Home Left

କେଶରୀ ଇଷ୍ଟେଟ୍‌ ସଂସ୍ଥା ଏମ୍‌ଡିଙ୍କ ଘରୁ ଦେଢ଼ କେଜି ସୁନା ଜବତ ସୂଚନା

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ କେଶରୀ ଇଷ୍ଟେଟ୍‌ ସଂସ୍ଥା ସାଢ଼େ ୫କୋଟି ଟଙ୍କା ଠକେଇ ମାମଲାର ବେଆଇନ ଅର୍ଥ କାରବାର ଦିଗକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତ ଜୋରଦାର ଚଳାଇଛି। ଶୁକ୍ରବାର ଇଡି ପକ୍ଷରୁ ସଂସ୍ଥାର ନିର୍ଦ୍ଦେଶକ ଅକ୍ଷୟ କୁମାର…

ଐତିହ୍ୟ ରୂପାନ୍ତର ପୁରୀର ଗୁରୁତ୍ୱ ବୃଦ୍ଧି କରିବ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ/କଟକ ଅଫିସ,୨୬।୩:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଶନିବାର ପୁରୀ ଏବଂ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲା ଗସ୍ତ ଆଜି

ଛତ୍ରପୁର,୨୬।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଛତ୍ରପୁରରେ ସାଧାରଣ ସଭାରେ ଉଦବୋଧନ ଦେବା ସହ…

ହୃଦରୋଗୀଙ୍କୁ ମାଗଣାରେ ବିଶ୍ୱସ୍ତରୀୟ ଚିକିତ୍ସା ମିଳିବ

ଭୁବନେଶ୍ୱର, ୨୬।୩ (ବ୍ୟୁରୋ):  ହୃଦ୍‌ରୋଗୀଙ୍କୁ ରାଜ୍ୟ ସରକାର ମାଗଣାରେ ବିଶ୍ୱସ୍ତରୀୟ ଚିକିତ୍ସା ସେବା ଯୋଗାଇଦେବେ। ଏଥିପାଇଁ ଶନିବାର ପ୍ରଶାନ୍ତି ମେଡିକାଲ ସର୍ଭିସ ଆଣ୍ଡ୍‌ ରିସର୍ଚ୍ଚ ଫାଉଣ୍ଡେଶନ (ପିଏମ୍‌ଏସ୍‌ଆର୍‌ଏଫ୍‌) ସହ ଚୁକ୍ତି କରିଛନ୍ତି। ଏହି ୨ ବର୍ଷିଆ ଚୁକ୍ତିନାମା ଫଳରେ ରାଜ୍ୟର ୩…

ଅଭିନେତା ଶ୍ରୀତମ ଦାସଙ୍କ ମାତୃ ବିୟୋଗ

କଟକ ଅଫିସ,୨୬।୩: ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଶ୍ରୀତମ୍‌ ଦାସଙ୍କ ମା’ ସଂଯୁକ୍ତା ଦାସ(୭୪)ଙ୍କର ଶନିବାର ଅପରାହ୍ନ ପ୍ରାୟ ୫ଟା ୧୦ ମିନିଟ୍‌ରେ କଟକ କନିକା ଛକସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଶ୍ରୀତମ୍‌ ସୂଚନା ଦେଇଛନ୍ତି। ମୃତ୍ୟୁଶଯ୍ୟା…

ଯବାନ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୬।୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ବହୁପରିମାଣର ବିସ୍ଫୋରକ ସାମଗ୍ରୀ ପୋଲିସ ଜବତ କରିଛି। ଖବରରୁ ଜଣାପଡିଛି, ନାରାୟଣପୁର ଜିଲା କାଡେମେଟାରୁସ୍ଥିତ ଆଇଟିବିପି ଓ ଡିଆର୍‌ଜି ଯବାନମାନେ ମାଓବାଦୀ ଦମନ ଲାଗି ମିଳିତ…

‘ଧର୍ମାନ୍ତରିତଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦିଆଯାଉ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଧର୍ମାନ୍ତରିତ ବ୍ୟକ୍ତିମାନଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦେବା ଦାବିକୁ ଜୋର୍‌ଦାର କରିଛି ଜନଜାତି ସୁରକ୍ଷା ମଞ୍ଚ। ଏହାକୁ ନେଇ ଶନିବାର ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବଡ଼ଧରଣର ଜନଜାତି ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ୨୬ ଜିଲାରୁ ୬୨…

ଏମ୍‌ପି, ବିଧାୟକଙ୍କ ସଦସ୍ୟତା ରଦ୍ଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨୬।୩(ପି.ଟି.): ବିଧାୟକ କିମ୍ବା ଏମ୍‌ପି କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ଜେଲଦଣ୍ଡ ପାଇଥିଲେ ଲୋକ ପ୍ରତିନିଧି ଆଇନର ଧାରା ୮(୩) ଅନୁଯାୟୀ ସେମାନଙ୍କ ସଭ୍ୟ ପଦ ସ୍ବତଃ ରଦ୍ଦ ହୋଇଯାଉଛି। ଏଭଳି ସଦସ୍ୟତା…

ଗଡ୍‌କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): କଟକ-ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଦୀର୍ଘ ୫ ବର୍ଷ ପରେ ମଧ୍ୟ ରାସ୍ତା କାମ ଶେଷ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ରାସ୍ତା ନିର୍ମାଣ କାମ ତୁରନ୍ତ ସାରିବା ପାଇଁ…

ଭାରତରୁ ଲୋପ ପାଇଲେଣି ୯୯% ଶାଗୁଣା

ମୁମ୍ବାଇ, ୨୬।୩: ଦେଶରେ ଶାଗୁଣା ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲେଣି। ୧୯୮୦ ଦଶକ ପରଠୁ କ୍ରମାଗତ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି। ପୂର୍ବରୁ ଭାରତରେ କେବଳ ୪ କୋଟି ଶାଗୁଣା ଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୪ ଲକ୍ଷରେ ପହଞ୍ଚତ୍ଛି। ବିଶେଷଜ୍ଞଙ୍କ…

ସାବରକର ନୁହେଁ ଯେ କ୍ଷମା ମାଗିବି: ରାହୁଲ

ନୂଆଦିଲ୍ଲୀ,୨୬।୩(ପି.ଟି.): ଲୋକ ସଭା ସଦସ୍ୟ ପଦ ରଦ୍ଦ କରି ସରକାର ତାଙ୍କ ମୁହଁ ବନ୍ଦ କରିଦେଇପାରିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି। ଏମ୍‌ପି ପଦ ହରାଇବା ପରେ ରାହୁଲ ପ୍ରଥମ ଥର ଗଣମାଧ୍ୟମକୁ ସମ୍ବୋଧନ କରି…

୧୮ରୁ କ୍ଷେତ୍ର ବୁଲିବେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୩(ବ୍ୟୁରୋ): ମହାନଦୀ ଜଳକୁ ନେଇ ଓଡ଼ିଶା-ଛତିଶଗଡ଼ ଆନ୍ତଃ ରାଜ୍ୟ ବିବାଦ ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ଚାଲିଛି। ଆସନ୍ତା ଏପ୍ରିଲ ୧୮ରୁ ମହାନଦୀ ଟ୍ରିବ୍ୟୁନାଲର ଟିମ୍‌ ନଦୀର ଉପରମୁଣ୍ଡ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବେ। ଟିମ୍‌ ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜ୍‌ରେ ଛତିଶଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri