ତାଇଓ୍ବାନର ଚାରିପାଖରେ ୨୧ଟି ଚାଇନା ସାମରିକ ବିମାନ ଏବଂ ୬ଟି ନୌସେନା ଜାହାଜ ଚିହ୍ନଟ କରାଯାଇଛି। ତାଇଓ୍ବାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା...

BAPS ହିନ୍ଦୁମନ୍ଦିର ଯିବା ପୂର୍ବରୁ ପଢ଼ିନିଅନ୍ତୁ ଏହି ଗାଇଡ୍‌ଲାଇନ୍‌, ଏମିତି ଡ୍ରେସ୍‌ ପିନ୍ଧି ଯିବା ମନା

ଆବୁଧାବି,୩ା୩: ଆବୁଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିର ପ୍ରତ୍ୟେକ ମଙ୍ଗଳବାରଠାରୁ ଶନିବାର ସକାଳ୯ରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଦୟାକରି ଧ୍ୟାନ...

ସ୍ମାର୍ଟଫୋନ୍‌ ଫ୍ଲାଶ୍‌ଲାଇଟ୍‌ରୁ ଶିଶୁକୁ ଭୟଙ୍କର ରୋଗ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୩ା୩: ବ୍ରିଟେନର ଲଣ୍ଡନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାକାର ଜଣେ ମା’ ଯେତେବେଳେ ତାଙ୍କ ତିନି ବର୍ଷ ଶିଶୁର ଆଖିରେ କିଛି ଅଜବ ଦୃଶ୍ୟ...

ପୋଲିସ ଫୋର୍ସରେ ନିଯୁକ୍ତି ପାଇଲା ୬ ଫୁଟର ଘୋଡ଼ା

ଲଣ୍ଡନ,୨ା୩: ପୋଲିସ ଫୋର୍ସରେ ଘୋଡ଼ା ନିଯୁକ୍ତି ଏକ ନୂଆ କଥା ନୁହେଁ। କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ପ୍ରାଣୀଟି ଫୋର୍ସର...

ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ

ଇସଲାମାବାଦ,୨।୩: ଆମେରିକାକୁ ନାଲି ଆଖି ଦେଖାଇ ପାକିସ୍ତାନ ଏହାର ନିର୍ଦ୍ଦେଶ ଗ୍ରହଣ କରିବାକୁ ମନା କରିଦେଇଛି। ଘଟଣା ହେଲା, ଆମେରିକା ଏହାର ଏକ ବିବୃତ୍ତିରେ କହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri