ଆତ୍ମସମର୍ପଣ କଲେ ୧୬ ମାଓବାଦୀ
ମାଲକାନଗିରି,୨୪ା୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍ମାରେ ୧୬ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକ୍ମା ଜିଲାରେ ଗତ କିଛିଦିନ ହେଲା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଘରକୁ ଫେରାଇ ଆଣିବା ଲାଗି ପୁନାନାର୍କମ୍ ତଥା ଘରକୁ ଫେର ଅଭିଯାନ ଚାଲିଛି। ଏହି ଅଭିଯାନରେ…
ଶିମିଳିପାଳରୁ ଶିକାରୀ ଗିରଫ
ବାରିପଦା ଅଫିସ,୨୪ା୩: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜ ଅନ୍ତର୍ଗତ ପିଠାବଟା-୧ ବିଟ ଅଞ୍ଚଳରୁ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଗୋବିନ୍ଦଚନ୍ଦ୍ରପୁର ଗ୍ରାମର ଲକ୍ଷ୍ମଣ ସିଂ। ସୂଚନା ଅନୁଯାୟୀ, ବନ ବିଭାଗ ପକ୍ଷରୁ ଗୁରୁବାର ବିଳମ୍ବିତ…
ଟ୍ରେଣ୍ଟ ରକେଟ୍ସ ପାଇଁ ଖେଳିବେ ହରମନପ୍ରୀତ୍
ଲଣ୍ଡନ, ୨୪ା୩: ଦି ହଣ୍ଡ୍ରେଡ୍ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ମହିଳା ଦଳର ଅଧିନାୟିକା ହରମନପ୍ରୀତ୍ କୌର ଟ୍ରେଣ୍ଟ ରକେଟ୍ସ ଏବଂ ତାଙ୍କ ଡେପୁଟି ସ୍ମୃତି ମନ୍ଧାନା ସଦର୍ନ ବ୍ରେଭ୍ ଦଳ ତରଫରୁ ଖେଳିବେ। ଦି ହଣ୍ଡ୍ରେଡ୍ ଟୁର୍ନାମେଣ୍ଟ ପାଇଁ ପୁରୁଷ, ମହିଳା…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ
ଫୁଲବାଣୀ ଅଫିସ,୨୪।୩: ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା ନାବାଳିକା ବଳାତ୍କାର ମାମଲାର ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି। ମାମଲାର ବିଚାର କରି ଅଭିଯୁକ୍ତ ଶମ୍ଭୁ ମହାରଣାଙ୍କୁ ୨୦ ବର୍ଷ ସଶ୍ରମ…
ଘରେ ପଶି ଟଙ୍କା,ଗହଣା ଲୁଟ୍
ରୂପ୍ସା,୨୪।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ରୂପ୍ସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମର ରଘୁନାଥ ପାତ୍ରଙ୍କ ଘରୁ ଟଙ୍କା, ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ଘରେ ପଶି ଏକ ବାକ୍ସକୁ ବାହାରକୁ ନେଇ ଚାବି ଭାଙ୍ଗିଦେଇଥିଲେ।…
ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ପ୍ରଶାସନ ସହାୟତାରେ ଫେରିଲା ମୃତଦେହ
ଦିଗପହଣ୍ଡି,୨୪ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳାଇଙ୍କ ମୃତଦେହ ଗୁରୁବାର ଗୁଜୁରାଟ ସୁରଟରୁ ଗାଁ ରେ ପହଞ୍ଚିଛି। ସୁରଟ ସହରର ଏକ ସୂତାକଳରେ ସେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଶନିବାର ତାଙ୍କ…
ରାହୁଲଙ୍କ ଏମ୍ପି ପଦ ରଦ୍ଦକୁ ନିନ୍ଦା କଲା ଆରଜେଡି
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ଏମ୍ପି ମନୋଜ କୁମାର ଝା। ସେ କହିଛନ୍ତି, ଏହା କେତେ ଅଦ୍ଭୁତ ଏବଂ ନିନ୍ଦନୀୟ। ତଥାପି କୁହ ନାହିଁ ଯେ, ଭାରତରେ ଗଣତନ୍ତ୍ର…
ଇରାନ ଡ୍ରୋନ ଆକ୍ରମଣରେ ଆମେରିକା ଠିକାଦାରଙ୍କ ମୃତ୍ୟୁ
ୱାଶିଂଟନ,୨୪ ।୩: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଉତ୍ତର ପୂର୍ବ ସିରିଆରେ ସନ୍ଦିଗ୍ଧ ଇରାନି ଡ୍ରୋନ ଆକ୍ରମଣରେ ତା’ର ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ କହିଛି କି ଏହି ଆକ୍ରମଣରେ ଆମେରିକାର ୫ ସେନା ଓ ଅନ୍ୟଜଣେ…
ହାର୍ଟ ସର୍ଜରୀ ପରେ ଫେରିଲେ ସୁ୍ସ୍ମିତା
ମୁମ୍ବାଇ; ବଲଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ହାର୍ଟ ସର୍ଜରୀ ପରେ ସେ ଏବେ ପୁଣି ଫେରିଛନ୍ତି । ଏବେ ସୁସ୍ମିତା ତାଙ୍କର ହିଟ ୱେବ ସିରିଜ ‘ଆର୍ଯ୍ୟା’ର ଅପକମିଂ ସିଜନ ଓ ଫିଲ୍ମ ‘ତାଳି’ର…
ଭାରତୀୟ ଗଣତନ୍ତ୍ର ଓମ୍ ଶାନ୍ତି: କଂଗ୍ରେସ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। ତାଙ୍କର ଲୋକ ସଭା ସଦସ୍ୟତା ବାତିଲ କରାଯାଇଛି। ଏହାପରେ ରାଜନୀତି ସରଗରମ ରହିଛି। ଏହି ନିଷ୍ପତ୍ତି ପରେ କଂଗ୍ରେସ କେନ୍ଦ୍ରକୁ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ନେତା…
ଗରିବ ଦାସ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ
ବେଗୁନିଆପଡ଼ା,୨୩ା୩: ଜାନୁୟାରୀ ୨୯ରେ ଘଟିଥିବା ଗରିବ ଦାଶ ମୃତ୍ୟୁ ଘଟଣାରେ ଏବେ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। ଗରିବ ଦାଶଙ୍କ ମୃତ୍ୟ ଆତ୍ମହତ୍ୟା ବୋଲି ଆଶଙ୍କା କରାଯାଉଥିଲା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଫୋନ କଲ୍ ତଥ୍ୟକୁ ଆଧାର କରି ଏହା…
ଏମ୍କେସିଜିରେ ଏମ୍ଏଲ୍ସିୟୁ, ଏସ୍ଏମ୍ଆଇଟି ଉଦ୍ଘାଟିତ
ବ୍ରହ୍ମପୁର ଅଫିସ, ୨୪।୩: ରାଜ୍ୟରେ ମାତୃ-ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ରାଜ୍ୟ ସରକାର ନର୍ସିଂ ଅଫିସର୍ସମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଏମ୍କେସିଜି ବଡ଼ ଡାକ୍ତରଖାନାରେ ମିଡଓ୍ବାଇଫେରି ଲିଡ୍ କେୟାର୍ ୟୁନିଟ୍(ଏମ୍ଏଲ୍ସିୟୁ) ଏବଂ କଲେଜ ଅଫ ନର୍ସିଂ…
Archives


