କେବେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ: କାହା କାହା ମଧ୍ୟରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ୍
ଆଜି ସାରା ବିଶ୍ୱରେ ମହିଳା କ୍ରିକେଟର ଦବ୍ଦବା ରହିଛି। ମହିଳା କ୍ରିକେଟ ଏହି ସ୍ଥିତିରେ ପହଞ୍ଚିବା ସହଜ ନ ଥିଲା। ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ତେବେ ଏତେ ସଂଘର୍ଷ ପରେ ମଧ୍ୟ ମହିଳା କ୍ରିକେଟ ପୁରୁଷଙ୍କ ତୁଳନାରେ କମ…
ମହିଳାଙ୍କୁ କଚାଡି ମାରିଲା ଦନ୍ତା
ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜରେ ଦନ୍ତା ଆତଙ୍କ। ୧୨ ଘଣ୍ଟା ମଧ୍ୟରେ ୨ ଜଣଙ୍କ ଜୀବନ ନେଇଛି ଦନ୍ତା। ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରିହାପୁର ଗାଁ ପୁରୁଣାପାଣି ନିକଟରେ ଗୁରୁବାର ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା। ମୃତକ ବାରିହାପୁର…
ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରଭାବ: ଅଭାବ ପଡିଲାଣି ପେଟ୍ରୋଲ
ବାଲେଶ୍ୱର ଅଫିସ ୧୬।୩: ଓଡ଼ିଶା ଡ୍ରାଇଭର ମହାସଂଘ ବନ୍ଦ ଡାକରାକୁ ସମ୍ମାନ ଜଣାଇ ଗୁରୁବାର ମଧ୍ୟ ପୁରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ତାର ପ୍ରଭାବ ଏବେ ବିଭିନ୍ନ ପେଟ୍ରୋଲ ଟ୍ୟାଙ୍କରେ ଦେଖିବାକୁ ମିଳିଛି। ଟାଙ୍କିରେ ଡ୍ରାଇଭରଙ୍କ…
କୋହଲିଙ୍କଠାରୁ ଗୁରୁମନ୍ତ୍ର ପାଇ ବିଜୟର ଖାତା ଖୋଲିଲା ଆରସିବି
ମୁମ୍ବାଇ,୧୬।୩: ଦୀର୍ଘ ସମୟ ଅପେକ୍ଷା କରିବା ପରେ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟର ଖାତା ଖୋଲିଛି। ଲଗାତାର ୫ ମ୍ୟାଚ ହାରିଯିବା ପରେ ଦଳ ଷଷ୍ଠ ମ୍ୟାଚରେ ବିଜୟ ଲାଭ କରିଛି। ଦଳର ଏହି ବିଜୟରେ ପୂର୍ବତନ…
ଆଇପିଏଲ ୨୦୨୩: ନୂଆ ଅଧିନାୟକ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ,୧୬।୩: ଆଇପିଏଲ ୨୦୨୩ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ନୂତନ ଅଧିନାୟକ ଘୋଷଣା କରିଛି। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଡେଭିଡ ୱାର୍ନରଙ୍କୁ ଦଳର ଦାୟିତ୍ୱ ଦିଆଯାଇଛି। ଏଥି ସହିତ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ କରାଯାଇଛି। ଦିଲ୍ଲୀର ନିୟମିତ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ
ଛତ୍ରପୁର, ୧୫ା୩(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା…
ଯୁବତୀଯୁବକଙ୍କୁ ୧୦ ବର୍ଷ ଗାଁ ମନା
କାଳିଆପାଣି,୧୬ା୩(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଗଁାରେ ପ୍ରେମ ବିବାହକୁ ନେଇ କଙ୍ଗାରୁକୋର୍ଟ ହୋଇଛି। କୋର୍ଟ ନିଷ୍ପତ୍ତି ଅନୁସାରେ ପ୍ରେମ ବିବାହ କରିଥିବା ଯୁବତୀଯୁବକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଗଁାରେ ପଶିବାକୁ ମନା କରାଯାଇଛି। ଏଥିସହିତ ତାଙ୍କୁ ସହଯୋଗ…
ଓଲଟିଲା ବସ୍: ଚାଲିଗଲା ୧୭ ଜୀବନ
କାବୁଲ,୧୬।୩: ଆଫଗାନିସ୍ତାନର ତାଖର ପ୍ରଦେଶରେ ଏକ ବସ ଓଲଟି ପଡ଼ି ପରେ ଅତିକମରେ ୧୭ ଜଣ ସୁନା ଖଣି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ ତାଖର ପ୍ରଦେଶର ଚାହ ଅବ ଜିଲାରୁ ଅଞ୍ଜିର…
ଏନଟିପିସି ଦର୍ଲିପାଲିକୁ ମିଳିଲା ପର୍ଯ୍ୟାବରଣ ଉତ୍କର୍ଷତା ପୁରସ୍କାର
ସୁନ୍ଦରଗଡ,୧୫।୩(ଡି.ଏନ.ଏ): ଥର୍ମାଲ ପାଓ୍ବାର କ୍ଷେତ୍ରରେ ପର୍ଯ୍ୟାବରଣ ଉତ୍କର୍ଷତା ପାଇଁ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେଶନ ((୨×୮୦୦)କୁ ଆପେକ୍ସ ଇଣ୍ଡିଆ ଗ୍ରୀନ ଲିଫ ଆଓ୍ବାର୍ଡ-୨୦୨୨ର ଗୋଲ୍ଡ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ପୁରସ୍କାର ଏନଟିପିସି ଦର୍ଲିପାଲିକୁ ଆସନ୍ତା ୧୧…
ଭଗବାନ୍ ‘ଶିବ’ଙ୍କ ଶରଣରେ ମେହବୁବା ମୁଫ୍ତି
ଶ୍ରୀନଗର,୧୬।୩: ପିଡିପି ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚର ଏକ ଶିବ ମନ୍ଦିର ଦର୍ଶନ କରିଛନ୍ତି। ସେ ଶିବଲିଙ୍ଗ ଉପରେ ଜଲାଭିଶେକ କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ସର୍ବଦା ପାକିସ୍ତାନ ସହ ଆଲୋଚନା ତଥା…
ଅଷ୍ଟ୍ରେଲିଆରେ ଭାରତୀୟ ଦୂତାବାସ ବନ୍ଦ କଲେ ଖଲିସ୍ତାନ ସମର୍ଥକ
ନୂଆଦିଲ୍ଲୀ,୧୫।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଦେଶରେ ଭାରତ ବିରୋଧୀ କାର୍ଯ୍ୟ ରୋକିବା ପାଇଁ ଆଶ୍ୱାସନା ଦେବାର କିଛି ଦିନ ପରେ ପୁଣି ଖଲିସ୍ତାନ ସମର୍ଥକମାନେ ବ୍ରିସବେନରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ବନ୍ଦ କରି ଦେଇଛନ୍ତି। ଦି ଅଷ୍ଟ୍ରେଲିଆ ଟୁଡେରେ…
ଆସାମ ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରିଛନ୍ତି ୧୩୦ କୋଟିରୁ ଅଧିକ
ଗୁଆହାଟି,୧୬ ।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ନେତୃତ୍ୱର ଆସାମ ସରକାର ଗତ ୨ ବର୍ଷରେ ବିଜ୍ଞାପନରେ ୧୩୦.୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପୂର୍ବ ସରକାରଙ୍କ ତୁଳନା କଲେ ସର୍ବାନନ୍ଦ ସୋନୋୱାଲଙ୍କ ସରକାର ତାଙ୍କର ସମ୍ପୂର୍ଣ୍ଣ ୫…
Archives


