Home Left

ହାମବର୍ଗରେ ଗୁଳିକାଣ୍ଡ: ୨ ମୃତ…

ହାମବର୍ଗ,୨୬।୩ : ଜର୍ମାନୀର ହାମବର୍ଗରେ ଗୁଳିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୋଲିସର ସୂଚନାନୁସାରେ, ଏକ ଅପରେଶନ ଆରମ୍ଭ ହୋଇଛି ଏବଂ ଗୁଳିକାଣ୍ଡ ଭିଆଇଥିବା ଅଜଣା ବ୍ୟକ୍ତିଙ୍କ ଖୋଜ ଖବର ନିଆଯାଉଛି।…

କ୍ୟାରିୟର ପାଇଁ..

ଶକ୍ତି ତନୟା ଶ୍ରଦ୍ଧା କପୁର ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏପରି ଚିନ୍ତାଧାରା ପାଇଁ ବେଶ୍‌ କେତୋଟି ଅଫର୍‌ ତାଙ୍କ ହାତକୁ ଖସି ଯାଇଛି। ହେଲେ ତାକୁ ନେଇ…

ଝରକା ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଆରଡ଼ି,୨୬ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଭୂଇଁପୁରର ଦିବାକର ବିଶ୍ବାଳଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଝରକା ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ନିକଟରେ ହେଉଥିବା ଅପେରା ଦେଖିବାକୁ ଯାଇଥିଲେ।…

ସ୍ତ୍ରୀଙ୍କଠାରୁ ଅଲଗା ହେବାର କାରଣ କହିଲେ ଧାଓ୍ବନ

ନୂଆଦିଲ୍ଲୀ,୨୬।୩: ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ଖରାପ ଫର୍ମ ଯୋଗୁ ଏବେ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ପ୍ରଥମଥର…

ଶିକୁଳାରେ ଫୁଟିଲା ଗୁଳି: ଯୁବକଙ୍କୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ…

ଡରକୁଳି ରିଚା

ରିଚା ଚଢ଼ା କାହାକୁ ବେଶୀ ଭୟ କରନ୍ତି ଜାଣନ୍ତି ? ନିଜ ଛାଇକୁ। ଏକ ଫିଲ୍ମର ଶୁଟିଂ ସମୟରେ ସେ ନିଜ ଛାଇକୁ ଦେଖି ଏମିତି ଡରିଗଲେ ଯେ ସେଥିଲାଗି ଶୁଟିଂକୁ ପାଖାପାଖି ଘଣ୍ଟାଏ ବନ୍ଦ ରଖିବାକୁ ପଡିଥିଲା। ଏଭଳି ରୋଚକ…

ଭିଟାମିନ୍‌ ସପ୍ଲିମେଣ୍ଟ ଖାଉଥିଲେ…

ଶରୀର ପାଇଁ ଭିଟାମିନ୍‌, ମିନେରାଲ ଏବଂ ଅନ୍ୟ ପୋଷକତତ୍ତ୍ୱ ନିହାତି ଆବଶ୍ୟକ। ଏଗୁଡ଼ିକ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ବେଳେବେଳେ ଖାଦ୍ୟରୁ ମିଳୁଥିବା ପୋଷକ ତତ୍ତ୍ୱ ଶରୀରକୁ ଠିକ୍‌ ଭାବରେ ନ ପହଞ୍ଚତ୍ଲେ ଭିଟାମିନ୍‌ ସପ୍ଲିମେଣ୍ଟ ନିଆଯାଏ। କିନ୍ତୁ ଦୀର୍ଘଦିନ ଧରି କିମ୍ବା…

ଗ୍ରେଟ୍‌ ବ୍ଲୁ ହୋଲ୍‌

ବ୍ଲୁ ହୋଲ୍‌ ହେଉଛି ସମୁଦ୍ର ମଝିରେ ବିଭିନ୍ନ ସ୍ଥାନରେ ଥିବା ଏକ ନୀଳ ରଙ୍ଗର ଗର୍ତ୍ତ, ଯାହାକି ଆଜିର ଅତ୍ୟାଧୁନିକ ଯୁଗରେ ଏବେବି ରହସ୍ୟପୂର୍ଣ୍ଣ। ତେବେ ବେଲିଜେ ବ୍ଲୁ ହୋଲ୍‌ ହେଉଛି ପୃଥିବୀର ସବୁଠୁ ବଡ଼ ସାମୁଦ୍ରିକ ଗର୍ତ୍ତ, ଯାହାକୁ ଦି…

ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେଙ୍କ ଆତ୍ମହତ୍ୟା: ହୋଟେଲରୁ ମୃତଦେହ ଉଦ୍ଧାର…

ବାରାଣସୀ,୨୬।୩ : ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି। ସେ ବାରାଣସୀର ସାରନାଥ ପୋଲିସ ଷ୍ଟେଶନ ପରିସରରେ ଥିବା ସୋମେଣ୍ଟ୍ର ହୋଟେଲରେ ରହୁଥିଲେ। ହୋଟେଲ ରୁମରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଭଦୋହି ନିବାସୀ ଆଙ୍କାକ୍ଷା ଭୋଜପୁରୀ ଫିଲ୍ମ…

ଡିଜିଟାଲ୍‌ ସେକ୍ଟରରେ କ୍ୟାରିଅର

ଡିଜିଟାଲ୍‌ ମାର୍କେଟିଂରେ ବର୍ତ୍ତମାନ କ୍ୟାରିଅର ଗଢ଼ିବାକୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି। କାହିଁକି ବା ନ ବଢ଼ିବ; କାରଣ ମାର୍କେଟିଂ, ଶପିଂଠୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍‌ ଏବଂ ପଢ଼ା ପର୍ଯ୍ୟନ୍ତ ସବୁ ଏବେ ଡିଜିଟାଲ୍‌। ତେଣୁ ଏହାକୁ ନେଇ…

କ୍ରିତି ଯାହା ଚାହୁଁଥିଲେ…

ଏପରି ବି ସମୟ ଆସେ ମଣିଷ ଯାହା ଖୋଜୁଥାଏ ତାହା ହାତ ପାଆନ୍ତାରେ ମିଳିଯାଏ। ଆଉ ସେତେବେଳେ ଯେଉଁ ଖୁସି ମିଳେ ତାହାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଦେଖୁନାହାନ୍ତି, ମନଲାଖି ଅଫରଟିଏ ପାଇବା ପରେ କେମିତି କ୍ରିତି ସାନନ୍‌ଙ୍କର ଖୁସି…

ବିଭାଗୀୟ ତଦନ୍ତ ଆରମ୍ଭ

ବେଲପଡା,୨୬।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ କଦଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଲକୃଷ୍ଣ ଶବର ଚତୁର୍ଥ ଶ୍ରେଣୀ ଛାତ୍ରୀ ଅନୁ ନାଗଙ୍କୁ ଗୁରବାର ମାଡ଼ ମାରିଥିଲେ। ଏଥିରେ ଛାତ୍ରୀ ଅନୁଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri