ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ
କାଠମାଣ୍ଡୁ,୧୬ ।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ହ୍ୟାକ କରାଯାଇଛି । ତାଙ୍କ ଟୁଇଟର ଆକାଉଣ୍ଟରେ ଦହଲଙ୍କ ପ୍ରୋଫାଇଲ ସ୍ଥାନରେ BLUR ଆକାଉଣ୍ଟ ଦେଖାଯାଉଛି, ଯାହା ପ୍ରୋ ଟ୍ରେଡର୍ସଙ୍କ ପାଇଁ ନନ-ପଜିଟିଭ ଟୋକନ ମାର୍କେଟପ୍ଲେସ ଅଟେ…
ପାକ ଆତଙ୍କବାଦୀ-ସୁରକ୍ଷାର୍କମୀଙ୍କ ମଧ୍ୟରେ ଗୁଳି ବିନିମୟ, ୮ ଆତଙ୍କବାଦୀ ନିହତ
ଇସଲାମାବାଦ,୧୬ ।୩: ପାକିସ୍ତାନ ସୁରକ୍ଷାକର୍ମୀ ବୁଧବାର ଦକ୍ଷିଣ ବଜିରସ୍ତାନରେ ଚଳାଇଥିବା ଏକ ଅପରେଶନ ସମୟରେ ୮ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଦାବି କରିଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷାକର୍ମୀ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ଅନ୍ୟ ଉପକରଣ…
ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇ ଗିରଫ
ବେଜିଂ,୧୬ ।୩: ପଳାତକ ତଥା ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇଙ୍କୁ ବୁଧବାର(ସ୍ଥାନୀୟ ସମୟ) ନୁ୍ୟୟର୍କରୁ ଗିରଫ କରାଯାଇଛି । ଗୁଓ ୱେଙ୍ଗୁଇ ତାଙ୍କର ହଜାର ହଜାର ଅନଲାଇନ ଅନୁସରଣକାରୀଙ୍କୁ ଏକ ବିଲିୟନ(ଆମେରିକୀୟ ଡଲାର) ଠକିଥିବା ଅଭିଯୋଗ ହୋଇଛି । ନୁ୍ୟୟର୍କ…
ସଂସଦରେ ଅଚଳାବସ୍ଥା ଜାରି
ନୂଆଦିଲ୍ଲୀ,୧୫।୩: ସଂସଦରେ ବୁଧବାର କ୍ରମାଗତ ତୃତୀୟ ଦିନ ଧରି ଅଚଳାବସ୍ଥା ଜାରି ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନର କେମ୍ବ୍ରିଜ୍ ୟୁନିଭର୍ସିଟିରେ ଭାରତୀୟ ଗଣତନ୍ତ୍ର ଉପରେ ଦେଇଥିବା ମନ୍ତବ୍ୟ, ଆଦାନୀ-ହିଣ୍ଡେନ୍ବର୍ଗ ବିବାଦ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ନେଇ…
ହାଇକୋର୍ଟ ଗଲେ ତେଜସ୍ବୀ
ପାଟନା,୧୫।୩: ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବି ଯାଦବ ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ସିବିଆଇ ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି। ସିବିଆଇ ସମନ ଉପରେ ରୋକ ଲଗାଇବାକୁ ସେ ହାଇକୋର୍ଟ ଯାଇଥିବା ଜଣାପଡିଛି। ଏହି ସ୍କାମ ମାମଲାରେ ପଚରାଉଚରା…
ବିବାହର ୫ ଦିନ ପୂରିନି: ଆତ୍ମହତ୍ୟା କଲେ ନବବିବାହିତ
କେନ୍ଦୁଝର, ୧୫ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଳିମାଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ୫ ଦିନ ପୁରି ନ ଥିବା ବେଳେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ…
ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା: ବଦଳିଲା ପ୍ରଶ୍ନପତ୍ର ପହଞ୍ଚିବା ସମୟ
କଟକ ଅଫିସ, ୧୫ା୩: ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚିବା ସମୟ ପରିବର୍ତ୍ତନ ହୋଇଛି। ବାକିଥିବା ୩ଟି ପରୀକ୍ଷା ପାଇଁ ଏହା ଲାଗୁ କରାଯିବ। ନୋଡାଲ ସେଣ୍ଟରରୁ ସକାଳ ସାଢେ ୬ଟା ପରେ ପ୍ରଶ୍ନପତ୍ର…
ରାଜ୍ୟରେ ବିପଦସଙ୍କୁଳ ଅବସ୍ଥାରେ ୧୧,୯୨୯ ସ୍କୁଲଘର
ଭୁବନେଶ୍ୱର,୧୫ା୩(ବ୍ୟୁରୋ)-ରାଜ୍ୟରେ ୧୧,୯୨୯ ସ୍କୁଲଘର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏସବୁ ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା…
ଆହତ ଶ୍ରେୟସଙ୍କ ସ୍ଥାନରେ ଏହି ଯୁବ କ୍ରିକେଟରଙ୍କୁ ମିଳିପାରେ କେକେଆର୍ର ନେତୃତ୍ୱ
ନୂଆଦିଲ୍ଲୀ,୧୫।୩: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଅନେକ ଦଳର ଅଡୁଆ ଶେଷ ହେବାର ନାଁ ନେଉନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ପରେ ଏବେ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍)କୁ ଝଟ୍କା ଲାଗିଛି। କେକେଆର୍ର ନିୟମିତ ଅଧିନାୟକ ଶ୍ରେୟସ ଆୟର ଆହତ ହୋଇଛନ୍ତି।…
ଆଇପିଏଲ୍ ପୂର୍ବରୁ ଆର୍ସିବିକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୧୫।୩: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଦଳଗୁଡିକରୁ ଅନେକ ଖେଳାଳି ବାଦ୍ ପଡ଼ୁଛନ୍ତି। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍) ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ମଧ୍ୟ ଏକ ବଡ଼…
ଫାୟାର ଫେଷ୍ଟିଭାଲ୍ରେ ଅଘଟଣ: ଚାଲିଗଲା ୧୧ ଜୀବନ
ଜେହରାନ୍, ୧୫। ୩: ଇରାନ୍ରେ ପାରମ୍ପରିକ ଫାୟାର ଫେଷ୍ଟିଭାଲ ପାଳନ ସମୟରେ ଅଘଟଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୩,୫୦୦ ଆହତ ହୋଇଥିବା ଜରୁରୀ ସେବା ମୁଖ୍ୟ ଜାଫର ମିଆଦଫର ସୂଚନା ଦେଇଚନ୍ତି। ତେବେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଏହି…
ଦିଲ୍ଲୀରେ ଜାରି ରହିବ ବର୍ତ୍ତମାନର ଅବକାରୀ ନୀତି: କେଜ୍ରିୱାଲ ଦେଲେ ମଞ୍ଜୁରୀ
ନୂଆଦିଲ୍ଲୀ,୧୫।୩: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଚାଲିଥିବା ଅବକାରୀ ନୀତି ଆଗକୁ ମଧ୍ୟ ଜାରି ରହିବ। ବର୍ତ୍ତମାନର ଅବକାରୀ ନୀତିକୁ ୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁମୋଦନ କରିଛନ୍ତି। ଏହା ସହିତ ନୂତନ ଅବକାରୀ ନୀତି ଉପରେ…
Archives


