Home Left

୨୦ ଲକ୍ଷର ସୁପାରି ନେଇଥିଲେ ଗ୍ୟାଙ୍ଗ୍‌ଷ୍ଟର ସଞ୍ଜୀବଙ୍କ ହତ୍ୟାକାରୀ

ଲକ୍ଷ୍ନୌ,୯ା୬: ଉତ୍ତର ପ୍ରଦେଶର ଲକ୍ଷ୍ନୌ କୋର୍ଟରେ ଗ୍ୟାଙ୍ଗ୍‌ଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ୭ରୁ ୯ ରାଉଣ୍ଡ୍‌ ଗୁଳିକରି ହତ୍ୟା କରିଥିବା ବିଜୟ ଯାଦବ(୨୪)ଙ୍କୁ ପୋଲିସ ଗିରଫ କରିଛି। ଗ୍ୟାଙ୍ଗ୍‌ଷ୍ଟର ମୁଖ୍‌ତାର ଅନ୍‌ସାରୀଙ୍କ ସହଯୋଗୀ ସଞ୍ଜୀବଙ୍କୁ ହତ୍ୟା ପାଇଁ ତାଙ୍କୁ ୨୦ ଲକ୍ଷ…

ହୋଟେଲରେ ପରିବାରର ୩ ଜଣଙ୍କ ଆତ୍ମହତ୍ୟା

ଥ୍ରିଶୂର(କେରଳ ),୯ା୬: କେରଳର ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତଦେହ ଥ୍ରିଶୂର ଜିଲାର ଏକ ହୋଟେଲ ପ୍ରକୋଷ୍ଠରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକ ହେଲେ ସ୍ବାମୀ ସ୍ତ୍ରୀ ଓ ସେମାନଙ୍କ ଝିଅ। ସେମାନେ କିଛିଦିନ ହେଲା ଉକ୍ତ ହୋଟେଲରେ ରହିଥିଲେ। ମୃତ୍ୟୁର…

ବୋର୍‌ଓ୍ବେଲ୍‌ରେ ଖସିଥିବା ଶିଶୁର ମୃତ୍ୟୁ

ଭୋପାଳ,୯ା୬: ମଧ୍ୟପ୍ରଦେଶର ସେହୋର ଜିଲାରେ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିବା ଅଢ଼େଇ ବର୍ଷର ଶିଶୁକନ୍ୟାର ଗୁରୁବାର ମୃତ୍ୟୁ ଘଟିଛି। ଶିଶୁଟିକୁ ଉଦ୍ଧାର ପାଇଁ ୫୨ ଘଣ୍ଟାର ଉଦ୍ୟମ ବ୍ୟର୍ଥ ଯାଇଛି। ଗୁରୁବାର ଅପରାହ୍ନ ୫ଟା ୩୦ରେ ବୋର୍‌ଓ୍ବେଲରୁ ପିଲାଟିକୁ ବାହାର କରି ହସ୍ପିଟାଲ…

୭୦୦ ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ବହିଷ୍କୃତ ହେବେନି

ଟରଣ୍ଟୋ, ୯ା୬: ଜାଲ୍‌ କଲେଜ ନାମଲେଖା ପତ୍ର ଦେଖାଇ କାନାଡାରେ ପ୍ରବେଶ କରିଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଦେଶାନ୍ତର ନ କରିବାକୁ କାନାଡା ପାର୍ଲାମେଣ୍ଟ କମିଟି ନିଷ୍ପତ୍ତି ନେଇଛି। ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର। ସେମାନେ ସେଠାର କେତେକ…

ଯୁକ୍ତ୨ରେ ମା’ ପୁଅ ପାସ୍‌

ଦାରିଙ୍ଗବାଡି,୯ା୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତମାସରେ ଦଶମ ପରୀକ୍ଷାରେ ମା ଓ ପୁଅ ପାସ କରିଥିବା ସାରା ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୁଣି ଯୁକ୍ତ ଦୁଇ ପରୀକ୍ଷାରେ ମା ଓ ପୁଅ କୃତକାର୍ଯ୍ୟ ହୋଇଛନ୍ତି। ଏଭଳି ଘଟଣା…

ବଳାତ୍କାର ପରେ ହାତୁଡ଼ିରେ ଛେଚି ହତ୍ୟା

ଲକ୍ଷ୍ନୌ, ୯ା୬ : ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ୧୪ ବର୍ଷୀୟା ବାଳିକାଙ୍କୁ ଜଣେ ନାବାଳକ ବଳାତ୍କାର ପରେ ହାତୁଡ଼ିରେ ଛେଚି ହତ୍ୟା କରିଛନ୍ତି। ମୃତଦେହକୁ ଅଭିଯୁକ୍ତ ଘରେ ଝୁଲାଇଦେଇ ପଳାଇ ଯାଇଥିଲେ। ଅଭିଯୁକ୍ତ ଶାହିଦ ନାବାଳିକାଙ୍କ ଟାକ୍ରୋହିସ୍ଥିତ ଘରେ ପଶି ଏଭଳି…

୧୩ରେ ପରଦାକୁ ଆସିବ ‘ଲଭ୍‌ ଇନ୍‌ ଲଣ୍ଡନ’

ଭୁବନେଶ୍ୱର: ଜେବି ଫିଲ୍ମସ୍‌ ଆଣ୍ଡ୍‌ ଟିଭି ଏବଂ ଅମରା ଷ୍ଟୁଡିଓ ଏଲ୍‌ଏଲ୍‌ପି ପକ୍ଷରୁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲଭ୍‌ ଇନ୍‌ ଲଣ୍ଡନ’ ଜୁନ୍‌ ୯ରେ ମୁକ୍ତିଲାଭ କରିବାକୁ ଯୋଜନା ରହିଥିବାବେଳେ…

ମନମୁଖି ଯୋଗୁ ମନ୍ଥର

ବଇଣ୍ଡା,୯ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟରେ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ। ବାରମ୍ବାର ଠିକା ସଂସ୍ଥା ବଦଳାଯାଉଛି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରାଯିବ ବୋଲି କୁହାଯାଉଛି। ହେଲେ ସମ୍ପ୍ରସାରଣ କାମ ତ ଦୂରର…

ପୋଖରୀ ଖୋଳାରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୯।୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୧୫ ଦିନ ହେବ ପଞ୍ଚାୟତର ଫୁଲରିବଣିଆ, ନବଦୀପପୁର ଗ୍ରାମରେ ୧୦ ଲକ୍ଷ ଟଙ୍କା ଅଟକଳରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରହସନ: ଜେସିବି ଖୋଳୁଛି ପୋଖରୀ

ଜଗତସିଂହପୁର ଅଫିସ, ୯ା୬: କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଶ୍ରମ ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପ୍ରଣୟନ କରିଛନ୍ତି । ଏହାଦ୍ୱାରା ଲୋକଙ୍କୁ ଶ୍ରମ ଦିଆଯିବା ସମ୍ଭବ ହୋଇପାରିବ । କିନ୍ତୁ ସରକାରଙ୍କ…

ବାଂଲାଦେଶୀ ଅନୁପ୍ରବେଶକାରୀ ଭର୍ତ୍ତି ହୋଇଛନ୍ତି

କେନ୍ଦ୍ରାପଡ଼ା ଅଫିସ,୯ା୬: ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ମାଧ୍ୟମରେ ପ୍ରାୟ ୩୦ ହଜାର ଶ୍ରମିକ ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ଓଡ଼ିଶାର ଅଛନ୍ତି। ଶ୍ରମ ବିଭାଗର ଏହି ତଥ୍ୟ କେନ୍ଦ୍ରାପଡ଼ା ଜିଲା ବାହାର ଲୋକଙ୍କ…

ସଫା ହେଉଛି ବ୍ୟାସ ସରୋବର ଜଙ୍ଗଲ

ଯାଜପୁର ଅଫିସ,୯ା୬: ଯାଜପୁର ଜିଲାର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବର ନିକଟସ୍ଥ ମହିମା ମଠକୁ ଲାଗି ରହିଥିବା ଜଙ୍ଗଲ ସଫା ହେବାକୁ ବସିଛି। ଏହି ସହରକୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା କ୍ରମଶଃ ବଢି ଚାଲିଥିବାରୁ ବ୍ୟାସ ସରୋବର ଏବଂ ଏହାର ଆଖପାଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri