Home Left

ଗୁଜରାଟରେ କାଲି ଭୋଟିଂ

ନୂଆଦିଲ୍ଲୀ,୩୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ  ଲାଗି ଗୁରୁବାର  ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୫ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହିଦିନ ୯୩ ଆସନ ପାଇଁ ଭୋଟିଂ ହେବ…

ମୁଣ୍ଡରେ ବାଇକ୍‌ ରଖି ବସ୍‌ ଛାତକୁ ଚଢୁଛନ୍ତି ଯୁବକ, ଭିଡିଓ ଦେଖିଲେ…

କୁଲିମାନଙ୍କୁ ଆପଣ ନିଶ୍ଚିତ ଦେଖିଥିବେ। ଯିଏ ଲୋକଙ୍କର ଅଖା, ବ୍ୟାଗ୍‌, ବାକ୍ସ, ଆଟାଚ ଆଦି ବହୁ ଓଜନିଆ ଜିନିଷ ମୁଣ୍ଡାଇ ବସ୍‌ କିମ୍ବା ଟ୍ରେନ୍‌ରେ ଚଢ଼ିଥାନ୍ତି। ମାତ୍ର ଏବେ ଏମିତି ଜଣେ କୁଲିଙ୍କ ଭିଡିଓ ଭାଇରାଲ ହେଉଛି, ଯିଏ ଏକ ବାଇକ୍‌…

କର୍ମୀଙ୍କୁ ଶିବପାଲଙ୍କ ପରାମର୍ଶ : ପୋଲିସ ଡାକିଲେ ଯାଅ ନାହିଁ କି ପୋଲିସ ହାତରେ ଧରା ଦିଅ ନାହିଁ

ମେନପୁରୀ,୩୦ ।୧୧: ଉତ୍ତର ପ୍ରଦେଶର ମେନପୁରୀ ଲୋକ ସଭା ଆସନ ପାଇଁ ପ୍ରଚାର କରିବାକୁ ଯାଇଥିବା ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ତାଙ୍କ କର୍ମୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଯଦି ଝଗଡା ହେଉଛି ତେବେ…

‘ଦ କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ’ ନିର୍ମାଣ କରିବେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ପୁଣି ବିବାଦ ମଧ୍ୟକୁ ଚାଲି ଆସିଛି । ଆଉ ଏହି ବିବାଦ ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଉ ଏକ ବଡ ଘୋଷଣା…

ଘନେଇଲା ବାୟୁ ପ୍ରଦୂଷଣ ସଙ୍କଟ: ଦିଲ୍ଲୀରେ ଏକ୍ୟୁଆଇ ୩୪୬ ଟପିଲା

ନୂଆଦିଲ୍ଲୀ,୩୦।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ପୁଣି ଥରେ ଖରାପ୍‌ରୁ ଅତି ଖରାପ୍‌ ହେବାରେ ଲାଗିଛି। ସିଷ୍ଟମ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(ଏସ୍‌ଏଏଫ୍‌ଏଆର) ଅନୁଯାୟୀ, ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ୩୪୬କୁ…

ଦେଶୀ ବନ୍ଧୁକ ମରାମତି ବେଳେ ଫୁଟିଲା ଗୁଳି: ୫ ଆହତ

ପାପଡାହାଣ୍ଡି/ମୈଦଲପୁର,୩୦।୧୧(ଡି.ଏନ୍‌.ଏ.): ଦେଶୀ ବନ୍ଧୁକ ମରାମତି ବେଳେ ଗୁଳି ଫୁଟିବାରୁ ମାଲିକ ସହ ୫ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ପୂଜାରୀଗୁଡା ଗ୍ରାମର ବୁଦୁ ମାଝୀ(ବନ୍ଧୁକ ମାଲିକ), ମୈଦଲପୁରର ସବିତା ମାଳି, ବେତଝରଣର ଫୁଲରିଡା କଚିମ, ନୀଳାଦ୍ରିଗୁଡାର ତୁଳସା ପୂଜାରୀ ଏବଂ ମୁକ୍ତା…

ଗାଡି ଚାଳକଙ୍କୁ ଆଶ୍ୱସ୍ତି: ଆଉ ମାସେ ବଢିଲା ନମ୍ବର ପ୍ଳେଟ୍‌ ଅବଧି

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଅବଧି। ୧, ୨, ୩, ୪ ନମ୍ବର ପାଇଁ ରାଜ୍ୟ ସରକାର ଆଉ ମାସେ ବଢାଇ ଦେଇଛନ୍ତି। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର।  ଡିସେମ୍ବର ୩୧ ଯାଏ ସମୟ…

‘ଦ କଶ୍ମୀର ଫାଇଲ୍ସ’ ବିବାଦ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ପହଞ୍ଚିଲେ ଅନୁପମ ଖେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିଜର ମନ୍ତବ୍ୟକୁ ନେଇ ବିଭିନ୍ନ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଅନୁପମ ଖେରଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଅନେକ ବିବାଦ ଲାଗି ରହିଛି।…

କ୍ୱେଟାରେ ଆତଙ୍କବାଦୀ ଆକ୍ରମଣ: ୩ମୃତ, ୨୪ରୁ ଊର୍ଦ୍ଧ୍ୱ ଆହତ

କ୍ୱେଟା,୩୦।୧୧: ପାକିସ୍ତାନରେ ପୋଲିସ ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୪ଜଣ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ କୁଚଲକ ବାଇପାସ ଦେଇ…

ବିଳମ୍ବିତ ରାତିରେ ବ୍ୟାଙ୍କ୍‌ରୁ ଚୋରି

ଖୋର୍ଦ୍ଧା ଅଫିସ,୩୦।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଗୁରୁଜଙ୍ଗ ସ୍ଥିତ ୟୁକୋ ବ୍ୟାଙ୍କ୍‌ ପାଇକ ତିଗିରିଆ ଶାଖାରେ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁବୃର୍ତ୍ତ ଉପର ଛାତ ଆଜବେଷ୍ଟସ ଭାଙ୍ଗି ବ୍ୟାଙ୍କ୍‌ ଭିତରେ ପଶି ଚୋରି କରିଥିବା ଜଣାପଡିଛି। ତେବେ ବ୍ୟାଙ୍କ୍‌ରୁ…

ସପ୍ତରଙ୍ଗୀ ପତାକା ସହ ପଡ଼ିଆରେ ବିକ୍ଷୋଭକାରୀ

ଲୁସେଲ୍‌,୩୦।୧୧(ଏପି): ଚଳିତ ଫୁଟ୍‌ବଲ ବିଶ୍ୱକପ୍‌ରେ ସୋମବାର ପର୍ତ୍ତୁଗାଲ ଓ ଉରୁଗୁଏ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଥିବା ବେଳେ ଜଣେ ବିକ୍ଷୋଭକାରୀ ପଡ଼ିଆ ଭିତରକୁ ପଶିଆସିଥିଲେ। ସେ ନୀଳରଙ୍ଗର ଏକ ସୁପରମ୍ୟାନ ଟି-ଶାର୍ଟ ପରିଧାନ କରିଥିଲେ। ଟି-ଶାର୍ଟ ସମ୍ମୁଖ ଭାଗରେ ‘ୟୁକ୍ରେନ୍‌କୁ ବଞ୍ଚାଅ’…

ଆର୍ଜେଣ୍ଟିନା ଓ ମେସିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଦୋହା, ୩୦।୧୧: ଚଳିତ ଫିଫା ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଉପନୀତ। ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଶେଷ ରାଉଣ୍ଡ ଖେଳ ଆରମ୍ଭ ହୋଇଯାଇଛି। କେଉଁ ଦଳ ନକ୍‌ଆଉଟକୁ ଯିବ କିମ୍ବା କେଉଁ ଦଳ ବିଦାୟ ନେବ ତାହା ଏହି ରାଉଣ୍ଡରୁ ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri