‘ଭାଜପା ରାଷ୍ଟ୍ର’ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ: ମେହବୁବା ମୁଫତି
ଶ୍ରୀନଗର,୧୪।୩: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ସୀମାନ୍ତ ଜିଲା ପୁଞ୍ଚରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ର ସରକାର ଏବଂ ଭାଜପା ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ଦେଶକୁ ହିନ୍ଦୁ…
ଆମେରିକାର ଆଉ ଏକ ବ୍ୟାଙ୍କ ଡୁବିଲା
ନ୍ୟୁୟର୍କ, ୧୪ା୩: ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି) ବନ୍ଦ ହେବାର ଦୁଇଦିନ ପରେ ନ୍ୟୁୟର୍କର ସିଗ୍ନେଚର ବ୍ୟାଙ୍କ ଡୁବିଛି। ଉଭୟ ବ୍ୟାଙ୍କର ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ଯେପରି ଫେରିପାଇବେ, ସେ ଦିଗରେ ଆମେରକା କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। ସୋମବାରଠାରୁ ଏସ୍ଭିବି…
ସୈନ୍ୟବାହିନୀକୁ ‘ଗ୍ରେଟ୍ ଓ୍ବାଲ୍ ଅଫ୍ ଷ୍ଟିଲ୍’ରେ ପରିଣତ କରିବି: ଜିନ୍ପିଙ୍ଗ
ବେଜିଂ,୧୪ା୩ : ଚାଇନାର ସାର୍ବଭୌମତ୍ୱ ରକ୍ଷା ଲାଗି ସୈନ୍ୟବାହିନୀକୁ ‘ଗ୍ରେଟ୍ ଓ୍ବାଲ୍ ଅଫ୍ ଷ୍ଟିଲ୍’ରେ ପରିଣତ କରିବେ ବୋଲି ଏହାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ସୋମବାର ସଂକଳ୍ପ କରିଛନ୍ତି। ଆମେରିକା ଏବଂ କେତେକ ପଡୋଶୀ ଦେଶ ସହ ଚାଇନାର ଉତ୍ତେଜନା ବଢ଼ୁଥିବାବେଳେ…
ପ୍ରଥମଥର ୟୁଏନ୍ଏସ୍ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ୍
ଲଣ୍ଡନ,୧୪।୩: ପ୍ରଥମଥର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି ବ୍ରିଟେନ୍। ବ୍ରିଟେନ ସରକାର ସଂସଦରେ ଉପସ୍ଥାପିତ କରିଥିବା ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ସମୀକ୍ଷା ରିପୋର୍ଟ ‘ଇଣ୍ଟିଗ୍ରେଟେଡ ରିଭ୍ୟୁ ରିଫ୍ରେସ ୨୦୨୩’ ରେ ମିଳିତ…
ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମଚନ୍ଦ୍ର ପୌଡେଲ
କାଠମାଣ୍ଡୁ,୧୩।୩: ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନେପାଳର ପ୍ରଧାନ ବିଚାରପତି ହରି କ୍ରିଷ୍ଣା କାରକି ପୌଡେଲଙ୍କୁ…
ସାହିତି୍ୟକ କେଞ୍ଜାବୁରୋଙ୍କ ପରଲୋକ
ଟୋକିଓ,୧୩ା୩: ୧୯୯୪ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଜାପାନର କେଞ୍ଜାବୁରୋ ଓଏଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ନୋବେଲ ପାଇବାରେ ସେ ଦ୍ୱିତୀୟ ଜାପାନୀ ସାହିତି୍ୟକ। ଆଣବିକ ଅସ୍ତ୍ର ବିରୋଧରେ କହିଆସୁଥିବା ଶାନ୍ତି କର୍ମୀ କେଞ୍ଜାବୁରୋଙ୍କର ୩ତାରିଖରେ…
ସରକାରୀ ବସ୍ରୁ ୨୩ କେଜି ଗଞ୍ଜେଇ ଜବତ
କରଞ୍ଜିଆ,୧୩ା୩: ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିବା ଏକ ସରକାରୀ ବସ୍ରୁ ୨୩ କେଜି ଗଞ୍ଜେଇ ଜବତ ହୋଇଛି। ଯଶିପୁର ବସ୍ ଷ୍ଟାଣ୍ଡରୁ ପୋଲିସ ଏହି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି। କରଞ୍ଜିଆ ଏସ୍ଡିପିଓ…
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର କ୍ୟାଶିୟର
ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଳେଶ୍ୱର ଅଞ୍ଚଳର ଠିକାଦାର ଲୋକନାଥ ଜେନାଙ୍କ ଜମା ଟଙ୍କା ଫେରାଇ ଦେବା ପାଇଁ…
ଟଙ୍କା ହେରଫେର : ପୋଷ୍ଟମାଷ୍ଟର ଅଟକ
ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଆମ୍ବଡ଼ିହା ନିକଟ ବାହାଳ ପୋଷ୍ଟଅଫିସରେ ପୋଷ୍ଟମାଷ୍ଟର ସୁନୀଲ ପଣ୍ଡା ଅଧକୋଟିରୁ ଊଦ୍ଧର୍ବ ଟଙ୍କା ହେରଫେର କରିଥିବା ନେଇ ଗ୍ରାହକମାନେ ପୋଷ୍ଟ ଅଫିସରେ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ପାଖାପାଖି ୧୦ଖଣ୍ଡ ଗାଁର…
ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲା: ପ୍ରମାଣ ଅଭାବରୁ ୨ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ…
ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ପୁଣି ମିଳିବ ରିହାତି
ନୂଆଦିଲ୍ଲୀ,୧୩।୩: କରୋନା ମହାମାରୀ ପରେ ବରିଷ୍ଠ ନାଗରିକଙ୍କୁ ରେଳ ଯାତ୍ରା ସମୟରେ ରିହାତି ମିଳିବା ବନ୍ଦ ହୋଇଯାଇଛି। ବର୍ତ୍ତମାନ କରୋନା ମହାମାରୀ ପରେ ଦେଶର ସ୍ଥିତିରେ ଅନେକ ଉନ୍ନତି ଘଟିଛି। ତେଣୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡ଼ା ଉପରେ ରିହାତି ପ୍ରଦାନ…
ଚୋରା ବାଲି, ମୋରମ ବୋଝେଇ ଟ୍ରାକ୍ଟର ଜବତ
ମୋରଡ଼ା/ଗୋପବନ୍ଧୁ ନଗର,୧୩ା୩(ଡି.ଏନ.ଏ.): ମୋରଡ଼ା ତହସିଲ ଅଧୀନ ହଳଦୀପାଳର ଶୀର୍ଷାପାଳଠାରେ ଚୋରା ବାଲି ଚାଲାଣ କରୁଥିବା ଟ୍ରାକ୍ଟରକୁ ମୋରଡ଼ା ଓ ଚିତ୍ରଡା ଫାଣ୍ଡି ପୋଲିସ ଜବତ କରିଛି। ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଗଣେଶ ଚପିଆରଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି।…
Archives


