ବଡ଼ ପରଦାରେ ପୁଣି ୨ ସୁପରଷ୍ଟାରଙ୍କ ଟକ୍କର, କିଏ ମାରିବ ବାଜି
ବମ୍ବେ: ବଡ଼ ପରଦାରେ ‘ଗଦର ୨’ ଏବଂ ‘ଓଏମ୍ଜି ୨’ ପରେ ଦେଖିବାକୁ ମିଳିବ ଆଉ ଏକ ବଡ଼ ଟକ୍କର। ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ ଦୁଇ ବିଗ୍ ବଜେଟ୍ ଫିଲ୍ମ ‘ପୁଷ୍ପା ୨’ ଏବଂ ‘ସିଙ୍ଘମ ଏଗେନ୍’।…
ମଣିପୁର ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା
ଇମ୍ଫାଲ,୧୨।୯: ମଣିପୁରର କାଙ୍ଗପୋକପି ଜିଲାରେ ମଙ୍ଗଳବାର ନିଷିଦ୍ଧ ଉଗ୍ରବାଦୀଙ୍କ ସମୂହ ୩ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ୩ ଜଣ କୁକି ସମ୍ପ୍ରଦାୟର ବୋଲି ଜଣାପଡିଛି। ଉଗ୍ରବାଦୀଙ୍କ ସମୂହ ଗାଡିରେ ଆସି ଇମ୍ଫାଲର ପଶ୍ଚିମ ଏବଂ କାଙ୍ଗପୋକପି…
ରାସ୍ତାରେ ବୋହିଲା ୨୨ ଲକ୍ଷ ଲିଟର ମଦ, ଲୋକଙ୍କ ଘରେ ପଶିଲା…
ଲିସବନ,୧୨।୯: ପର୍ତ୍ତୁଗାଲର ସାଓ ଲୋରେନୋ ଦେ ବାଇରୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବାସ୍ତବରେ, ରବିବାର, ରାସ୍ତାରେ ରେଡ ଓ୍ବାଇନ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ…
ସନାତନ ଧର୍ମକୁ ବିରୋଧ, ମିଳିତ ମେଣ୍ଟ ‘ଇଣ୍ଡିଆ’ର ସୁଚିନ୍ତିତ ରଣନୀତି: ନଡା
ନୂଆଦିଲ୍ଲୀ,୧୨।୯: ସନାତନ ଧର୍ମକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନାଁ ଧରୁନାହିଁ। ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସହ କଂଗେସକୁ ମଧ୍ୟ ଟାର୍ଗେଟ କରିଛି ଭାଜପା। କାରଣ କଂଗ୍ରେସ ଦଳର…
ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ଅଟକ
ଚଣ୍ଡିଗଡ,୧୨।୯: ନିକଟରେ ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ପୋଲିସ ଅଟକ ରଖିଛି। ମାନେସର ବଜାର ଯାଉଥିବାବେଳେ ବୋଲେରୋରେ ଆସିଥିବା ହରିୟାଣା ପୋଲିସ କର୍ମଚାରୀ ତାଙ୍କୁ ଅଟକ ରଖିଥିଲେ। ରାଜସ୍ଥାନ ପୋଲିସ ମଧ୍ୟ ହରିୟାଣା ପୋଲିସ ସହ ଯୋଗାଯୋଗରେ…
ଅମିତ ଶାହାଙ୍କ ଛତିଶଗଡ ଗସ୍ତ ବାତିଲ: ଟାର୍ଗେଟ୍ କଲା କଂଗ୍ରେସ
ନୂଆଦିଲ୍ଲୀ,୧୨।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମଙ୍ଗଳବାର ଛତିଶଗଡ ଗସ୍ତକୁ ବାତିଲ କରାଯାଇଛି। ଏହାର କାରଣ ଜଣାପଡିନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ନେଇ କଂଗ୍ରେସର ଛତିଶଗଡ ୟୁନିଟ ଭାଜପାକୁ ଟାର୍ଗେଟ୍ କରିଛି। ଶାହା ଭାରତୀୟ ଜନତା ପାର୍ଟିର ପରିବର୍ତ୍ତନ…
ପିତା ହୋଇଥିବା ବୁମ୍ରାଙ୍କୁ ଶାହିନ ଦେଲେ ଖାସ୍ ଉପହାର, ହୃଦୟ ଜିଣୁଛି…
କଲମ୍ବୋ,୧୨।୯: ଚଳିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟ ମଝିରେ ପିତା ହୋଇଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା। ଏହାକୁ ନେଇ ତାଙ୍କୁ ସାଥୀ କ୍ରିକେଟରମାନେ ଅଭିନନ୍ଦନ ଜଣାଉଛନ୍ତି। ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ସୁପର-୪ ମୁକାବିଲା ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଫଳରେ…
କୋରାପୁଟରେ ୯୩୭.୧ ମିମି ବର୍ଷା
କୋରାପୁଟ,୧୨।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ମଙ୍ଗଳବାର ୯୩୭.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ସେମିଳିଗୁଡା ବ୍ଲକରେ ସର୍ବାଧିକ ୨୦୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ଗତ କିଛି ଦିନ ତଳେ ଜିଲାର ସେମିଳିଗୁଡା ସହର ଓ…
ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ କରାଯାଉଛି ଦୁର୍ବ୍ୟବହାର
ଇସଲାମାବାଦ,୧୨।୯: ପାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଶରଣାର୍ଥୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ଦାବି କରିଛି ଯେ, ପାକିସ୍ତାନ ପୋଲିସ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦୁର୍ବ୍ୟବହାର କରୁଛି। ପାକିସ୍ତାନର ଆଫଗାନିସ୍ତାନ ଶରଣାର୍ଥୀ ପରିଷଦ ଅଧିକାରୀ ଦାବି କରିଛନ୍ତି ଯେ, ପାକିସ୍ତାନୀ ପୋଲିସ…
ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ଶତକ: ଖୁସିରେ ଝୁମିଲେ କେ ଏଲ୍ଙ୍କ ପତ୍ନୀ, ଲେଖିଲେ ପ୍ରେମପୂର୍ଣ୍ଣ ବାର୍ତ୍ତା
ନୂଆଦିଲ୍ଲୀ,୧୨।୯: ଚଳିତ ଏସିଆ କପ୍ରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ। ଦୀର୍ଘ ସମୟ ଧରି ସେ ଆହତ ସମସ୍ୟା ଦେଇ ଗତି କରିଥିଲେ। ହେଲେ ସୁସ୍ଥ ହୋଇ ଫେରିବା ପରେ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ମୁକାବିଲା ତାଙ୍କ…
ପିଓକେକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭି.କେ ସିଂଙ୍କୁ ଜବାବ ଦେଲେ ସଞ୍ଜୟ
ମୁମ୍ବାଇ,୧୨।୯: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂଙ୍କ ବୟାନ ଉପରେ ଶିବସେନା (ୟୁବିଟି) ଏମ୍ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ସବୁବେଳେ କହୁଛୁ ଯେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଆମର ଅଂଶ, କିନ୍ତୁ ଯେତେବେଳେ…
ରାସ୍ତା ନାହିଁ: ନାଳ ପାର୍ ହେଉଛନ୍ତି ଗ୍ରାମବାସୀ
ଘଣ୍ଟାପଡ଼ା, ୧୨ା୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ନାଦେନ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ରାସ୍ତା ଖରାପ ଯୋଗୁ ବର୍ଷା ଦିନେ ଲୋକଙ୍କ ସମସ୍ୟା ଦିଗୁଣିତ ହୋଇଯାଏ। ଏହି ଗାଁକୁ ଯାଇଥିବା ରାସ୍ତା ଉପରେ ପଞ୍ଚାୟତର…

