୬୧ ବର୍ଷରେ ବି ବେଶ ରୋମାଣ୍ଟିକ ସୁନୀଲ, ଭ୍ୟାଲେଣ୍ଟାଇନ୍ ଡେ’ରେ…
ବମ୍ବେ: କଥାରେ ଅଛି ପ୍ରକୃତ ପ୍ରେମ ଜୀବନରେ ଥରେ ହୋଇଥାଏ। ବହୁତ କମ୍ କଳାକାର ଅଛନ୍ତି ଯେଉଁମାନେ କି ନିଜର ସାଥୀଙ୍କୁ ଜୀବନସାଥୀ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟି ଅନ୍ୟତମ। ସୁନୀଲ ନିଜର ପ୍ରେମିକା…
ସପ୍ତାହେ ହେଲା ବିନା ଡାକ୍ତରରେ ଚାଲିଛି ରୋଗୀ ସେବା
ବେଗୁନିଆପଡା,୧୪।୨(ଡି.ଏନ.ଏ.): ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସପ୍ତାହରୁ ଅଧିକ ସମୟ ହେବ ବିନା ଡାକ୍ତରରେ ଚାଲିଛି। ଆଇପିଏଚ ଷ୍ଟାଣ୍ଡାର୍ଡ ୧ର ମାନ୍ୟତା ପାଇଥିବା ଏହି ଡାକ୍ତରଖାନାଟି ଉପରକୁ ଚକ୍ାଚକ ଭିତର ଫମ୍ପା। ଅର୍ଥାତ୍ ଜଣେ ବି ଡାକ୍ତର…
ବିବିସି ଆକାଉଣ୍ଟ ଡିପାର୍ଟମେଣ୍ଟର ଯାଞ୍ଚ ଜାରି: ଦ୍ୱିତୀୟ ଶିଫ୍ଟର କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ମନା
ନୂଆଦିଲ୍ଲୀ,୧୪।୨: ଗଣମାଧ୍ୟମ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ ସର୍ଭିସ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଆଇଟିର ୧୨ରୁ ୧୫ଜଣିଆ ଏକ ଟିମ୍ ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରି କାଗଜପତ୍ର…
କିଙ୍ଗ୍ଖାନଙ୍କୁ ହତ୍ୟା ଧମକ ଦେଲେ ପ୍ରଶଂସକ
ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଶାହାରୁଖ ଖାନ ଫିଲ୍ମ‘ପଠାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବକ୍ସ ଅଫିସରେ ‘ପଠାନ’ ଧମାକାଦାର ରେକର୍ଡ କରୁଛି। ଇତି ମଧ୍ୟରେ ଭାଲେଣ୍ଟାଇନ୍ ଡେ’ ଅବସରରେ କିଙ୍ଗ୍ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟ୍ରରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଆସ୍କ…
ଶାଢୀ ଦୋକାନରେ ଜିଏସ୍ଟି ଚଢାଉ
ଆଠଗଡ,୧୪।୨(ଡି.ଏନ.ଏ.): କଟକ ଜିଲା ଆଠଗଡ ସହର ବାଣୀକଣ୍ଠ ନଗରସ୍ଥିତ ଅମ୍ବର ଶାଢୀ ଦୋକାନରେ ମଙ୍ଗଳବାର ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ଦୋକାନର କାଗଜପତ୍ର ଯାଞ୍ଚ କରୁଛନ୍ତି। ଟିକସ ଠକେଇ ନେଇ…
ଚୋରା ବନ୍ଧୁକରେ ଶିକାର
ଢେଙ୍କାନାଳ ଅଫିସ, ୧୪।୨: ଗୁପ୍ତରେ ଚାଲିଥିଲା ଚୋରା ବନ୍ଧୁକ ତିଆରି ୟୁନିଟ୍। ଶସ୍ତାରେ ମିଳୁଥିବାରୁ ଏହାକୁ କିଣି ବନ୍ୟପ୍ରାଣୀ ଶିକାର କରୁଥିଲେ ଶିକାରୀ। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍ ବାଲିମୀ ଥାନା ମାହାଲୁଣ୍ଡା ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ଏଭଳି ବେଆଇନ…
ମୁମ୍ବାଇ ଇଣ୍ଡିଆନ୍ସରେ ୨ ଭାରତୀୟ ଅଧିନାୟକ
ମୁମ୍ବାଇ,୧୪।୨: ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ନିଲାମରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ କିଣିଛି। ସେ ହରମନପ୍ରୀତଙ୍କୁ ତାଙ୍କ ଦଳରେ ୧.୮ କୋଟି ଟଙ୍କା କିଣିିଛନ୍ତି। ଫଳରେ ଦୁଇ ଭାରତୀୟ ଅଧିନାୟକ ମୁମ୍ବାଇ…
ଲୋକଙ୍କୁ ମିଳୁନି, ଘାଟ୍ କଟିଂ କାମ କରୁଛି ମେଶିନ୍
ପଟ୍ଟାଙ୍ଗି, ୧୪।୨(ଡି.ଏନ୍.ଏ):ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନ କାମ କରୁଛନ୍ତି। ଉକ୍ତ କାମରେ ଗ୍ରାମାଞ୍ଚଳ ଲୋକଙ୍କୁ ନିୟୋଜିତ କରିବାକୁ ମଧ୍ୟ କେତେକ ଜାଗାରେ ନିୟମ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅଲଗା।…
ସ୍ତ୍ରୀ ଓଢଣୀରେ ଫାଶୀ ଲଗାଇଲେ ସ୍ବାମୀ
ପାଟଣା,୧୪।୨(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଲହରୁ ସ୍ତ୍ରୀର ଓଢଣୀରେ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ହେଲେ…
ପରେଡ୍ ଗ୍ରାଉଣ୍ଡ ବନ୍ଦ, ଖେଳକୁଦରେ ସମସ୍ୟା
ରାଉରକେଲା ଅଫିସ,୧୪।୨: ରାଉରକେଲା ଉଦିତନଗର ସ୍ଥିତ ପରେଡ୍ ଗ୍ରାଉଣ୍ଡ ଖେଳ ପଡିଆକୁ ବନ୍ଦ ରଖାଯାଇଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡାବିତ୍ଙ୍କ ଖେଳକୁଦରେ ଅସୁବିଧା ହେଉଛି। ଫଳରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହକି ବିଶ୍ୱକପ୍ ପୂର୍ବରୁ ଉଦିତନଗର ସ୍ଥିତ ପରେଡ୍…
ଦୁର୍ଘଟଣାରେ ହରାଇଥିଲେ: ଲାଗିଲା କୃତ୍ରିମ ଗୋଡ
ବିନିକା,୧୪ା୨(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ସିନ୍ଦୂରପୁର ଗ୍ରାମର ରମେଶ ନାଏକ ଦେଢ଼ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ସେ ତାଙ୍କର ଡାହଣ ଗୋଡ଼ ହରାଇଥିଲେ।…
ଦିଲୀପ କୁମାରଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ଦିଓ୍ବାନୀ ଥିଲେ ମଧୁବାଲା
ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତ୍ରୀ ମଧୁବାଲାଙ୍କ ଆଜି ଜନ୍ମ ବାର୍ଷିକୀ। ଫେବୃଆରୀ ୧୪ରେ ଜନ୍ମ ହୋଇଥିବା ମଧୁବାଲାଙ୍କ ପ୍ରକୃତ ନାମ ମମତାଜ ଜାହାନ ବେଗମ ଦେହଲବ। ତାଙ୍କୁ ଟ୍ରାଜେଡି କୁଇନ୍ ମଧ୍ୟ କୁହାଯାଉଥିଲା। ମଧୁବାଲା ୫୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍…
Archives


