ଟିପୁ ସୁଲତାନଙ୍କ ଖଣ୍ଡା ୧୪ ନିୟୁତ ପାଉଣ୍ଡରେ ନିଲାମ
ଲଣ୍ଡନ,୨୬ା୫: ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଶୟନକକ୍ଷରୁ ମିଳିଥିବା ଏକ ଖଣ୍ଡା ସବୁ ରେକର୍ଡ ଭାଙ୍ଗିଦେଇଛି। ଲଣ୍ଡନର ବୋନ୍ହାମ୍ସରେ ଏହା ୧୪ ନିୟୁତ ପାଉଣ୍ଡରେ ନିଲାମ ହୋଇଛି। ୧୭୮୨ରୁ ୧୭୯୯ ପର୍ଯ୍ୟନ୍ତ ମହୀଶୂରକୁ ଶାସନ କରିଥିବା ମହୀଶୂରର…
ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟର ମାନ ଯାଞ୍ଚ ହେବ
ଭୁବନେଶ୍ୱର, ୨୬।୫ (ବ୍ୟୁରୋ): ସମଗ୍ର ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯିବ। ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଦୁଗ୍ଧରେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି। ତେଣୁ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ନିରାପତ୍ତା…
ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣାର ଉତ୍ସ ସୁକାନ୍ତ
ପାରାଦୀପ,୨୬ା୫(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଅଠରବାଙ୍କି ବଜାରରେ ଅଛି ଏକ ସାଇକେଲ ମରାମତି ଦୋକାନ। ଏହି ଦୋକାନ ଏଇଥି ପାଇଁ ନିଆରା ଯେ, ସେଠାରେ ସାଇକେଲ ମରାମତି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭିନ୍ନକ୍ଷମ। କାନ୍ଧ ପାଖରୁ ଡାହାଣ ହାତ ନାହିଁ।…
ବ୍ରିଟେନ୍ରେ ଭାରତୀୟଙ୍କୁ ସର୍ବାଧିକ ଭିଜା
ଲଣ୍ଡନ, ୨୬ା୫ : ବ୍ରିଟେନରେ କୁଶଳୀ କର୍ମଚାରୀ ଏବଂ ଛାତ୍ର ଭିଜା ଇସ୍ୟୁରେ ଭାରତୀୟମାନେ ସର୍ବାଗ୍ରେ ରହିଛନ୍ତି। ଗୁରୁବାର ପ୍ରକାଶିତ ଲଣ୍ଡନସ୍ଥିତ ଇମିଗ୍ରେଶନ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ ନୂଆ ଗ୍ରାଜୁଏଶନ ପରବର୍ତ୍ତୀ ଶିକ୍ଷାଗ୍ରହଣ ଲାଗି ଦିଆଯାଇଥିବା ଭିଜାରୁ ୪୧ ପ୍ରତିଶତ ଭାରତୀୟ…
କ୍ୟାମ୍ପସ୍ରେ ଛାତ୍ରୀଙ୍କୁ ହତ୍ୟା ପରେ ସହପାଠୀଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ, ୨୬ା୫: ଉତ୍ତରପ୍ରଦେଶ ନୋଏଡ଼ାସ୍ଥିତ ଶିବ ନାଦର ୟୁନିଭର୍ସିଟି କ୍ୟାମ୍ପସ୍ରେ ଚଳିତ ମାସରେ ଦୁଇ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ୨୨ ବର୍ଷୀୟ ଅନୁଜ ଜୈନ୍ ଗତ ୧୮ ତାରିଖରେ ତାଙ୍କ ସହପାଠୀ ସ୍ନେହ ଚୌରାସିଆଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରେ…
ପାଣି ଭିତରେ ମେଟ୍ରୋ ଟ୍ରେନ୍ର ମଜା ନେଲେ ସାଇକୃଷ୍ଣ
ଯାଜପୁର ଅଫିସ,୨୬ା୫: ପାଣି ଆଉ ମାଟି ତଳେ ଚାଲୁଛି ମେଟ୍ରୋ ଟ୍ରେନ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ହେଲେ ଏହାର ମଜା ଉଠାଇଛନ୍ତି ଯାଜପୁର ଜିଲା ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ୩ୟ ଶ୍ରେଣୀର ଛାତ୍ର ସାଇକୃଷ୍ଣ ମଲ୍ଲିକ। କୋଲକାତା ହୁଗୁଳି…
ଜୁଆର ଉଠିଲେ ସମୁଦ୍ରପାଣି ଘରେ ପଶୁଛି
କେନ୍ଦ୍ରାପଡ଼ା ଅଫିସ,୨୬ା୫: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରତିବର୍ଷ ଜିଲାସ୍ତରୀୟ ପ୍ରଶାସନିକ କମିଟିର ବୈଠକ ହେଉଛି। ବୈଠକରେ ଚିରାଚରିତ ଢଙ୍ଗରେ ବିପର୍ଯ୍ୟୟ ସମୟରେ ଏହାର ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ଏଥିରେ ବିପର୍ଯ୍ୟୟ ସମୟରେ ପ୍ରାକ୍ ପ୍ରସ୍ତୁତି, ଉଦ୍ଧାର, ଥଇଥାନ, କ୍ଷତିଭରଣା ଆଦି…
ସନ୍ଦେହରେ ଜମିକୁ ଜଳସେଚନ ଲକ୍ଷ୍ୟ
ଯୋଡ଼ା,୨୬ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ଯୋଜନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡ୍ୟାମ୍ ପାଣି ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ…
ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର ଅଫିସ,୨୫ା୫: ବୈଦ୍ୟନାଥପୁର ଥାନା ଅଧୀନ କମାପଲି ଭେଣ୍ଡିଂଜୋନ ନିକଟରେ ଗତ ମଙ୍ଗଳବାର ଜଣେ ନାବାଳିକାଙ୍କୁ ରାସ୍ତାରେ ଘୋଷାରି ନିଆଯାଉଥିବା ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହୋଇଥିଲା। ବ୍ରହ୍ମପୁର ଏସ୍ପି ଡ଼. ଶ୍ରବଣା ବିବେକ ଏମ୍. ଏ ସମ୍ପର୍କରେ ଜାଣିବା ପରେ…
ବିଷ ପିଇଦେଲେ ପ୍ରେମୀଯୁଗଳ
ବ୍ରହ୍ମପୁର ଅଫିସ,୨୫ା୫: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଞ୍ଚଳର ଏକ ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମଧ୍ୟାହ୍ନରେ ପ୍ରେମିକ କୋଣ୍ଡା ଦିଲି ରାଓ(୪୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଧ୍ୟାରେ ପ୍ରେମିକା କେ.…
ପାଓମେକ୍ସ କାରଖାନା ଅଧିକାରୀଙ୍କୁ ଆକ୍ରମଣ
ଟିଟିଲାଗଡ଼, ୨୫।୫ (ଡି.ଏନ୍.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ସହର ଉପକଣ୍ଠ ଜଗୁଆ ପଞ୍ଚାୟତ ତୁର୍ଲା ସ୍ଥିତ ଗ୍ରାଫାଇଟ ଇଣ୍ଡିଆ ପାଓମେକ୍ସ କାରଖାନାର ଫିନିସିଙ୍ଗ ବିଭାଗ ମୁଖ୍ୟ ଯୁକ୍ତେଶ୍ୱର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ତାଙ୍କ ବାସଭବନରୁ ମଧ୍ୟାହ୍ନ ଭୋଜନ ସାରି…
ମାର୍ଚ୍ଚ ସୁଦ୍ଧା ଆସିବ ବନ୍ଦେ ଭାରତ ଟ୍ରେନ୍ର ତୃତୀୟ ଭର୍ସନ: ରେଳମନ୍ତ୍ରୀ
ଡେରାଡୁନ୍, ୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀ-ଡେରାଡୁନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚ ସୁଦ୍ଧା ଏହି ସେମି ସ୍ପିଡ୍ ଟ୍ରେନ୍ର ୩ ଭର୍ସନ ଆସିବ ବୋଲି ଗୁରୁବାର ରେଳମନ୍ତ୍ରୀ ଅଶ୍ୱିନୀ…
Archives


