Home Left

ସ୍ବାମୀଙ୍କଠାରୁ ଏହି ଅଭିନେତ୍ରୀଙ୍କର ଅଧିକ ଫଲୋଅର୍ସ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି। ଏପରିକି ଏହି ଅଭିନେତ୍ରୀଙ୍କର ସ୍ବାମୀ ଜଣାଶୁଣା ଅଭିନେତା ହୋଇଥିଲେ ମଧ୍ୟ ତାଙ୍କର ଅଭିନେତ୍ରୀଙ୍କ ତୁଳନାରେ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ସ୍ବାମୀ ରଣବୀର ସିଂଙ୍କଠାରୁ ଇନ୍‌ଷ୍ଟାଗ୍ରାମରେ ଅଧିକ ଫଲୋଅର୍ସ…

ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ, ଥାନାରେ ଅଟକ

ଟିକିରି,୧୭ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଡି କରଳ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଦିବାସୀ ସାହିର ଏକ ଘରୁ ଜଣେ ମହିଳାଙ୍କ ଏକ ମୃତଦେହ ଜବତ କରିଛି ଦୋରାଗୁଡ଼ା ପୋଲିସ। ହତ୍ୟା ସନ୍ଦେହରେ…

ଡବ୍ଲ୍ୟୁପିଏଲ୍‌: ବିଭିନ୍ନ ଦଳର ଶକ୍ତି ଓ ଦୁର୍ବଳତା

ଡବ୍ଲ୍ୟୁପିଏଲ୍‌ର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରୁଥିବା ୫ ଫ୍ରାଞ୍ଚାଇଜ୍‌ ଦଳର ଖେଳାଳି ତାଲିକା ଚୂଡ଼ାନ୍ତ ହୋଇଯାଇଛି। ବିଭିନ୍ନ ଦଳର ଶକ୍ତି ଓ ଦୁର୍ବଳତାକୁ ନେଇ ଏହି ଉପସ୍ଥାପନା.. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି: ୧୮, ଖର୍ଚ୍ଚ: ୧୧.୯ କୋଟି ମୁଖ୍ୟ ଖେଳାଳି:…

ଓମେନ୍ସ ପ୍ରିମିୟର ଲିଗ୍‌: ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ

ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ସର୍ବ ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୫ଟି ଫ୍ରାଞ୍ଚାଇଜ୍‌ ଦଳକୁ ନେଇ ଏହି ପ୍ରତିଯୋଗିତା ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲିଗ୍‌ରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ମ୍ୟାଚଗୁଡ଼ିକ ମୁମ୍ବାଇର…

‘ଶେହଜାଦା’ରେ କାର୍ତ୍ତିକଙ୍କ ଜବରଦସ୍ତ ଏଣ୍ଟ୍ରି

ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ତେବେ ‘ଶେହଜାଦା’ରେ କାର୍ତ୍ତିକ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଏଥିସହ ଦର୍ଶକମାନେ ଫିଲ୍ମକୁ ନେଇ ଭଲ ରିଭ୍ୟୁ ମଧ୍ୟ ଦେଉଛନ୍ତି। ବକ୍ସ ଅଫିସରେ କାର୍ତ୍ତିକଙ୍କ ଏହି…

ଦ୍ୱିତୀୟ ଦିନରେ ଓ୍ବାଚ୍‌ମ୍ୟାନ, ସୁଇପର ନିଯୁକ୍ତି ବିବାଦ

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକକୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାରଠାରୁ ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ ସ୍ବୟଂ ସହାୟିକା ଗୋଷ୍ଠୀକୁ ସୁଇପର ଓ ଓ୍ବାଚ୍‌ମ୍ୟାନ ଭାବେ ନିଯୁକ୍ତି ଦେଇଥିବା ବିରୋଧରେ ଫାଟକରେ…

ମୋଦିଙ୍କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବା ପାଇଁ ଆମେରିକାର ବିଲିୟନେୟାର ଜର୍ଜ ସୋରୋସ ଭାରତରେ ରାଜନୈତିକ ଦଳଗୁଡିକୁ…

ବିରାଟ ରାଜା ପଧାନଙ୍କୁ ବିଜ୍ଞାନ ସଂଚାରକ ଜାତୀୟ ସମ୍ମାନ

ଲକ୍ଷ୍ନୌ,୧୭ା୨: ଲକ୍ଷ୍ନୌସ୍ଥିତ ବାବା ଭୀମ ରାଓ ଆମ୍ବେଦକରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଜନପ୍ରିୟ ବିଜ୍ଞାନ ଲେଖକ ତଥା ବିଜ୍ଞାନ ସଞ୍ଚାରକ ବିରାଟ ରାଜା ପଧାନଙ୍କୁ ପ୍ରଫେସର ହରିଶଙ୍କର ଶ୍ରୀବାସ୍ତବ ଜାତୀୟ ବିଜ୍ଞାନ ସଂଚାରକ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବିଶ୍ୱବିଦ୍ୟାଳୟସ୍ଥିତ ଅଟଳ…

ସତ୍ୟେନ୍ଦ୍ର ଜୈନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟ୍‌ର

ନୂଆଦିଲ୍ଲୀ,୧୭।୨: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟୁଇଟ୍‌ର ଏକ ବଡ ଝଟକା ଦେଇଛି। ତେବେ ସତ୍ୟେନ୍ଦ୍ର ଜୈନଙ୍କ ବ୍ଲୁ ଟିକ୍‌ ଟୁଇଟ୍‌ର ହଟାଇ ଦେଇଛି। ୨୦୨୨ ମେ’ ୨୯ରେ ସତ୍ୟେନ୍ଦ୍ର ଜୈନଙ୍କ ଶେଷ…

କୁମ୍ଭୀରକୁ ପିଠିରେ ପକାଇ ଦୌଡୁଛି କୁନି ବାଳକ, ଭିଡିଓ ଦେଖିଲେ…

ପ୍ରକୃତିରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯାହାର ରୂପ ଅତ୍ୟନ୍ତ ଭୟଙ୍କର। ଯେତେବେଳେ ସେମାନେ ସାମ୍ନାକୁ ଆସନ୍ତି, ଭୟରେ ମଣିଷର ଅବସ୍ଥା ଖରାପ ହୋଇଯାଏ। ଏହି ଭୟଙ୍କର ଜୀବମାନଙ୍କ ମଧ୍ୟରୁ କୁମ୍ଭୀର ଅନ୍ୟତମ। ଯେତେ ସାହସୀ ଲୋକଟିଏ ହୋଇ ଥାଉନା କାହିଁକି…

ଦେଶରେ ଆଜି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ଗୁଗ୍‌ଲ ଇଣ୍ଡିଆରୁ ୪୫୩ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ/କାଲିଫର୍ନିଆ,୧୭।୨: ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଗୁଗଲ ଇଣ୍ଡିଆର ମୁଖ୍ୟ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା କର୍ମଚାରୀଙ୍କୁ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri