Home Left

ଦ୍ୱିତୀୟ ଟେଷ୍ଟ: ୨୬୩ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଟସ୍‌ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌…

୨୦୨୩ ସୁଦ୍ଧା ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାକୁ ଲକ୍ଷ୍ୟ: ଏଲନ୍‌ ମସ୍କ

ନୂଆଦିଲ୍ଲୀ,୧୭।୨: ୨୦୨୩ ଶେଷ ସୁଦ୍ଧା ଟୁଇଟରକୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏଲନ୍‌ ମସ୍କ କହିଛନ୍ତି। ଏଥିପାଇଁ କମ୍ପାନୀ ଖର୍ଚ୍ଚକୁ ହ୍ରାସ କରୁଥିବା ଜଣାପଡିଛି। ଇତିମଧ୍ୟରେ ଟୁଇଟର ମାଲିକ ଏଲନ୍‌ ମସ୍କ ଭାରତରେ ଥିବା ୩ଟି କାର୍ଯ୍ୟାଳୟ…

ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ସ୍ଥାପନ ହେବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀର କୁପୱାଡା ଜିଲାର ତିତୱାଲ ଏବଂ କର୍ନା ସେକ୍ଟରର ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଆସନ୍ତା ମାସରୁ ଆରମ୍ଭ ହେବ। ତେବେ ଏହାର ଯୋଜନା କରୁଥିବା…

୩ରୁ ୨କାର୍ଯ୍ୟାଳୟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ବିଶ୍ୱର ଆଇଟି କମ୍ପାନୀଗୁଡିକ ଦ୍ୱାରା ବଡ଼ ଧରଣର ଛଟେଇ କରାଯାଉଛି। ଭାରତ ଏଥିରୁ ବାଦ୍‌ ପଡ଼ିନାହିଁ। ଏହି କ୍ରମରେ ଟୁଇଟର ଇଣ୍ଡିଆ ଦେଶରେ ଥିବା ମୁମ୍ବାଇ ଏବଂ ଦିଲ୍ଲୀ କାର୍ଯ୍ୟାଳୟ ବନ୍ଦ କରିଦେଇଛି । ବର୍ତ୍ତମାନ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ…

ଆମେରିକୀୟ କୋଟିପତି ଜର୍ଜଙ୍କୁ ଟାର୍ଗେଟ କଲେ ଜୟରାମ

ନୂଆଦିଲ୍ଲ,୧୭।୨: ଆମେରିକୀୟ କୋଟିପତି ଜର୍ଜ ସୋରୋସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ମହଙ୍ଗା ପଡିଛି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହି ଘଟଣାରେ ଜର୍ଜ ସୋରେସଙ୍କୁ ଟାର୍ଗେଟ କରିଛନ୍ତି। ଅଦାନୀ ପ୍ରସଙ୍ଗରେ ଭାରତର ଲୋକତନ୍ତ୍ରର ପୁନରୁଦ୍ଧାର ହେଉଛି…

ଶନିବାର ମହାରାଷ୍ଟ୍ର ଗସ୍ତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଫେବୃଆରୀ ୧୮ ଏବଂ ୧୯ରେ ୨ଦିନିଆ ମହାରାଷ୍ଟ୍ର ଗସ୍ତ କରିବେ। ଏହି ସମୟରେ ଶାହା ପୁଣେରେ ଜମ୍ମୁ-କଶ୍ମୀରରେ ଶହୀଦ ହୋଇଥିବା ଯବାନ, ପୋଲିସ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ପିଲାମାନଙ୍କୁ ଭେଟିବେ। ଏତଦ୍‌ବ୍ୟତୀତ ଶାହା ନାଗପୁରର…

ଲାଞ୍ଚ ନେଇ ଜେଲ ଗଲେ ଆର୍‌ଆଇ

କୁଚିଣ୍ଡା,୧୭ା୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ ଅଧୀନ ଗୋଛରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ସତ୍ୟନାରାୟଣ କଉଡି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ। ଶୁକ୍ରବାର ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ,୧୭।୨(ଡି.ଏନ.ଏ.): ରେହେନଭଟା ଗ୍ରାମ ନିକଟରେ ଟିଟିଲାଗଡକୁ ଯାଉଥିବା ରାସ୍ତାକଡ଼ରେ ଶୁକ୍ରବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ସେ ହେଲେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା(୨୩ )। ମୃତଦେହ ନିକଟରେ ଏକ…

ଅଯୋଧ୍ୟା ପରେ କର୍ନାଟକରେ ନିର୍ମାଣ ହେବ ରାମ ମନ୍ଦିର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବେଙ୍ଗାଲୁରୁ,୧୭।୨: ଅଯୋଧ୍ୟା ପରେ କର୍ନାଟକରେ ମଧ୍ୟ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ। ଶୁକ୍ରବାର ରାଜ୍ୟ ବିଧାନସଭାରେ ୨୦୨୩-୨୪ ବଜେଟ ଉପସ୍ଥାପନ ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାମନଗରରେ ରାମ…

୪୫ ମିନିଟ୍‌ ପର୍ଯ୍ୟନ୍ତ ଲିଫ୍ଟରେ ଫସିଗଲେ ଯୁବକ, ଜାଣନ୍ତୁ ପୂରା ଘଟଣା…

ଗ୍ରେଟର ନୋଏଡାରେ ଏକ ସୋସାଇଟିରେ ଜଣେ ଯୁବକ ଲିଫ୍ଟ ଭିତରେ ଅଟକି ଯାଇଥିଲେ। ତେବେ ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ଲିଫ୍ଟ ଭିତରେ ଫସି ରହିବା ପରେ ବାହାରକୁ ବାହାରିଥିଲେ। ସୂଚନାଯୋଗ୍ୟ, ଡାରସାଲ ଗ୍ରାନୋ ନୋଏଡା ୱେଷ୍ଟର ପଞ୍ଚସିଲ ହେନିଶ ସୋସାଇଟିର…

୬ ଦିନ ପରେ ଧରାପଡ଼ିଲେ ଫେରାର କଏଦୀ

ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମଦନପୁର ରାମପୁର ସବ୍‌ ଜେଲ ପାଚେରି ଡେଇଁ ଜଣେ ବିଚାରାଧୀନ କଏଦୀ ଗତ ୧୧ ତାରିଖରେ ଚମ୍ପଟ ମାରିଥିଲେ। ଫେରାର୍‌ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝୀ ବୋଲି ଜଣାପଡିଥିଲା। ନର୍ଲା…

ଏତିକି ଟଙ୍କାର ମାଲିକାଣୀ ସ୍ବରା ଭାସ୍କର

ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବରା ଲୁଚିଛପି ପ୍ରେମିକ ତଥା ଯୁବନେତା ଫହାଦ ଅହମ୍ମଦଙ୍କୁ କୋର୍ଟମ୍ୟାରେଜ କରିନେଇଛନ୍ତି। ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିବା ସ୍ବରାଙ୍କ ନିକଟରେ ଅମାପ ସମ୍ପତ୍ତି ରହିଛି। ସ୍ବରାଙ୍କ ନିକଟରେ ପ୍ରାୟ ୪୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri