ସାମାଜିକ ବାସନ୍ଦ ଅଭିଯୋଗ
ବରଗଡ଼ ଅଫିସ୍,୨୫।୫: ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁ ଗ୍ରାମର ରୋହିଦାସ ପଡ଼ା(ଚମାର ପଡ଼ା)ବାସୀଙ୍କୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ପଡ଼ାବାସୀ ଶୁକ୍ରବାର ଏସ୍ପି ପି.ଏସ୍.ମୀନାଙ୍କୁ ଫେରାଦ ହୋଇଥିଲେ। ଏସ୍ପିଙ୍କୁ ଏକ ଅଭିଯୋଗ…
ହାତୀ ଆକ୍ରମଣରେ ୱାର୍ଡ ମେମ୍ବର ମୃତ
କେନ୍ଦୁଝର,୨୫।୫: ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ନୂଆଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଦୁତୀୟା ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ ବୋଲି ଜଣାପଡ଼ିଛି। ସେ ଆକୁଳ ପଞ୍ଚାୟତ ୧୦ ନଂ…
ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ ଏଏସ୍ଆଇ
ଭେଡ଼େନ,୨୫ା୫(ଡି.ଏନ୍.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଧୁବେନପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ଏଏସ୍ଆଇ ରାମଚନ୍ଦ୍ର ଦାଶ ଆକ୍ରମଣର ଶିକାର ହୋଇଛନ୍ତି। ଅଭିଯୁକ୍ତଙ୍କ କଟୁରୀ ଚୋଟରେ ତାଙ୍କର ମୁଣ୍ଡ ଓ ହାତରେ ଗଭୀର…
ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ପ୍ରବୀଣ ସୁଦ
ନୂଆଦିଲ୍ଲୀ,୨୫।୫: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନୂତନ ନିର୍ଦ୍ଦେଶକ ଆଇପିଏସ ପ୍ରବୀଣ ସୁଦ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ହେବ। ଏହାପୂର୍ବରୁ ଆଇପିଏସ ପ୍ରବୀଣ ସୁଦ କର୍ନାଟକର ଡିଜିପି ଥିଲେ। ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ…
ଜାତିଆଣ ଆକ୍ଷେପ ମାମଲା: କ୍ଷମା ମାଗିଲେ ସ୍ପାନିଶ୍ ଲିଗ୍ ସଭାପତି
ମାଡ୍ରିଡ୍,୨୫ା୫: ସ୍ପାନିସ୍ ଲିଗ୍ ଫୁଟବଲରେ ବ୍ରାଜିଲର ଫରଓ୍ବାର୍ଡ ଖେଳାଳି ଭିନିସିୟସ୍ ଜୁନିୟରଙ୍କ ଜାତିଆଣ ଆକ୍ଷେପ ମାମଲାରେ କ୍ଷମାପ୍ରାର୍ଥନା କରିଛନ୍ତି ସ୍ପାନିଶ ଲିଗ୍ ସଭାପତି ଜାଭିଏର ଟେବାସ୍। ଭାଲେନ୍ସିଆ ବିପକ୍ଷରେ ରିୟଲ ମାଡ୍ରିଡ୍ର ୧-୦ ପରାଜୟରେ ମଷ୍ଟାଲ୍ଲା ଷ୍ଟାଡିୟମରେ ଜାତିଆଣ ଆକ୍ଷେପ ହେବା…
ଶୁଣ୍ଢରେ ଟେକି କଚାଡ଼ି ଦେଲା ଦନ୍ତା
ଆନନ୍ଦପୁର,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲରେ ଖାଦ୍ୟ ଅଭାବ ଜନିତ ସମସ୍ୟାକୁ ନେଇ ବନ୍ୟଜନ୍ତୁ ଏବେ ଗାଁମୁହାଁ ହେବା ଚିନ୍ତାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ହାତୀ…
ନୂଆ ସଂସଦ ଉଦ୍ଘାଟନୀ ସମାରୋହକୁ ବର୍ଜନ କରିବା ଉପରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ଶାହା, କହିଲେ କଂଗ୍ରେସ ସହ ଚାଲୁଥିବା ଲୋକ…
ନୂଆଦିଲ୍ଲୀ,୨୫।୫: ନୂତନ ସଂସଦ ଭବନର ଉଦ୍ଘାଟନୀ ସମାରୋହକୁ ବର୍ଜନ କରିବା ନିଷ୍ପତ୍ତିକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ଗୁରୁବାର ଆସାମରେ ଶାହା କହିଛନ୍ତି, କଂଗ୍ରେସ ଦଳର ମନୋଭାବ ନକାରାତ୍ମକ। ଦେଶକୁ ଏକ ନୂତନ ସଂସଦ…
୬୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଅଭିନେତା
ମୁମ୍ବାଇ: ଭେଟେରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆସାମର ରୁପାଲି ବାରୁଆଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅଧିକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା…
ମଣିପୁର ଗସ୍ତ କରିବେ ଅମିତ ଶାହା
ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବେ। ଆସାମର ଗୁଆହାଟୀରେ ଶାହା କହିଛନ୍ତି, ସମସ୍ତ ବିବାଦର ସମାଧାନ ପାଇଁ ସେ ରାଜ୍ୟ ଗସ୍ତ କରିବେ, କିନ୍ତୁ ସମସ୍ତ ଗୋଷ୍ଠୀ ଶାନ୍ତି ବଜାୟ ରଖିବା ଉଚିତ୍।…
ମନ୍ଦିରରେ ଉଡିବ ହଳଦିଆ ପତାକା: ନିର୍ବାଚନ ପୂର୍ବରୁ ଗେହଲଟଙ୍କ ଘୋଷଣା
ଜୟପୁର,୨୫।୫: କର୍ନାଟକରେ ବିଜୟ ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ଼ ଘୋଷଣା କରିଛନ୍ତି। ଗୁରୁ-ପୁଷ୍ପଙ୍କ…
କାଳବୈଶାଖୀ ବର୍ଷା: ଗରମରୁ ମିଳିଲା ସାମାନ୍ୟ ତ୍ରାହି
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସକାଳୁ ଗରମରେ ଛଟପଟ ହେଉଥିବା ରାଜଧାନୀବାସୀ ଅପରାହ୍ନଠାରୁ କାଳବୈଶାଖୀ ବର୍ଷା ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବିଜୁଳି ଘଡ଼ଘଡ଼ି ମାରିବା ସହ…
ବେବି ବମ୍ପ ଲୁଚାଉଛନ୍ତି ଅଙ୍କିତା!
ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ। ସେ ଶୋ ‘ପବିତ୍ର ରିସ୍ତା’ରୁ ଅର୍ଚ୍ଚନା ଭୂମିକାରେ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଅଙ୍କିତା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ। ସେ…
Archives


