Home Left

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେରି କମ

ଇମ୍ଫାଲ,୧।୯: ମଣିପୁରରେ ଘଟିଥିବା ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ବକ୍ସିଂ ତାରକା ଏମ୍‌ ସି ମେରି କମ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଆଗ୍ରହ…

ଚନ୍ଦ୍ରୟାନ ୩: ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ରେକର୍ଡ କଲା ଅଦ୍ଭୁତ ଘଟଣା, ଯାଞ୍ଚ କରୁଛି ଇସ୍ରୋ

ବେଙ୍ଗାଲୁରୁ,୧।୯: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଗୁରୁବାର କହିଛି ଯେ ଚନ୍ଦ୍ର ପୃଷ୍ଠରେ ବୁଲୁଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ରେକର୍ଡ କରିଛି। ଏହାକୁ ଏକ ପ୍ରାକୃତିକ ଘଟଣା ଭାବେ ବିବେଚନା କରାଯାଏ ଏବଂ…

ରୋଷେଇ ଘରେ ରଖିଛନ୍ତି କି ଏସବୁ ବାସନ, ହୋଇପାରେ ଭୟଙ୍କର ରୋଗ: ସୂଚନା ଦେଲେ ଡାକ୍ତର

ଆମେ ଚିନ୍ତା ନ କରି ଆମ ଜୀବନରେ ଅନେକ କାର୍ଯ୍ୟ କରିଥାଉ। ଆମେ ଜାଣୁ ନାହିଁ ଏହା ଠିକ୍‌ କି ଭୁଲ ଏବଂ ବେଳେବେଳେ ଏହାର କ୍ଷତି ଜାଣିବା ପରେ ମଧ୍ୟ ଆମେ ଏହାକୁ ଅଣଦେଖା କରୁ। ତେବେ ଜଣେ ଆମେରିକୀୟ…

ଓ୍ବାନ ନେଶନ, ଓ୍ବାନ ଇଲେକଶନକୁ ନେଇ ଗୋଟିଏ ସ୍ବରରେ ବିରୋଧୀ କହିଲେ, ‘ହତାସ ହେଉଛନ୍ତି ଭାଜପା ଆଉ ପ୍ରଧାନମନ୍ତ୍ରୀ ମୋଦି’

ନୂଆଦିଲ୍ଲୀ,୧।୯: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କେନ୍ଦ୍ର ସରକାର ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ସଂସଦର ସ୍ବତନ୍ତ୍ର ଅଧିବେଶନ ବିଷୟରେ ସୂଚନା ଦେଇଛନ୍ତି। ଏହି ଅଧିବେଶନରେ…

ଭାରତରେ ‘ଜୱାନ’ର ଆଡଭାନ୍ସ ବୁକିଂ ଆରମ୍ଭ

ମୁମ୍ବାଇ: ପ୍ରଶଂସକମାନେ ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ପ୍ରଶଂସକମାନେ ଏହାର ଆଡଭାନ୍ସ ବୁକିଂ ଆରମ୍ଭକୁ ଅପେକ୍ଷା କରି ରହିଛନ୍ତି। ତେବେ କିଛି ଦିନ…

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧।୯: ମୁମ୍ବାଇରେ ‘ଇଣ୍ଡିଆ’ମିଳିତ ମଞ୍ଚର ଦ୍ୱିତୀୟ ଦିନର ବୈଠକ ଶୁକ୍ରବାରସେପ୍ଟେମ୍ବର ୧, ୨୦୨୩ରେ ଜାରି ରହିଛି। ଏହି ବୈଠକରେ ଯୋଗଦେବା ପୂର୍ବରୁ ଉଦ୍ଧବ ବାଲାସାହେବ ଠାକରେଙ୍କ ଶିବସେନାର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଗଣମାଧ୍ୟମ ସହ କଥା ହୋଇଥିଲେ। ସେ…

ଆଜି ଲଞ୍ଚ୍‌ ହେବ ନାହିଁ ଇଣ୍ଡିଆ ମେଣ୍ଟର ଲୋଗୋ

ମୁମ୍ବାଇ,୧।୯: ଇଣ୍ଡିଆ ମେଣ୍ଟ ବୈଠକର ଦ୍ୱିତୀୟ ଦିନରେ ଲୋଗୋ ଉପରେ ଏ ପର୍ଯ୍ୟନ୍ତ ସହମତ ପ୍ରକାଶ ପାଇନାହିଁ। ତେଣୁ ଆଜି ଲୋଗୋ ଲଞ୍ଚ୍‌ ହେବ ନାହିଁ। ୬ଟି ଲୋଗୋରୁ ଗୋଟିଏକୁ ଚୂଡାନ୍ତ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ , ଲୋଗୋରେ ପରିବର୍ତ୍ତନ…

ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଟିମ ଇଣ୍ଡିଆକୁ ସତର୍କ କରାଇଲେ କୋହଲି

ନୂଆଦିଲ୍ଲୀ,୧।୯: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲେକେଲେ କ୍ରିକେଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ…

ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ବମ୍‌ ଲଗାଇ ଉଡ଼ାଇ ଦେବାକୁ ଯୋଜନା

ତାଳଚେର,୧ା୯(ମନୋଜ ନନ୍ଦ): ତାଳଚେର ବ୍ଲକ ଅନ୍ତର୍ଗତ ନନ୍ଦିରା ଛକସ୍ଥିତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ଗେଟ୍‌ ନିକଟରେ ଏକ ବମ୍‌ ପଡ଼ିଥିବା ଦେଖିବାକୁ ମିଲିଥିଲା। ଖବର ପାଇ ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହିତ ଉକ୍ତ ରାସ୍ତାର…

ମାଲାୟାଲମ ଟେଲି ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ପରଲୋକ

ମୁମ୍ବାଇ: ମନୋରଞ୍ଜନ ଜଗତରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ପରଲୋକ ଗଟିଛି। ଗୁରୁବାର ରାତିରେ ତାଙ୍କ ଘରୁ ତାଙ୍କର ମୃତଦେହ ମିଳିଛି। ତାଙ୍କ ମୃତ୍ୟୁ ଖବରରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରୁ ପାଣିଗଣ୍ଡା ରାସ୍ତା ସାମ୍ପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଜନଅସନ୍ତୋଷ ଦେଖାଯାଇଛି। ଶୁକ୍ରବାର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତବାସୀ ଏକାଠି ହେବା ସହ ବଜାର କମିଟି ମିଳିତ ବ୍ରାହ୍ମଣୀଗାଁ ବନ୍ଦ…

‘ମମତା ବାନାର୍ଜୀଙ୍କ ହାତରେ ଲାଗିଛି ରକ୍ତର ଛିଟା’

କୋଲକତା,୧।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ‘ଖେଲା ହବେ’ର ସ୍ଲୋଗାନକୁ ଦୋହରାଇଛନ୍ତି। ଏ ନେଇ ଭାଜପା ତାଙ୍କୁ ଟାର୍ଗେଟ୍‌ କରିଛି। ପଶ୍ଚିମବଙ୍ଗର ଭାଜପା ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଅଗ୍ନିମିତ୍ର ପାଲ କହିଛନ୍ତି ଯେ, ମମତା ବାନାର୍ଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?