ଡବ୍ଲୁଟିସି ମ୍ୟାଚ ମଧ୍ୟରେ ଟିମ୍ ଇଣ୍ଡିଆକୁ ବିଜୟ ମନ୍ତ୍ର ଦେଲେ ହରଭଜନ ସିଂ
ନୂଆଦିଲ୍ଲୀ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଆଜି ହେଉଛି ତୃତୀୟ ଦିନ। ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଭାରତୀୟ ଦଳ ବ୍ୟାକଫୁଟରେ ଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୧୫୧ରନ ସ୍କୋରରେ ୫…
‘ପାକିସ୍ତାନ ଉପରେ ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିବା ଉଚିତ’, ରାଜ୍ୟପାଳ ପୋରୋହିତ
ଚଣ୍ଡିଗଡ଼,୯।୬: ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରାଯିବାକୁ ଦାବି ଉଠିଛି। ପଞ୍ଜାବର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ କହିଛନ୍ତି ପାକିସ୍ତାନ ଦ୍ୱାରା ଲଗାତାର ଡ୍ରୋନ ମାଧ୍ୟମରେ ଭାରତକୁ ଡ୍ରଗ୍ସ, ନିଶା ଔଷଧ ପଠାଯାଉଛି। ଯଦି ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ଷଡଯନ୍ତ୍ର…
ରାହୁଲଙ୍କୁ ସମାଲୋଚନା ପରେ ଜୟଶଙ୍କରଙ୍କ ଉପରେ ବର୍ଷିଲା କଂଗ୍ରେସ
ନୂଆଦିଲ୍ଲୀ,୯।୬: ରାହୁଲ ଗାନ୍ଧୀ ଆମେରିକାରେ ଦେଇଥିବା ମନ୍ତବ୍ୟକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କଂଗ୍ରେସକୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାହୁଲ ଗାନ୍ଧୀ ବିଦେଶରେ ଭାରତକୁ ସମାଲୋଚନା କରିବା ଏବଂ ରାଜନୀତିକ ମନ୍ତବ୍ୟ ଦେବା ତାଙ୍କର ଏକ ଅଭ୍ୟାସ। ଏହାର…
ନଭେମ୍ବରରେ ବିବାହ କରିବେ ପରିଣିତି!
ମୁମ୍ବାଇ: ପରିଣିତି ଚୋପ୍ରା ଓ ଉଦୟ ଚଢା ଗତ କିଛିଦିନ ହେବ ଖୁବ ଚର୍ଚ୍ଚାରେ ରହୁଛନ୍ତି। ଏହା ସେମାନଙ୍କ ପର୍ସନାଲ ଲାଇଫ ବା ବିବାହକୁ ନେଇ। ଗତ ମାସରେ ବଲିଉଡ କୁଇନ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା…
ଗ୍ୟାଙ୍ଗଷ୍ଟର ସଞ୍ଜୀବଙ୍କ ପତ୍ନୀ ପାୟଲଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୯।୬: ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କ ପତ୍ନୀ ପାୟଲ ମହେଶ୍ୱରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଲକ୍ଷ୍ନୌ କୋର୍ଟ ପରିସରରେ ସଞ୍ଜୀବଙ୍କୁ ହତ୍ୟା କରାଯିବା ପରେ ଶବ ସଂସ୍କାର ପାଇଁ ତାଙ୍କ ପତ୍ନୀ କୋର୍ଟଙ୍କୁ କିଛିଦିନ ପାଇଁ ଜାମିନ କରିବା ଲାଗି ଆବେଦନ…
ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ ବିରୋଧରେ ମାମଲାର ଶୀଘ୍ର ଶୁଣାଣି କରିବାକୁ ମନା କଲେ ଏସ୍ସି
ନୂଆଦିଲ୍ଲୀ,୯।୬: ସୁପ୍ରିମକୋର୍ଟ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଜାରି ହୋଇଥିବା ଇଣ୍ଟରନେଟ୍ ନିଷେଧାଦେଶ ବିରୋଧରେ ରାଜ୍ୟରୁ ୨ ଜଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବେସ ଏବଂ ଜଷ୍ଟିସ ରାଜେଶ…
ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର
ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଲିଉଡ୍ରେ ପୁଣିଥରେ କାଷ୍ଟିଂ କାଉଚ୍ ଅଭିଯୋଗ ଆସିଛି। ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ନାମରେ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତାମାନଙ୍କୁ…
କାର୍ ଦୁର୍ଘଟଣାରେ ତାମିଲ ନିର୍ଦ୍ଦେଶକ-ଅଭିନେତା ସରନ ରାଜଙ୍କ ପରାଲୋକ
ମୁମ୍ବାଇ: ନିର୍ଦ୍ଦେଶକ ଭେତ୍ରିମାରନଙ୍କ ସହକାରୀ ନିର୍ଦ୍ଦେଶକ ତଥା ସପୋଟିଙ୍ଗ୍ ଅଭିନେତା ସରନ ରାଜଙ୍କ ପରାଲୋକ ଘଟିଛି। କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ସହଯୋଗୀ ଅଭିନେତା ପଲାନିୟପ୍ପନ ମଦ ନିଶାରେ କାର୍ରେ…
କୁନି ଝିଅର ଆଖି ଲାଖିଯିବା ପରି ସାଇକେଲ ଷ୍ଟଣ୍ଟ୍, ଭିଡିଓ ଦେଖିଲେ…
ଛୋଟ ପିଲାମାନେ କଣ୍ଢେଇ କିମ୍ବା ଖେଳନା ସହିତ ଖେଳିବାକୁ ବେଶି ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନେ ଖେଳନା କିଣିବା ପାଇଁ ବେଳେବେଳେ ମା-ବାପାଙ୍କୁ ବିରକ୍ତ ବି କରିଦିଅନ୍ତି। କିନ୍ତୁ ଯେତେବେଳେ ସେମାନେ କ୍ରୀଡ଼ାରେ ଦକ୍ଷତା ହାସଲ କରିଥାନ୍ତି ଅଭିଭାବକମାନେ ନିଶ୍ଚିତ ନିଜକୁ…
ଦ୍ୱିତୀୟ ବିବାହ କରିବେ ‘ଇମଲି’ ଫେମ୍ ଶୁମ୍ବୁଲଙ୍କ ବାପା
ମୁମ୍ବାଇ: ‘ଇମଲି’ ଧାରାବାହିକରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶୁମ୍ବୁଲ ତୌକିର ପ୍ରାୟତଃ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ତାଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଶୁମ୍ବୁଲଙ୍କ ବାପା…
ବିହାର ମୃତଦେହ ପଶ୍ଚିମବଙ୍ଗରେ, ଆଧାରକାର୍ଡରୁ ପଡ଼ିଲା ଜଣା
ଭୁବନେଶ୍ୱର,୯ା୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଭୁଲ୍ବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା। ତେବେ ତାଙ୍କ ପକେଟରୁ ମିଳିଥିବା ଆଧାରକାର୍ଡରୁ ସେ ପଶ୍ଚିମବଙ୍ଗର ନୁହନ୍ତି ବରଂ ବିହାରର ବୋଲି ଜଣାପଡ଼ିବା ପରେ ମୃତଦେହ ପୁଣି ଏମ୍ସ…
ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ଇଭିଏମ ଏବଂ ପେପରଟ୍ରେଲ୍ ମେଶିନର ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ,୯।୬: ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୫ଟି ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ପର୍ଯ୍ୟାୟକ୍ରମେ ଦେଶରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଏବଂ ପେପରଟ୍ରେଲ୍ ମେଶିନର ପ୍ରାଥମିକ ସ୍ତରର ଯାଞ୍ଚ ଆରମ୍ଭ…
Archives


