ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ
ନୂଆଦିଲ୍ଲୀ,୩୦।୧୧: ସାଉଥ ଏସିଆ ଅଫ୍ ଗ୍ରୁପ୍-ଏମ୍ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏଶନ ଅଫ୍ ଇଣ୍ଡିଆ (ଏଏଏଆଇ)ର ନୂତନ ସଭାପତି ଭାବେ ବୁଧବାର ନିର୍ବାଚିତ…
‘କାହା ଟଙ୍କା ଧରାପଡ଼ିବା ଭୟରେ ଡରୁଛି ଭାଜପା’
ଭୁବନେଶ୍ବର, ୩୦।୧୧(ବ୍ୟୁରୋ): ସୋମବାର ସାରେ ପଦ୍ମପୁର ଜଗଦମ୍ବା କ୍ଲଥ୍ ଷ୍ଟୋରରେ ଜିଏସ୍ଟି ଚଢ଼ାଉ ସମୟରେ ଭାଜପାର ୩ ଜଣ ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ ଏବଂ କାଳନ୍ଦୀ ସାମଲ ଜାଣିଶୁଣି ଗଣ୍ଡଗୋଳ ଭିଆଇଥିବା ଅଭିଯୋଗ ଆଣିଛି ବିଜେଡି। ଏହି…
ଟଙ୍କା ମୁଣି ଧରି ବୁଲୁଛନ୍ତି ନବ ଦାସ: ଧର୍ମେନ୍ଦ୍ର
ପାଇକମାଳ, ୩୦।୧୧ (ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନକୁ ଆଉ ସପ୍ତାହେ ବାକି ଥିବାରୁ ସବୁଦଳର ହେଭିଓ୍ବେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ଆରମ୍ଭ…
ଜିଏସ୍ଟି ଚଢ଼ାଉକୁ ବିରୋଧ: ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା
ପଦ୍ମପୁର/ବରଗଡ଼ ଅଫିସ୍,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଏବଂ ପାଇକମାଳରେ ସୋମବାର ଜିଏସ୍ଟି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉକୁ ବିରୋଧ କରି ଉଭୟ ପଦ୍ମପୁର ଓ ପାଇକମାଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଜିଏସ୍ଟି ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର…
ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା
ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ଭାଜପା ପ୍ରଭାରୀ ତଥା ସୁନ୍ଦରଗଡ଼ ଜିଲା ଜାରଙ୍ଗଲୋଇ ଗ୍ରାମର ଦିଲୀପ କୁମାର ସେନାପତି ଓରଫ୍…
କଂଗ୍ରେସ ହେଭିଓ୍ବେଟ୍ଙ୍କ ପ୍ରଚାର
ପାଇକମାଳ/ଝାରବନ୍ଧ, ୩୦।୧୧(ଡି.ଏନ.ଏ.): ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ କଂଗ୍ରେସର ଓଡିଶା ପ୍ରଭାରୀ ଏମ୍ପି ଡଃ ଏ ଚେଲ୍ଲାକୁମାର,…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ, ୧୫ ଆହତ
ଲକ୍ଷ୍ନୌ,୩୦।୧୧: ଉତ୍ତରପ୍ରସେଶ ବାହାରାଇଚର ତପ୍ପେଠାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର…
ବିଭିନ୍ନ ସଙ୍ଗଠନ, କର୍ମଚାରୀଙ୍କ ଦାବିନେଇ ଅଡୁଆରେ ସରକାର
ମାଲକାନଗିରି,୩୦।୧୧(ଡି.ଏନ୍.ଏ.): ଆଉ ଗୋଟିଏ ବର୍ଷ ପରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ। ରାଜ୍ୟର ୧୪୭ ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ପୂର୍ବରୁ ସରକାର ବିଭିନ୍ନ ଜନହିତକର ଯୋଜନା କରି ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ…
ଡିଜିପିଙ୍କୁ ଭେଟିଲା ଭାଜପା ପ୍ରତିନିଧି ମଣ୍ଡଳୀ
କଟକ ଅଫିସ,୩୦।୧୧: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ମୁକ୍ତ ତଥା ଅବାଧ ନିର୍ବାଚନ ନିମନ୍ତେ ବରଗଡ଼ ଏସ୍ପିଙ୍କ ନିଷ୍କ୍ରିୟତା ଯୋଗୁ ତାଙ୍କୁ ବଦଳି କରିବାକୁ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଡିଜିପିଙ୍କ ନିକଟରେ ଦାବି…
ବାଜିଲା ମଣ୍ଡେଇ ବିଗୁଲ୍
ନବରଙ୍ଗପୁର,୩୦।୧୧(ବି.ପ୍ର.): ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇର ମଙ୍ଗଳବାର ଶୁଭ ଉଦ୍ଘାଟନ କରାଯାଇଛି। ବେତାଳ ବିଦ୍ୟାଳୟ ନିକଟରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ଦେବୀପୀଠରୁ ଆସିଥିବା ଲାଠି ଓ ଚୌକି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟ, ତାଳ ସହ ସାଇଲୋଡି ନୃତ୍ୟ…
ଭୁବନ ବିକାଶ ପାଇଁ ରୋଡ୍ ମ୍ୟାପ୍
ଭୁବନ, ୩୦।୧୧(ଡି.ଏନ୍.ଏ.): ଏସିଆ ମହାଦେଶର ସର୍ବବୃହତ୍ ଗ୍ରାମ ତଥା ଢେଙ୍କାନାଳ ଜିଲାର ଅନ୍ୟତମ ବାଣିଜି୍ୟକ ପେଣ୍ଠସ୍ଥଳୀ ଭୁବନର ସାମଗ୍ରିକ ବିକାଶ ହେବ। ଜନସଂଖ୍ୟା ବୃଦ୍ଧି ଯୋଗୁ ସଙ୍କୁଚିତ ହୋଇପଡୁଥିବା ସହରାଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଏନ୍ଏସି ପ୍ରଶାସନ ପକ୍ଷରୁ ରୋଡ୍ମ୍ୟାପ୍…
ସମଲିଙ୍ଗି ବିବାହ ବିଲ ପାସ୍, ବାଇଡେନ କହିଲେ ‘ପ୍ରେମ- କେବଳ ପ୍ରେମ ହୋଇଥାଏ…’
ୱାଶିଂଟନ,୩୦ ।୧୧: ଶେଷର ଆମେରିକାରେ ସମଲିଙ୍ଗି ବିବାହ(ସେମ ସେକ୍ସ ମ୍ୟାରେଜ ବିଲ)କୁ ମଞ୍ଜୁରୀ ଦେବାକୁ ଥିବା ବିଧେୟକ ମଙ୍ଗଳବାର ପାରିତ ହୋଇଛି ବା ଏହି ବିଲ ପାସ୍ ହୋଇଛି । କିଛି ଦଶକ ହେବ ଆମେରିକାରେ ସମଲିଙ୍ଗି ବିବାହ ବିବାଦର ବିଷୟ…
Archives


