Home Left

ଡମ୍ପରକୁ ପିଟିଲା ମୃତଦେହ ନେଇ ଯାଉଥିବା କାର୍‌: ୫ ମୃତ

ପାଟନା,୧୨।୩: ଦିଲ୍ଲୀରୁ ବିହାରକୁ ଯାଉଥିବା ଏକ କାର ରବିବାର ପୁରଭାନଚାଲ ଏକ୍ସପ୍ରେସୱେରେ ଥିବା ଭେଲା ଗ୍ରାମ ନିକଟରେ ପଛପଟୁ ଏକ ଡମ୍ପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଯାଉଥିବା ମା’-ପୁଅଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା…

ଋଷି କପୁରଙ୍କୁ ମନେ ପକାଇଲେ ନୀତୁ, ଫଟୋ ଶେୟାର କରି କହିଲେ ଏମିତି

ମୁମ୍ବାଇ: ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହେବାର ତିନି ବର୍ଷ ବିତିଗଲାଣି। କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମନେ ପକାଉଛନ୍ତି। ଋଷିଙ୍କ ପରିବାର ତାଙ୍କ ଅନୁପସ୍ଥିତିକୁ ସବୁବେଳେ ଝୁରି ହେଉଛନ୍ତି। ଅଭିନେତାଙ୍କ ସ୍ତ୍ରୀ ନୀତୁ କପୁର…

ଆଇପିଏଲ୍‌ରେ ମୁମ୍ବାଇ ଜର୍ସି ପିନ୍ଧି ଖେଳିବାକୁ ଉତ୍ସାହିତ ଏହି ଖେଳାଳି

ଲଣ୍ଡନ,୧୨।୩: ଆହତ ସମସ୍ୟାରୁ ସୁସ୍ଥ ହୋଇ ଦୀର୍ଘଦିନର ବ୍ୟବଧାନରେ ଇଂଲଣ୍ଡ ଟିମ୍‌କୁ ଫେରିଥିବା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍‌ ଖେଳିବାକୁ ଉତ୍ସାହିତ ଅଛନ୍ତି। ଦୁଇ ବର୍ଷ ପରେ ସେ ଟୁର୍ନାମେଣ୍ଟକୁ ଫେରୁଥିବା ବେଳେ ତାଙ୍କ ଦଳ ମଧ୍ୟ ବଦଳିଛି। ଗତ…

ଚତୁର୍ଥ ଦିନର ଖେଳ ଶେଷ: ଭାରତ ୮୮ ରନ୍‌ରେ ଅଗ୍ରଣୀ

ଅହମ୍ମଦାବାଦ୍‌,୧୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ…

କୋହଲିଙ୍କ ରେକର୍ଡ ବର୍ଷା

ଅହମ୍ମଦାବାଦ୍‌,୧୨।୩: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚରେ ବିରାଟ କୋହଲି ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ସେ ଅହମ୍ମଦାବାଦରେ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ସ୍କୋର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ୭୫ତମ ଶତକ। ଏହା…

ଶରୀରରୁ ଏବେବି ବାହାରୁଛି କାଚ ଖଣ୍ଡ: ମୁମ୍ବାଇ ବିସ୍ଫୋରଣକୁ ୩୦ ବର୍ଷ

ମୁମ୍ବାଇ,୧୨ ।୩: ମୁମ୍ବାଇରେ ୧୯୯୩ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ପୀଡ଼ିତ କିର୍ତ୍ତି ଅଜମେରା ମୋଦି ସରକାରଙ୍କୁ ଏହି ବ୍ଲାଷ୍ଟର ମାଷ୍ଟରମାଇଣ୍ଡ କୁହାଯାଉଥିବା ନମ୍ବର ୱାନ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି । କିର୍ତ୍ତି ଅଜମେରା କହିଛନ୍ତି…

ଇତିହାସ ରଚିଲେ ନାଥାନ ଲିୟନ

ନୂଆଦିଲ୍ଲୀ,୧୨।୩: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିୟ ଅଫ୍‌-ସ୍ପିନର ନାଥାନ ଲିୟନ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ବିଦେଶୀ ବୋଲର୍‌ ଭାବେ ଭାରତରେ ସର୍ବାଧିକ ଟେଷ୍ଟ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି।…

ସୁନ୍ଦରଗଡ଼ ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ଼,୧୨ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣ୍ଡିଆନ ପ୍ରଥମେ ରବିବାର ସକାଳେ ରାଉରକେଲା ହକି ଭିଲେଜରୁ ଆସି ପ୍ରଥମେ ରାଜଗାଙ୍ଗପୁର ଘୋଘର ଶିବମନ୍ଦିର…

ପୂର୍ବତନ ମୁଖ୍ୟମନ୍ତ୍ରୀ ନାଁରେ ମାମଲା ରୁଜୁ

ଚେନ୍ନାଇ,୧୨।୩: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନିସ୍ବାମୀଙ୍କ ଅଡୁଆ ବଢିବାରେ ଲାଗିଛି। ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପଲାନିସ୍ବାମୀଙ୍କ ସହ ଏଆଇଏଡିଏମକେ ବିଧାୟକ ପିଆର୍‌ ସେଣ୍ଟିଲନାଥନ ମଧ୍ୟ ମଦୁରାଇ…

ଜଳିଗଲା ୨୮ ବଖରା, ୧୪ ପରିବାର ସର୍ବସ୍ବାନ୍ତ

ସୋରଡ଼ା,୧୨ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ନୂଆଗଡ଼ ପଞ୍ଚାୟତ ବ୍ରାହ୍ମଣଦେଇ ଗ୍ରାମରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ୧୪ ପରିବାରର ୨୮ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ବିପନ୍ନମାନେ ହେଲେ ଅପୂର୍ବ ସେଠୀ, କାଶୀନାଥ ସେଠୀ, ଜୟସେନ ଜେନା, ମିଟୁ…

ରାଗିଗଲେ କରିସ୍ମା

୯୦ର ସୁନପହିଟ ଅଭିନେତ୍ରୀ କରିସ୍ମା କପୁର ୧୨ ବର୍ଷ ପରେ ଫିଲ୍ମ ‘ମର୍ଡର ମୁବାରକ’ ଜରିଆରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଏହି ଫିଲ୍ମ ୨୦୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। କରିସ୍ମା ଅଭିନୟ ଦୁନିଆରେ ପୁଣି ନିଜର ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ…

ବ୍ରେକ୍‌ଅପ୍‌ ପରେ ବି ଏକ୍ସ-ବୟଫ୍ରେଣ୍ଡଙ୍କ ହାତ ଛାଡିନାହାନ୍ତି ମିସ ୟୁନିଭର୍ସ

ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ହୃଦଘାତ ପରେ ପ୍ରଶଂସକଙ୍କ ଗହଣକୁ ପୁଣି ଫେରିଛନ୍ତି। ସେ ତାଙ୍କ ପୂର୍ବତନ ପ୍ରେମିକା ରୋହମାନ ଶଲଙ୍କ ସହ ନଜର ଆସିଛନ୍ତି। ଦୁହିଁଙ୍କୁ ଏକାଠି ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଏହି ଅବସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri