ଦୈନିକ ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଊର୍ଦ୍ଧ୍ୱ ଦୋକାନ
ବରଗଡ଼ ଅଫିସ,୨୬ା୫: ବରଗଡ଼ ସହର ପେଣ୍ଠସ୍ଥଳୀରେ ରହିଥିବା ଦୈନିକ ବଜାର(ହାଟପଦା)ରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିପୋଡ଼ି ଛାରଖାର ହୋଇଯାଇଛି। କ୍ଷତିଗ୍ରସ୍ତ ଦୋକାନଗୁଡ଼ିକ ମଧ୍ୟରେ ପରିବା ଦୋକାନ, ଲୁଗା ଦୋକାନ, ମସଲା ଦୋକାନ ଆଦି…
ବିଓଏମ୍ର ବାର୍ଷିକ ଫଳାଫଳ
ଭୁବନେଶ୍ୱର,୨୬।୫: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଏମ୍ର ବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଋଣ ଓ ଜମା ଅଭିବୃଦ୍ଧି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ…
କାର୍ବନ ନିର୍ଗମନ ହ୍ରାସକୁ ଗୁରୁତ୍ୱ
ଭୁବନେଶ୍ୱର,୨୬।୫: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ରପ୍ତାନି ପାଇଁ ଯାଜପୁରର ଏପିଜେ ଲଜିଷ୍ଟିକ୍ସରୁ ରେକ୍ ଜରିଆରେ ପ୍ରଥମ ମଲ୍ଟି-ମୋଡାଲ କଣ୍ଟେନରାଇଜଡ୍ ପରିବହନର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀ ପ୍ରଥମ ଥର ପାଇଁ ସଡ଼କ, ରେଳ ଓ ସମୁଦ୍ର ପରିବହନର…
ଅସହ୍ୟ ଗୁଳୁଗୁଳି ବେଳେ ଅଘୋଷିତ ବିଦ୍ୟୁତ୍ କାଟ
ପଟ୍ଟାମୁଣ୍ଡାଇ,୨୬ା୫(ସ୍ବ.ପ୍ର.): ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହା ସାଙ୍ଗକୁ ରୌଦ୍ରତାପ ମଧ୍ୟ କିଛି କମ ନୁହେଁ। ଏଭଳି ସମୟରେ ଅଘୋଷିତ ଭାବେ ବିଦ୍ୟୁତ୍ କାଟ କରାଯାଉଛି।…
ସୋନି ବ୍ରାଭିଆର ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ
ଭୁବନେଶ୍ୱର,୨୬।୫: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସୋନିର ନ୍ୟୁ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ୍କୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ୪କେ ଅଲ୍ଟ୍ରା ଏଚ୍ଡି ଏଲ୍ଇଡି ଡିସ୍ପ୍ଲେ ଥିବା ନୂଆ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜର…
୨୦୧୮ ଭିଡ଼ହିଂସା ମାମଲାରେ ୪ ଜଣଙ୍କୁ ୭ ବର୍ଷ ଜେଲ
ଜୟପୁର, ୨୬ା୫ : ୨୦୧୮ରେ ରାକବର ଖାନ୍ଙ୍କୁ ପିଟି ମାରିଦେବା ଘଟଣାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ରାଜସ୍ଥାନ ଅଲଓ୍ବର ଜିଲାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୭ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୧୦…
ଆସୁଛି ମୌସୁମୀ,ଚଳଚଞ୍ଚଳ ଚାଷୀକୁଳ
ମହାକାଳପଡ଼ା,୨୬ା୫ (ଡି.ଏନ୍.ଏ.): ଚାଷୀମାନେ ମୌସୁମୀ ଆଗମନକୁ ଚାତକ ଭଳି ଅପେକ୍ଷା କରିଥାଆନ୍ତି ା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚିବ। ଏହି ସୂଚନା ପାଇବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଚାଷୀମାନେ…
ଓଟିଟିରେ ପ୍ରସାରିତ ହେବ ତମାଖୁ ସତର୍କ ସୂଚନା
ନୂଆଦିଲ୍ଲୀ, ୨୬ା୫: ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରୋଗ୍ରାମ ଭଳି ଓଟିଟି ପ୍ଲାଟ୍ଫର୍ମଗୁଡ଼ିକରେ ଖୁବ୍ଶୀଘ୍ର ତମାଖୁ ନିରୋଧୀ ସତର୍କ ସୂଚନା ପ୍ରସାରଣ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆନୁଷଙ୍ଗିକ ନିୟମାବଳୀରେ ସଂଶୋଧନ କରିବାକୁ ଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସିଗାରେଟ୍ ଓ ଅନ୍ୟାନ୍ୟ…
୩ ବାଘ ଛାଲ ଜବତ, ଅଭିଯୁକ୍ତ ଗିରଫ
ରାୟଗଡ଼ା ଅଫିସ,୨୬ା୫: ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ଟିମ୍ ଦ୍ୱାରା ଗୁରୁବାର ରାୟଗଡ଼ାରୁ ୩ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଡମ୍ବୁରୁଧର ମାଝିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା…
ଟିପୁ ସୁଲତାନଙ୍କ ଖଣ୍ଡା ୧୪ ନିୟୁତ ପାଉଣ୍ଡରେ ନିଲାମ
ଲଣ୍ଡନ,୨୬ା୫: ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଶୟନକକ୍ଷରୁ ମିଳିଥିବା ଏକ ଖଣ୍ଡା ସବୁ ରେକର୍ଡ ଭାଙ୍ଗିଦେଇଛି। ଲଣ୍ଡନର ବୋନ୍ହାମ୍ସରେ ଏହା ୧୪ ନିୟୁତ ପାଉଣ୍ଡରେ ନିଲାମ ହୋଇଛି। ୧୭୮୨ରୁ ୧୭୯୯ ପର୍ଯ୍ୟନ୍ତ ମହୀଶୂରକୁ ଶାସନ କରିଥିବା ମହୀଶୂରର…
ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟର ମାନ ଯାଞ୍ଚ ହେବ
ଭୁବନେଶ୍ୱର, ୨୬।୫ (ବ୍ୟୁରୋ): ସମଗ୍ର ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯିବ। ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଦୁଗ୍ଧରେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି। ତେଣୁ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ନିରାପତ୍ତା…
ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣାର ଉତ୍ସ ସୁକାନ୍ତ
ପାରାଦୀପ,୨୬ା୫(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଅଠରବାଙ୍କି ବଜାରରେ ଅଛି ଏକ ସାଇକେଲ ମରାମତି ଦୋକାନ। ଏହି ଦୋକାନ ଏଇଥି ପାଇଁ ନିଆରା ଯେ, ସେଠାରେ ସାଇକେଲ ମରାମତି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭିନ୍ନକ୍ଷମ। କାନ୍ଧ ପାଖରୁ ଡାହାଣ ହାତ ନାହିଁ।…
Archives


