Home Left

ବିଗିଡିଲା ବାହୁବଳୀ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା, ଅଧାରୁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଏହି ସମୟରେ ପ୍ରଭାସଙ୍କ ବିଷୟରେ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, ପ୍ରଭାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିବା ଜଣାପଡିଛି। ଯେଉଁଥିପାଇଁ ନିର୍ଦ୍ଦେଶକ…

ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ହେଲେ ସୁଶାନ୍ତ କୁମାର ମହାନ୍ତି

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ହେଲେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି। ଏନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟିର ସୁପାରିଶ ଆଧାରରେ ସୁଶାନ୍ତ…

ଗ୍ୟାସ ଲିକ୍‌ ହୋଇ ଜଳିଗଲା ଜଳିଖିଆ ଦୋକାନ

ବୁଗୁଡ଼ା,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା କଳମ୍ବ ପଞ୍ଚାୟତ ଅଧୀନ ଡେଙ୍ଗାପଦର ଗ୍ରାମର ଏକ ଜଳଖିଆ କ୍ୟାବିନରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି କ୍ୟାବିନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ରୋଷେୟା ଏବଂ ହୋଟେଲ ମାଲିକ ରାମ ପ୍ରଧାନ ଆହତ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ଜେଲେନସ୍କି, ଯୁଦ୍ଧବିମାନ ଯୋଗାଇବାକୁ କଲେ ଅନୁରୋଧ

ୟୁକ୍ରେନ,୯।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ବହୁ କ୍ଷତି ସହିବାକୁ ପଡିଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା, ବ୍ରିଟେନ ଗସ୍ତ କରିଥିବା ବେଳେ ବୁଧବାର ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ଜର୍ମନ ଚାନସେଲରଙ୍କୁ ଭେଟିଥିବା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି,୯।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚା ମୁଖ୍ୟ ଶିବୁ ସୋରେନ ଗୁରୁବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ରାଞ୍ଚିର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା…

ଗଞ୍ଜେଇ ଭର୍ତ୍ତି ଅଟୋ ଜବତ

ବ୍ରହ୍ମପୁର ଅଫିସ,୯ା୨: ଅବକାରୀ ପୋଲିସ ଗୁରୁବାର ସଦର ଥାନା ଅଧୀନ ଇନ୍ଦିରା ଆବାସ ଛକରୁ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା…

ଟ୍ରକ୍‌-ଓଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ୭ ଛାତ୍ରଙ୍କ ଜୀବନ

ରାୟପୁର,୯।୨: ଛତିଶଗଡର କାଙ୍କେର ଜିଲା କୋରେର ଚିଲହାଟୀ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ଏକ ଟ୍ରକ୍‌ ସହ ଓଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ଅଟୋଟି ୮ ଜଣ ସ୍କୁଲ…

ଦିଲ୍ଲୀ ମେୟର ନିର୍ବାଚନ: ଉପରାଜ୍ୟପାଳଙ୍କ ନିକଟକୁ ପୁଣି ପ୍ରସ୍ତାବ ପଠାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିବା ସୂଚନା ମିଳିଛି। ଫେବୃୟାରୀ ୧୩ ଏବଂ ୧୪ ତାରିଖରେ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି କେଜ୍‌ରିଓ୍ବାଲ। ତେବେ…

ଭଉଣୀ- ଭାଇ ମିଶି ଝାରସୁଗୁଡ଼ାର ବିକାଶ କରିବୁ : ଦୀପାଳି

ବ୍ରଜରାଜନଗର,୯ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ…

ଅଗ୍ନିଶମ କର୍ମଚାରୀଙ୍କ ମାଡରେ ଟ୍ରକ୍‌ ଚାଳକ ଆହତ

କେନ୍ଦୁଝର,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଜୁଡ଼ିଆ ନିକଟସ୍ଥ ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀଙ୍କ ମାଡରେ ଗୁରୁବାର ଜଣେ ଟ୍ରକ୍‌ ଚାଳକ ଆହତ ହୋଇଥିବା ଜଣାପଡିଛି। ଏହାକୁ ନେଇ ପଚାଶରୁ ଉଦ୍ଧର୍‌ବ ଡ୍ରାଇଭର ଉତ୍ତ୍ୟକ୍ତ ହୋଇ ଜୁଡିଆ ସ୍ଥିତ ବିଭାଗ କାର୍ଯ୍ୟାଳୟକୁ ଘେରବା…

ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ମାମଲା: ୬ କେଜି ସୁନା, ୪ ଲକ୍ଷ ଟଙ୍କା ଜବତ

ଢେଙ୍କାନାଳ ଅଫିସ,୯।୨: ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ସମେତ ପରଜଙ୍ଗ ଥାନା ଅଞ୍ଚଳରୁ ୩ଟି ଲୁଟ୍‌ ଘଟଣାର ଗୁରୁବାର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ପୋଲିସ। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉତ୍ତର- କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ୩ଟି…

କୋର୍ଟ କର୍ମଚାରୀଙ୍କ ଘରୁ ଚୋରି: ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ କୋର୍ଟର କର୍ମଚାରୀ ଗୀତାଞ୍ଜଳୀ କିଷାନଙ୍କ ଘର ତାଲା ଭାଙ୍ଗି ଲାପଟପ୍‌ ଓ ଟାବ୍ଲେଟ୍‌ ଚୋରି ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ସୁନ୍ଦରାବସ୍ତି ଅଞ୍ଚଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri