ହସ୍ପିଟାଲରେ ଭର୍ତ୍ତି ହେଲେ ଶିଳ୍ପା ସେଟ୍ଟିଙ୍କ ମାଆ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ମାଆ ସୁନନ୍ଦାଙ୍କର ନିକଟରେ ସର୍ଜରୀ ହୋଇଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ମାଆଙ୍କ ପାଇଁ ଏକ ନୋଟ ଶେୟାର କରିଛନ୍ତି । ଏହାସହ ସେ ତାଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ପ୍ରଶଂସକଙ୍କୁ…
ଭାଜପା ଏମ୍ପି କିରଣ ଖେରଙ୍କ ବିବାଦୀୟ ମନ୍ତବ୍ୟ
ଚଣ୍ଡିଗଡ,୧୫।୩: ଚଣ୍ଡିଗଡର ଭାଜପା ଏମ୍ପି ତଥା ଅଭିନେତ୍ରୀ କିରନ ଖେର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମୋତେ ଭୋଟ ନ ଦେଉଥିବା ବ୍ୟକ୍ତି ନିଜକୁ ଲଜ୍ଜିତ ଅନୁଭବ କରିବା ଉଚିତ୍। ଏହାସହ ସେମାନଙ୍କୁ…
ଚିତ୍ରକୋଣ୍ଡାରେ କୁଆପଥର ବର୍ଷା
ଚିତ୍ରକୋଣ୍ଡା,୧୬ା୩(ଡି.ଏନ୍.ଏ.): ଚୈତ୍ର ଆରମ୍ଭରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ କିଛି ଦିନ ଧରି ଖରାର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଅଦିନିଆ ବର୍ଷା ସହ କୁଆପଥର ମାଡ଼ ହୋଇଛି। ବର୍ଷା ସାଙ୍ଗକୁ ଦୀର୍ଘ ସମୟ ଧରି ଘଡ଼ଘଡ଼ି ମାରିଛି। ୪୫ ମିନିଟ୍ରୁ…
ଗୃହରେ କହିବାକୁ ସୁଯୋଗ ମିଳିଲେ, ନିଜ ମତାମତ ରଖିବି: ରାହୁଲ
ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ସଂସଦର ପ୍ରକ୍ରିୟାରେ ଭାଗ ନେବାକୁ ପହଞ୍ଚିଛନ୍ତି। ଲଣ୍ଡନରେ ସଂସଦ ଉପରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବା ପ୍ରସଙ୍ଗ ଉପରେ ରାହୁଲ କହିଛନ୍ତି, ଯଦି ତାଙ୍କୁ ଗୃହରେ କହିବାର ସୁଯୋଗ ଦିଆଯାଏ, ତେବେ…
ରାଣୀଙ୍କୁ ପ୍ରଶଂସା କଲେ କ୍ୟାଟ୍ରିନା
ମୁମ୍ବାଇ: କ୍ୟାଟ୍ରିନା ଏବଂ ବିକି ଅଭିନେତ୍ରୀ ମୁଖାର୍ଜୀଙ୍କ ଫିଲ୍ମ ଶ୍ରୀମତୀ ଚାଟାର୍ଜୀ ଭର୍ସେସ୍ ନରଓ୍ବେ’ ଦେଖିଛନ୍ତି। ଯେଉଁଥିପାଇଁ କ୍ୟାଟ୍ରିନା ତାଙ୍କ ଇନଷ୍ଟା ଷ୍ଟୋରିରେ ଏହି ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଯାହା ଲୋକମାନେ କଳ୍ପନା କରିପାରନ୍ତି ନାହିଁ ଏହି ଫିଲ୍ମରେ…
ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ
ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା ମନଷ୍ୟ ଜଙ୍ଗଲରେ ଶୀକାର କରି କଞ୍ଚା ମାଂସ ଆହାର କରୁଥିଲା । କିନ୍ତୁ ଆଜିର…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ
ଚଣ୍ଡିଗଡ,୧୬।୩: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ କୋଟକାପୁର ଗୁଳିକାଣ୍ଡ ମାମଲାରେ ଗୁରୁବାର ଜିଲା କୋର୍ଟ ପକ୍ଷରୁ ଆଗୁଆ ଜାମିନ ମିଳିଛି। ଏହି ଘଟଣାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ବ୍ୟତୀତ…
ପଲିଥିନ୍ ଖାଇ ଏକାଧିକ ଗୋରୁଙ୍କ ମୃତ୍ୟୁ ଅଭିଯୋଗ: ବ୍ୟବଚ୍ଛେଦ ବେଳେ ପେଟରୁ ବାହାରିଲା କୁଢ଼କୁଢ଼ ଆବର୍ଜନା
ଦାରିଙ୍ଗବାଡ଼ି,୧୬ା୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ ଚଳିତ ପହିଲାରେ ଶେଷ ହୋଇଛି। ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ରିଟ୍ରିଟ୍ ୩ ମାସ ଧରି ଚାଲିଥିଲା। ତେବେ ଏହି ଇକୋ ରିଟ୍ରିଟରୁ ପ୍ରତିଦିନ ବାହାରିଥିବା ପଲିଥିନ, ପ୍ଲାଷ୍ଟକ ଖାଇ ଏକାଧିକ…
ଜାଣନ୍ତି କି ଆଗରୁ କାହିଁକି ତିଆରି ହେଉଥିଲା କାଠ ଟ୍ରାକ୍, ଏବେ ହୋଇଛି ବଡ଼ ପରିବର୍ତ୍ତନ
ଭାରତୀୟ ରେଳ ସାଧାରଣ ନାଗରିକଙ୍କ ପାଇଁ ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ଯିବା ଏକ ବଡ଼ ମାଧ୍ୟମ। ଧନୀମାନେ ଏସି ସ୍ଲିପର ବଗିରେ ଯିବା ଆସିବା କରୁଥିବା ବେଳେ ଗରିବମାନେ ସାଧାରଣ ବଗିରେ ଯାଇଥାନ୍ତି। ସମସ୍ତେ ରେଳରେ ଯାତ୍ରା କରନ୍ତି…
ଅନୁପମାଙ୍କଠାରୁ ଅଲଗା ହେବେ ଅନୁଜ !…
ମୁମ୍ବାଇ : ଟିଭି ଶୋ ଅନୁପମାରେ ଏକ ଭିନ୍ନ ସ୍ତରର ଡ୍ରାମା ଜାରି ରହିଛି। ବର୍ତ୍ତମାନ ଏହା ଏକ ନୂଆ ମୋଡ଼ ନେଇ ଆସୁଛି। ଅନୁପମା ପୁଣି ଥରେ ସ୍ବାମୀଙ୍କୁ ହରାଇବାକୁ ଯାଉଛନ୍ତି । ପୂର୍ବରୁ କାବ୍ୟାଙ୍କ ସହିତ ସମ୍ପର୍କ ଯୋଗୁୁ…
ମାର୍ଚ୍ଚ ୨୫ରେ ସିବିଆଇରେ ହାଜର ହେବାକୁ ତେଜସ୍ବୀଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୬।୩: ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଆରଜେଡି ନେତା ତଥା ବିବାହର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ୱସ୍ତି ମିଳିନାହିଁ। ମାର୍ଚ୍ଚ ୨୫ରେ ତେଜସ୍ବୀଙ୍କୁ ସିବିଆଇ ସମ୍ମୁଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ…
ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୧୬।୩: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ନିଯୁକ୍ତ କରାଯାଇଛି। ଗାଙ୍ଗୁଲି ଦିଲ୍ଲୀ ଫ୍ରାଞ୍ଚାଇଜରେ ଯୋଗ ଦେଇସାରିଛନ୍ତି ଏବଂ ଦିଲ୍ଲୀର ତାଲିମ ଶିବିରରେ ମଧ୍ୟ ଉପସ୍ଥିତ ଅଛନ୍ତି, କିନ୍ତୁ…
Archives


