ବର୍ଷରେ ଦୁଇଦିନ ଖୋଲେ ମୁଖ୍ୟ ସମାଧି ମନ୍ଦିର
ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ପଶ୍ଚିମକୁ ୨୨ କିଲୋମିଟର ଗଲେ ଖଲିଆପାଲି ଗ୍ରାମରେ ରହିଛି ସନ୍ଥ କବି ଭୀମଭୋଇଙ୍କ ଆଶ୍ରମ। ଏହି ମହିମା ଆଶ୍ରମ ଥିଲା କବିଙ୍କ କର୍ମସ୍ଥଳ। ବହୁ ସ୍ଥାନ ବୁଲିବା ପରେ ଶେଷରେ କବି ଖଲିଆପାଲିକୁ ହିଁ…
ଟିପିସିଓଡିଏଲ୍ ପକ୍ଷରୁ ଇ-ବାଇକ୍ର ଶୁଭାରମ୍ଭ
ଭୁବନେଶ୍ୱର,୯।୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଇ-ବାଇକ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍ର କର୍ପୋରେଟ୍ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ କମ୍ପାନୀର ୧୫ କର୍ମଚାରୀଙ୍କୁ ଗୋଟିଏ…
୬ ପଞ୍ଚାୟତ ଜଳସେଚନରୁ ବାଦ୍
ଲୋଇସିଂହା,୯।୬(ଡି.ଏନ.ଏ.): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚଳିତ ବର୍ଷରୁ ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖାଯିବ ଏବଂ ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏନେଇ ଭୂତଳ ପାଇପ ଲାଇନ କାମ ଆରମ୍ଭ…
ବାଧାମୁକ୍ତ ଦାବି ସମାଧାନର ବ୍ୟବସ୍ଥା
ଭୁବନେଶ୍ୱର,୯।୬: ଏଚ୍ଡିଏଫ୍ସି ଏର୍ଗୋ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ବାଲେଶ୍ୱର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ସମ୍ପର୍କୀୟ ଓ ପ୍ରଭାବିତ ବୀମାଧାରୀମାନଙ୍କୁ ସହାୟତାର ହାତ ବଢ଼ାଇଛି। ବିଶେଷକରି କମ୍ପାନୀ ସହ ଜଡ଼ିତ ବୀମାଧାରୀଙ୍କ ବୀମା ସମ୍ପର୍କିତ ସୂଚନା…
ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ
କୁଚିଣ୍ଡା,୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାରେଜ ନିର୍ମାଣ ଆଳରେ ଆର୍ଏସ୍ଏ କମ୍ପାନୀ ବେଆଇନ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରି କି ଖବରଦାତାମାନେ କୁଚିଣ୍ଡା ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ…
ଚିରାଫଟା ହୋର୍ଡିଂ ଯୋଗୁ ଦୁର୍ଘଟଣା
ରାଉରକେଲା ଅଫିସ,୯।୬: ସ୍ମାର୍ଟସିଟି ରାଉରକେଲାର ପ୍ରମୁଖ ସ୍ଥାନମାନଙ୍କରେ ଆର୍ଏମ୍ସିର ଅନୁମୋଦନ କ୍ରମେ ବିଭିନ୍ନ ନାମୀଦାମୀ କମ୍ପାନୀର ବିଜ୍ଞାପନ ହୋର୍ଡିଂ ଲାଗିଛି। ଏହି ହୋର୍ଡିଂଗୁଡିକ ବିଭିନ୍ନ ସମୟରେ ବର୍ଷା ପବନରେ ଫାଟିଯାଇ ପତାକା ଭଳି ଉଡୁଛି। ପବନ ହେଲେ ଏହି ଚିରାଫଟା ହୋର୍ଡିଂ…
ମିସୋର ନ୍ୟୁ ବ୍ରାଣ୍ଡ୍ ଆଇଡେଣ୍ଟି ଉନ୍ମୋଚିତ
ଭୁବନେଶ୍ୱର,୯।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍ଫର୍ମ ମିସୋର ନବୀକରଣ ଯୋଗ୍ୟ ନୂତନ ବ୍ରାଣ୍ଡ୍ ଆଇଡେଣ୍ଟି ନିକଟରେ ଉନ୍ମୋଚିତ ହୋଇଯାଇଛି। ୱାନ୍ ଷ୍ଟପ୍ ଭୂ-ସମାନ୍ତର ପ୍ଲାଟ୍ଫର୍ମ ଭାବେ ଏହାର ସ୍ଥିତିକୁ ମଜଭୁତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି, ଯାହା ଲକ୍ଷ ଲକ୍ଷ ଭାରତୀୟ…
୧୦ ଏକର କାଜୁ ବଗିଚାରେ ଲାଗିଲା ନିଆଁ
କୁତ୍ରା,୯ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ପତ୍ରାପଡ଼ା ନିକଟ ପ୍ରାୟ ୧୦ ଏକର ଜମିରେ ଥିବା କାଜୁ ବଗିଚାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ କାଜୁ ବାଦାମ ଗଛ ବିଶେଷ କ୍ଷତି ହୋଇ ନ ଥିବା ବେଳେ…
‘ଔରଙ୍ଗଜେବଙ୍କ ପୂନର୍ଜନ୍ମ ଶରଦ ପାଓ୍ବାର’, ଭାଜପା ନେତା ନୀଲେଶ ରାଣେ କହିଲେ- ନିର୍ବାଚନ ଆସୁ ଆସୁ କଲେ ମୁସଲମାନଙ୍କ ଚିନ୍ତା
ମୁମ୍ବାଇ,୯।୬: ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନୀଲେଶ ରାଣେ ଗୁରୁବାର କହିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ଔରଙ୍ଗଜେବଙ୍କ ପୁନର୍ଜନ୍ମ । ଏନସିପି ଏହା ବିରୋଧରେ ଶୁକ୍ରବାର ମୁମ୍ବାଇରେ ଜେଲ ଭରୋ ଆନ୍ଦୋଳନ ଘୋଷଣା କରିଛି। ଭାଜପା…
ବଜାରରେ ମହିନ୍ଦ୍ରାର ନ୍ୟୁ ସୁପ୍ରୋ ସିଏନ୍ଜି ଡୁଓ
ଭୁବନେଶ୍ୱର,୯।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ସୁପ୍ରୋ ସିଏନ୍ଜି ଡୁଓ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ପ୍ରଥମଧରଣର ଡୁଆଲ ଫୁଏଲ ଏସ୍ସିଭି…
ଭାରତ ସେମିଫାଇନାଲରେ
କାକାମିଗାହାରା(ଜାପାନ), ୯ା୬: ଭାରତୀୟ ଜୁନିୟର ମହିଳା ହକି ଦଳ ଏସିଆ କପ୍ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଅନ୍ତିମ ପୁଲ୍ ମ୍ୟାଚରେ ଚାଇନିଜ ତାଇପେକୁ ୧୧-୦ ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ଦ୍ୱାରା ଦଳ ପୁଲ୍ ‘ଏ’ରେ ଅପରାଜେୟ ରହିବା…
ପଲିଥିନ କଟକଣା ଧର୍ମକୁ ଆଖିଠାର
ସୋନପୁର,୯।୬(ନି.ପ୍ର.): ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ଗଠନର ଲକ୍ଷ୍ୟ ନେଇ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଜ୍ଞପ୍ତି ସଂଖ୍ୟା ଜିଆରଏସ/୩୨୦(ଇ)କୁ ଆଧାର କରି ଏହି…
Archives


