Home Left

ପରଲୋକରେ ମହାଭାରତର ଶକୁନି: ବିଭିନ୍ନ ମହଲରେ ଶୋକ

ମୁମ୍ବାଇ,୫।୬: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଗୁଫି ପେଣ୍ଟାଲ(୭୯)ଙ୍କ ସୋମବାର ପରଲୋକ ହୋଇଯାଇଛି। ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ନେଇ…

ଆପ୍ରୋଚ ରୋଡ୍‌ ନାହିଁ, କାମରେ ଆସୁନି ସେତୁ

ଧାମନଗର, ୫।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଦେଇ ବହି ଯାଇଥିବା ଗେଙ୍ଗୁଟି ନଦୀ ଉପରେ ଥିବା ପୁରୁଣା ସେତୁ ଦୁବଳ ହୋଇ ପଡ଼ିବା ଓ ବନ୍ୟା ସମୟରେ ବୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି…

ତହସିଲଦାରଙ୍କ ଅବିଚାର ବିରୋଧରେ ଧାରଣା

ଭଦ୍ରକ ଅଫିସ,୫ା୬: ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାରଙ୍କ ଅବିଚାର ବିରୋଧରେ ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଣ୍ଡିଆପାଟ ଗ୍ରାମର ଏକ ପରିବାର ଜିଲାପାଳଙ୍କ ଅଫିସ ଆଗରେ ସୋମବାର ଧାରଣାରେ ବସିଛନ୍ତି। ବର୍ଷେ ଧରି ସେମାନଙ୍କ ପରିବାର ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ପ୍ରଶାସନିକ…

ବିଜାପୁରରେ ଆଇଇଡି ବିସ୍ଫୋରଣ ୪ ସିଆରପିଏଫ ଯବାନ ଆହତ

ବିଜାପୁର,୫।୬: ଛତିଶଗଡ଼ର ବିଜାପୁରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସୋମବାର ସକାଳେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ତିନି ଜଣ ଯବାନଙ୍କୁ…

ମୁଖତାର ଅଂସାରୀ ଦୋଷୀ ସାବ୍ୟସ୍ତ, ୩୨ ବର୍ଷ ପରେ ଆସିଲା ରାୟ

ନୂଆଦିଲ୍ଲୀ,୫।୬: ବାରାଣସୀର ଏମପି-ଏମଏଲ କୋର୍ଟ ମୁଖତାର ଅଂସାରୀଙ୍କ ସହ ଜଡିତ ୩୨ ବର୍ଷ ପୁରୁଣା ମାମଲାର ଶୁଣାଣି ସୋମବାର କରିଛନ୍ତି। ବାରାଣସୀ କୋର୍ଟ ସୋମବାର ରାୟ ପ୍ରକାଶ କରି ଅଂସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଓ୍ବାଧେଶ ରାୟ ହତ୍ୟାକାଣ୍ଡରେ ସୋମବାର କୋର୍ଟ…

ପୋଲ ଭୁଷୁଡିବା ପରେ ତୁରନ୍ତ ପଠାଯାଇଛି ଏସଡିଆରଏଫ ଟିମ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ୪ ଡଙ୍ଗା

ପାଟନା,୫।୬: ବିହାରର ଭାଗଲପୁରରେ ନିର୍ମାଣାଧିନ ଅଗୁୱାନି-ସୁଲତାନଗଞ୍ଜ ବ୍ରିଜ ଭୁଶୁଡ଼ିବା ପରେ ଏହି ଖବର ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଯାଇଛି। ଏହା ସହ ନୀତୀଶ ସରକାର ଭାରତୀୟ ଜନତା ପାର୍ଟି(ଭାଜପା)ର ଟାର୍ଗେଟକୁ ଆସିଯାଇଛନ୍ତି। ବିହାରରେ ମଧ୍ୟ ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ…

ନୀରୋଗ ଶରୀର ଓ ସୁସ୍ଥ ପରିବେଶ

ଆମ ଦେଶର ପାରମ୍ପରିକ ରୀତିନୀତି ଅନୁସାରେ ବର୍ଷକ ୬ ଋତୁ ବୋଲି ବିବେଚନା କରାଯାଇଥାଏ। ଋତୁ ଅନୁଯାୟୀ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ସତର୍କଘଣ୍ଟି ସାଜିଛି। ଜଙ୍ଗଲ ଧ୍ୱଂସ…

ଏସିଆର ଧନୀ ତାଲିକାରେ ତଳକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୫।୬: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଏବେ ଧନୀ ତାଲିକାରେ କିଛି ପଛକୁ ଆସିଯାଇଛନ୍ତି। ଏବେ ସେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହରାଇଛନ୍ତି। ବ୍ଲୁମବର୍ଗ ବିଲେନିୟର୍ସ…

ପାରଳା ସହରରେ ଟ୍ରାଫିକ ବିପର୍ଯ୍ୟସ୍ତ

ପାରଳାଖେମୁଣ୍ଡି,୫ା୬(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପୁରାତନ ପୌରପରିଷଦରେ ରାସ୍ତାଘାଟର ପ୍ରଶସ୍ତୀକରଣ କରାଯାଇ ନଥିବା ବେଳେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିପାଉଛି। ଏହି ପୌରପରିଷଦ ୧୮୮୫ରେ ଗଠନ ହୋଇ ୧୩୮…

ମହାଭାରତର ‘ଶକୁନି ମାମା’ ଗୁଫି ପେଣ୍ଟାଲଙ୍କ ପରଲୋକ…

ମୁମ୍ବାଇ,୫।୬ : ମହାଭାରତର ‘ଶକୁନି ମାମା’ ଗୁଫି ପେଣ୍ଟାଲଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ସୋମବାର ସକାଳେ ତାଙ୍କର ପରଲୋକ ଘଟିଛି। ଦୁଇ ଦିନ ପୂର୍ବେ ଅଭିନେତାଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିଥିଲା। ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିବା…

ବାଲିସାହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୫ା୬(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ଶୁଖି ଫାଟି ପଡିରହିଥିଲା। ଉକ୍ତ ପୋଖରୀର ପୁନରୁଦ୍ଧାର ପାଇଁ ସାହି ବାସିନ୍ଦା ପ୍ରଶାସନକୁ ବାରମ୍ବାର ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା।…

ବ୍ରିଜ ଭୂଷଣଙ୍କ ଉପରେ ଯୌନ ଅଭିଯୋଗ ଆଣିଥିବା ନାବାଳିକା ଫେରାଇ ନେଲେ ନିଜର ଅଭିଯୋଗ

ନୂଆଦିଲ୍ଲୀ,୫।୬: ଦେଶର ଜଣାଶୁଣା କୁସ୍ତିଯୋଦ୍ଧାମାନେ ଗତ କିଛି ମାସ ଧରି ଭାରତୀୟ ଜନତା ପାର୍ଟି(ଭାଜପା)ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଏଥି ସହିତ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri