Home Left

ମହିଳାଙ୍କୁ ରକ୍ଷା ବନ୍ଧନର ଉପହାର ଦେବେ କର୍ନାଟକ ସରକାର, ପ୍ରତି ମାସରେ ମିଳିବ ୨୦୦୦ ଟଙ୍କା

ବେଙ୍ଗାଲୁରୁ,୨୮।୮: କର୍ନାଟକର ସିଦ୍ଦରାମାୟା ସରକାର ଗୃହଲକ୍ଷ୍ମୀ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ବୁଧବାର ଗୃହଲକ୍ଷ୍ମୀ ଯୋଜନା ଆରମ୍ଭ କରିବେ। ଖାର୍ଗେ ଏବଂ ରାହୁଲଙ୍କ…

ଗୀତ ମାଧ୍ୟମରେ ସରକାରଙ୍କ ନିକଟରେ ଗୁହାରି କଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ

କଳିଙ୍ଗନଗର,୨୮ା୮(ଶୁଭାଶିଷ ରାଉତ): ୫-ଟି ସଚିବ ଭିକେ ପାଣ୍ଡିଆନ ମଙ୍ଗଳବାର ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ପୂର୍ବରୁ ଗୀତ ମାଧ୍ୟମରେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ରଗଡ଼ି ଅଞ୍ଚଳର ଦିବ୍ୟାଙ୍ଗ ପ୍ରଫୁଲ…

ଟମାଟୋ କିଲୋ ୨୦ ଟଙ୍କା

ବେଙ୍ଗାଲୁରୁ,୨୮।୮: ସାରା ଦେଶରେ ଟମାଟୋ ଦାମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ରୋଷେଇ ଘରୁ ଯେମିତି ଉଭାନ ହୋଇ ଯାଇଥିଲା। ଏବେ କିନ୍ତୁ ଏହାର ଦାମ କମ ହୋଇଯାଇଛି। କିଛି ସପ୍ତାହ ପୂର୍ବରୁ ବଜାରରେ ଟମାଟୋ ଦାମ ୧୪୦ ଟଙ୍କାରୁ…

‘ଇଣ୍ଡିଆ’ ମେଣ୍ଟ ୩ୟ ବୈଠକ ପୂର୍ବରୁ ଜୟନ୍ତ ଚୌଧୁରୀଙ୍କ ବଡ଼ ବୟାନ, କହିଲେ କେଉଁ ପ୍ରସଙ୍ଗ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ବିରୋଧୀ ଦଳ ମିଳିତ ଭାବେ ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି। ପାଟନା ଏବଂ କର୍ନାଟକରେ ‘ଇଣ୍ଡିଆ’ର ଦୁଇଟି ବୈଠକ ପରେ ମୁମ୍ବାଇରେ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର୧ରେ ତୃତୀୟ ବୈଠକ…

ଚୋରାଚାଲାଣ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି: ୩୫ ନିର୍ଦ୍ଦୋଷରେ ଖଲାସ, ୫୨ ଜଣଙ୍କୁ ୩ ବର୍ଷ ଜେଲ

ପାଟନା,୨୮।୮: ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଚୋରାଚାଲାଣ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ରାୟ ଦେଇଛନ୍ତି। ସ୍ବତନ୍ତ୍ର ସିବିଆଇ ବିଚାରପତି ବିଶାଲ ଶ୍ରୀବାସ୍ତବଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୨୫ ଅଭିଯୁକ୍ତଙ୍କ ମଧ୍ୟରୁ ୩୫ ଅଭିଯୁକ୍ତ ନିର୍ଦ୍ଦୋଷରେ…

ଚାଇନାକୁ ଆସୁଥିବା ଯାତ୍ରୀଙ୍କର ଆଉ ହେବନି କୋଭିଡ୍‌ ଟେଷ୍ଟ

ବେଜିଂ,୨୮।୮: କରୋନା ମହାମାରୀ ସହ ସଂଗ୍ରାମ କରୁଥିବା ଚାଇନା ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଯାତ୍ରୀମାନଙ୍କୁ ଦେଶରେ ପ୍ରବେଶ କରିବା ପାଇଁ କୋଭିଡ ପରୀକ୍ଷା କରିବାକୁ ପଡ଼ିବ ନାହିଁ।…

ଏହା ପ୍ରତିଶୋଧର ରାଜନୀତି ନୁହେଁ, ଆମେ କେବଳ ନ୍ୟାୟ ଚାହୁଁଛୁ: ଶିବକୁମାର

ବେଙ୍ଗାଲୁରୁ,୨୮।୮: କରୋନା ସମୟରେ ଭାଜପା ସରକାର ସମୟରେ ଡାକ୍ତରଖାନାରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ କରିବେ କର୍ନାଟକ ସରକାର। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ, ତାଙ୍କ ସରକାର ପ୍ରତିଶୋଧର ରାଜନୀତି କରୁନାହାଁନ୍ତି, କେବଳ ସେ ଲୋକମାନଙ୍କୁ ନ୍ୟାୟ ମିଳୁ…

ନୂଆ ଲୁକ୍‌ରେ ନଜର ଆସିଲେ କୋହଲି

ନୂଆଦିଲ୍ଲୀ,୨୮।୮: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପ ୨୦୨୩ ପୂର୍ବରୁ ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଏସିଆ କପ ୩୦ ଅଗଷ୍ଟରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏଥି…

ନାଲ୍‌କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍‌କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ…

ଗର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କଲେ ଅରମାନ

ମୁମ୍ବାଇ: ବଲିଉଡର ଗାୟକ ଅରମାନ ମଲିକ ତାଙ୍କ ଗୀତ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ନିଜ ସ୍ବର ସହିତ ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି। ଏହି ସମୟରେ ଅରମାନ ମଲିକ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ଫ୍ୟାଶନ ଇନ୍‌ଫ୍ଲଏନ୍ସର…

ଶୋଇବା ସମୟରେ ମୋବାଇଲ ଚାର୍ଜ କରୁଥିଲେ ରୁହନ୍ତୁ ସତର୍କ, ନଚେତ୍‌…

ଆଜିର ସମୟରେ ମୋବାଇଲ ମାନବ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। କାହା ହାତରେ କିଛି ଥାଉ ନ ଥାଉ ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ଅଛି। ଲୋକମାନଙ୍କୁ ମୋବାଇଲ ନିଶା ଏତେ ଘାରିଛି ଯେ, ଉଠିବାଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ…

ଇମ୍ରାନ୍‌ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ଜେଲରେ ସୁବିଧା ବୃଦ୍ଧି କଲେ ସରକାର

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲରେ ଅନେକ ସୁବିଧା ଦିଆଯାଇଛି। ଇମ୍ରାନ୍‌ଙ୍କ କୋଠରୀରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ପଞ୍ଜାବର ଆଇଜି ଜେଲ ମିଆନ ଫାରୁକ ନଜିର ରବିବାର ଅଟକ ଜେଲ ପରିଦର୍ଶନ କରିଛନ୍ତି। ଇମ୍ରାନ୍‌ ଖାନ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?