ଆରମ୍ଭ ହେଲା ‘ଜିଓ ଭାରତ ୪ଜି’ ଫୋନର ବିକ୍ରି, ମୂଲ୍ୟ ୧୦୦୦ଟଙ୍କାରୁ କମ୍…
ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଜିଓ ଏହାର ନୂତନ ଉତ୍ପାଦ ଜିଓଭାରତ ୪ଜି ଫୋନ୍ ବଜାରକୁ ଆଣିଛି। ସୋମବାରଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍ ଇଣ୍ଟରନେଟ୍ ବ୍ୟବହାର ସହ ହଜାର ହଜାର ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ୨ଜିରୁ ୪ଜିକୁ ଆସିବା ଲାଗି…
କର୍ମଚାରୀଙ୍କୁ ଉପହାର ଦେଲା ‘ଗୋ ଫାଷ୍ଟ’
ନୂଆଦିଲ୍ଲୀ,୨୯।୮: ଦୀର୍ଘ ଦିନ ଧରି ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଥିବା ଏୟାରଲାଇନ୍ସ କମ୍ପାନୀ ‘ଗୋ ଫାଷ୍ଟ’ କର୍ମଚାରୀମାନଙ୍କୁ ଉପହାର ଦେଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରକ୍ଷା ବନ୍ଧନ ଏବଂ ଗଣେଶ ପୂଜା ପୂର୍ବରୁ କମ୍ପାନୀ କର୍ମଚାରୀମାନଙ୍କୁ ଜୁନ ମାସର ଦରମା…
‘ଏକ୍ସ’ରେ ଲିଙ୍କଡିନ୍ ଭଳି ଫିଚର ଆଣିଲେ ମସ୍କ, ଚାକିରି ଖୋଜିବାରେ…
ନୂଆଦିଲ୍ଲୀ,୨୯।୮: ଟୁଇଟରକୁ କିଣିବା ପରଠାରୁ ପ୍ଲାଟଫର୍ମ ସହ ଭିନ୍ନ ଭିନ୍ନ ପରୀକ୍ଷଣ କରୁଛନ୍ତି ଏଲନ ମସ୍କ। ନିକଟରେ ସେ ଏହାର ଲୋଗୋକୁ ବଦଳାଇ ‘ଏକ୍ସ’ କରିଥିଲେ। ଏବେ ଏହା ପ୍ରଫେସନାଲ ନେଟଓ୍ବାର୍କିଂ କ୍ଷେତ୍ରକୁ ଓହ୍ଲାଇବ। ମସ୍କ ହାୟରିଂର ବିଟା ଭର୍ସନ ଲଞ୍ଚ…
ବୀମା କାରୋବାରକୁ ଓହ୍ଲାଇବ ଜିଓ ଫାଇନାନ୍ସିଆଲ
ନୂଆଦିଲ୍ଲୀ,୨୯।୮: ବୀମା କାରୋବାରକୁ ଓହ୍ଲାଇବେ ମୁକେଶ ଅମ୍ବାନୀ। ଏନେଇ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଏଜିଏମ୍ ବୈଠକରେ ସ୍ପଷ୍ଟ କରି କହିଛନ୍ତି, ଜିଓ ଫାଇନାନ୍ସିଆଲ ସର୍ଭିସେସ ବୀମା କାରୋବାରକୁ ଓହ୍ଲାଇବ। ଏଥିଲାଗି କୌଣସି ବିଦେଶୀ କମ୍ପାନୀ ପାର୍ଟନର ହୋଇପାରେ। କମ୍ପାନୀ ଜୀବନ, ସାଧାରଣ…
ନୁହ ହିଂସାକୁ ନେଇ ଅନିଲ ବିଜ୍ଙ୍କ ବଡ ବୟାନ, କହିଲେ ଅଭିଯୁକ୍ତଙ୍କ ମଧ୍ୟରେ କଂଗ୍ରେସ କର୍ମୀ ସାମିଲ
ଚଣ୍ଡିଗଡ,୨୯।୮: ନୁହ ହିଂସାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ ଏକ ବଡ଼ ବୟାନ ଦେଇଛନ୍ତି। ବିଜ୍ କହିଛନ୍ତି ଯେ ଏହି ମାମଲାରେ ଧରାପଡିଥିବା ଲୋକଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ଯେ , ଏ ସବୁ କଂଗ୍ରେସ ଦ୍ୱାରା କରାଯାଇଛି।…
କମାନ୍ତୁ ପେଟ ଚର୍ବି
ସାଧାରଣତଃ ମୋଟା ହେଲେ କିମ୍ବା ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପ୍ରଥମେ ପେଟରେ ଚର୍ବି ଜମିବା ଆରମ୍ଭ ହୋଇଯାଏ। ଯାହାକି ଫିଗରକୁ ଖରାପ କରିଥାଏ। ହେଲେ ଏପରି ସମସ୍ୟା କମାଇ ନିଜକୁ ଏକ ଷ୍ଟାଇଲିସ୍ ତଥା ସୁନ୍ଦର ଲୁକ୍ ଦେବାକୁ…
ବୁଧବାରଠାରୁ ‘ଏସିଆ କପ୍ ୨୦୨୩’: ୬ ଟିମ୍ ମଧ୍ୟରେ ହେବ ଲଢ଼େଇ, ଜାଣନ୍ତୁ ଏହାର ଫର୍ମାଟ ଏବଂ କିଭଳି ଦେଖିବେ…
ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୩୦ରୁ ୬ ଟିମ୍ ମଧ୍ୟରେ ଏସିଆନ୍ ଚାମ୍ପିୟନ ହେବାର ମୁକାବିଲା ଆରମ୍ଭ ହେବ। ନେପାଳ ଲାଗି ଏଥର ପ୍ରଥମ ଏସିଆ କପ୍ ହୋଇଥିବା ବେଳେ ଭାରତର ନଜର ୮ଥର ଲାଗି ବିଜେତା ହେବା ଉପରେ ରହିଛି। ଏହି ଟୁର୍ନାମେଣ୍ଟରେ…
ଆତ୍ମସୁରକ୍ଷା
ଆଜିର ଦିନରେ ଚାରିଆଡ଼େ ଅପରାଧ ଏତେମାତ୍ରାରେ ବଢ଼ିଚାଲିଛି ଯେ, ପିଲାଠୁ ବୃଦ୍ଧ ସମସ୍ତେ ବିଶେଷ କରି ନାରୀମାନେ ଅସୁରକ୍ଷିତ। ତେଣୁ ପାଠପଢ଼ା, ଜବ୍ ଆଦି ଲାଗି ବାହାରକୁ ଯାଉଥିବା, ଏକାକୀ ବାହାରେ ରହୁଥିବା ଝିଅ କିମ୍ବା ମହିଳାଙ୍କଠାରୁ ଆରମ୍ଭ କରି ଗୃହିଣୀମାନେ…
ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ: ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯।୮: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ୧୧ ଅଗଷ୍ଟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନ ଉପରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଥିଲେ।…
ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ବିଷୟରେ ଜାଣନ୍ତୁ ରୋଚକ ତଥ୍ୟ
ନୂଆଦିଲ୍ଲୀ,୨୯।୮: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଗଷ୍ଟ ୨୯, ୧୯୦୫ରେ ପ୍ରୟାଗରାଜ (ପୂର୍ବରୁ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିଲେ। ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳି ଥିଲେ ଧ୍ୟାନଚାନ୍ଦ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ…
ପାକିସ୍ତାନ-ନେପାଳ ବିପକ୍ଷରେ ଖେଳିବେ ନାହିଁ ରାହୁଲ, ଏସିଆ କପ ପୂର୍ବରୁ ଦ୍ରାବିଡଙ୍କ ବୟାନ
ନୂଆଦିଲ୍ଲୀ,୨୯।୮: ଏସିଆ କପ ପାଇଁ ଶ୍ରୀଲଙ୍କା ଯିବା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଫିଟନେସ ଉପରେ ଏକ ଅପଡେଟ୍ ଦେଇଛନ୍ତି। ମଙ୍ଗଳବାର ମୁଖ୍ୟ କୋଚ୍ କହିଛନ୍ତି ଯେ, କେ.ଏଲ ରାହୁଲ…
‘ଯଦି ଟି୨୦ରେ ସଫଳ, ତେବେ ଦିନିକିଆରେ ବିଫଳ କାହିଁକି ହେଉଛି’
ନୂଆଦିଲ୍ଲୀ,୨୯।୮: ଏସିଆ କପ୍ ଲାଗି ଭାରତୀୟ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା। ମଧ୍ୟକ୍ରମରେ ଶ୍ରେୟାସ ଆୟର ଖେଳି ନ ପାରିଲେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ। ହେଲେ ସୂର୍ଯ୍ୟକୁମାରଙ୍କ ଦିନିକିଆ ପ୍ରଦର୍ଶନ ସେତେଟା ଉଲ୍ଲେଖନୀୟ…

