Home Left

ସବୁଠୁ ଦାମୀ ଗିଟାର

ବେର୍ନ: ସାଧାରଣତଃ ଗିଟାର ପ୍ରତି ସମସ୍ତଙ୍କ ଧ୍ୟାନ ଯାଇଥାଏ। ଯଦି କେଉଁ ସ୍ଥାନରେ କେହି ଗିଟାର ବଜାଉଛି ତ ତାଙ୍କୁ ଦେଖିବାକୁ ଲୋକେ ସେଠାରେ ଭିଡ଼ ଜମାଇଥାଆନ୍ତି। ହେଲେ ଏପରି ଏକ ଗିଟାର ଅଛି, ଯାହା ନ ବାଜିଲେ ମଧ୍ୟ ଲୋକେ…

‘ନାଟୁ ନାଟୁ’ ତାଳରେ ଝୁମିଲା ଟେସ୍‌ଲା କାର୍‌

ୱାଶିଂଟନ୍‌: ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ସଙ୍ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସମସ୍ତେ ଏହି ସଙ୍ଗୀତ ପ୍ରେମରେ ପଡିଛନ୍ତି। ବଡ଼ ଅଧିକାରୀଙ୍କଠୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ମଧ୍ୟ ଏହାର ନିଶା ଧରିଛି। ଏବେ ସେଥିରୁ ବାଦ୍‌ ପଡିନି ଟେସ୍‌ଲା…

୪ ସେକେଣ୍ଡରେ କ୍ୟୁବ୍‌ ସମାଧାନ କରି ରେକର୍ଡ

ବେଜିଂ: ପ୍ରତିଯୋଗିତାରେ ପ୍ରତିଟି ସେକେଣ୍ଡ ବହୁତ ମୂଲ୍ୟବାନ ହୋଇଥାଏ। ଯିଏ ଯେତେ କମ୍‌ ସମୟରେ ପ୍ରତିଯୋଗିତା ଶେଷ କରିଥାଏ, ସେ ହିଁ ଉତ୍ତୀର୍ଣ୍ଣ ହୁଏ। ଚାଇନାର ଜଣେ ୯ ବର୍ଷୀୟ ବାଳକ ୪ ସେକେଣ୍ଡରେ ରୁବିସ୍କ କ୍ୟୁବ୍‌ ସମାଧାନ କରି ବିଶ୍ୱ…

ସ୍ବାମୀଙ୍କ ପାଇଁ ସ୍ତ୍ରୀ ଆଣିଲେ ଗର୍ଲଫ୍ରେଣ୍ଡ

ୱାଶିଂଟନ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଓ ଭରସାରେ ବନ୍ଧା ହୋଇଥାଏ। ଯଦି ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ହୁଏ, ସେଥିରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ରହିଥାଏ। ଆମେରିକାର ଜଣେ ମହିଳାଙ୍କ ବିବାହ ମଧ୍ୟ ଏପରି କିଛି କାରଣ ଯୋଗୁ ଭାଙ୍ଗିବାକୁ…

‘ଦୁଗ୍ଧଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୬।୩: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନ ମହାସଂଘ ଲିମିଟେଡ୍‌ ବା ଓମ୍‌ଫେଡ୍‌ର ୧୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶୁକ୍ରବାର ଓମ୍‌ଫେଡ୍‌ର ଶହୀଦନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓମ୍‌ଫେଡ୍‌ର ନବ ନିର୍ବାଚିତ ସମସ୍ତ ୨୧ ସଦସ୍ୟଙ୍କୁ ଏହାର…

ଶିଶୁ ମୃତ୍ୟୁ ମାମଲା: ଦୋଷୀଙ୍କୁ ୧୦୦ ବର୍ଷ କାରା ଦଣ୍ଡାଦେଶ…

ନ୍ୟୁୟର୍କ,୨୬।୩ : ଶିଶୁ ମୃତ୍ୟୁ ମାମଲାରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ କୋର୍ଟଙ୍କ ପକ୍ଷରୁ ୧୦୦ ବର୍ଷର ଜେଲ ଦଣ୍ଡାଦେଶ କରାଯାଇଛି। ୨୦୨୧ ମସିହାରେ ଘଟିଥିବା ୫ ବର୍ଷ ବୟସ୍କ ମୂଳ ଭାରତୀୟ-ଆମେରିକୀୟ ଶିଶୁଙ୍କ ମୃତ୍ୟୁ ନେଇ ଏଭଳି ବର୍ଷ…

ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ ଲୋକାର୍ପିତ

ଭୁବନେଶ୍ୱର,୨୬।୩: ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ମିଳିତ ସହଯୋଗରେ ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ (ସାର୍ଟିଫାଏଡ୍‌ ରେଫରେନ୍ସ ମ୍ୟାଟେରିଆଲ) ‘ବିଏଆର୍‌ସି ବି୧୨୦୧’ର ପ୍ରସ୍ତୁତ କରାଯାଇଛି। ଏପରିକି ଏହା ବିଶ୍ୱର ୫ମ ଏବଂ ଭାରତରେ…

‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର-୨୦୨୩’

ଭୁବନେଶ୍ୱର,୨୬।୩: ରାଜ୍ୟର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ରୁଚି ଫୁଡ୍‌ଲାଇନ ପକ୍ଷରୁ ଶନିବାର ସ୍ଥାନୀୟ ସ୍ବସ୍ତି ପ୍ରିମିୟମଠାରେ ‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର-୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବାଦର ସମ୍ପାଦକ ତଥା ବିଧାୟକ ସାୈମ୍ୟରଞ୍ଜନ ପଟ୍ଟନାୟକ ଏବଂ ସମାଜର ସମ୍ପାଦକ…

କ୍ଷୀର,ମିଠା ଅର୍ପଣ ଯୋଗୁ ବାବୁଲନାଥ ମନ୍ଦିର ଶିବଲିଙ୍ଗରେ ଫାଟ: ବମ୍ବେ ଆଇଆଇଟି ରିପୋର୍ଟ…

ମୁମ୍ବାଇ,୨୬।୩ : ଦକ୍ଷିଣ ମୁମ୍ବାଇରେ ଥିବା ଦ୍ୱାଦଶ ଶତାବ୍ଦୀର ଶ୍ରୀ ବାବୁଲନାଥ ମନ୍ଦିରରେ ଶିବଲିଙ୍ଗ ଉପରେ ଫାଟ ସୃଷ୍ଟି ହେବାର କାରଣ ସାମ୍ନାକୁ ଆସିଛି। ଆଇଆଇଟି ବମ୍ବେ ଏହାର ରିପୋର୍ଟ ଦେଇଛି। ଯେଉଁଥିରେ କିଛି ସୁପାରିଶ ମଧ୍ୟ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି…

ପଛୁଆ ବର୍ଗଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଅକ୍ଷମଣୀୟ: ଭାଜପା

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଦେଶର ସମ୍ବିଧାନ ଓ ଆଇନର ଊର୍ଦ୍ଧ୍ୱରେ କେହି ନୁହନ୍ତି। କିନ୍ତୁ ଗାନ୍ଧୀ ପରିବାର ନିଜକୁ ଦେଶର ଆଇନର ଊର୍ଦ୍ଧ୍ୱରେ ବୋଲି ମନେକରିବା ଦୁର୍ଭାଗ୍ୟଜନକ। ଏକ ଜାତୀୟ ରାଜନୈତିକ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଛୁଆ ବର୍ଗଙ୍କୁ ଅପମାନିତ କଲା…

ଦେଶର ଗଣତନ୍ତ୍ର ବିପଦରେ: ୟାସିର

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଏବଂ ଲୋକ ସଭା ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ଶନିବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ଅପରାହ୍ନରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି…

ବିରୋଧୀଙ୍କୁ ମୂଳୋତ୍ପାଟନ ଲାଗି ଭାଜପାର ଷଡ଼ଯନ୍ତ୍ର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଏମ୍‌ପି ପଦ ରଦ୍ଦ ଘଟଣାକୁ ନେଇ ଶନିବାର ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଆହୂତ ସର୍ବଦଳୀୟ ବୈଠକରେ ତ୍ରୀବ ନିନ୍ଦା କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri