Home Left

କୁସ୍ତି ଯୋଦ୍ଧା ଯୌନଶୋଷଣ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଳୀ, ୯ା୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ। ନାବାଳିକା ଅଭିଯୋଗ କାରିଣୀଙ୍କ ପିତା ନଜର ମତ ବଦଳାଇବା ସହିତ ଚାପରେ ଆସି ଏମିତି ଅଭିଯୋଗ କରିଥିଲେ…

ପୋଖରୀ ଖନନ କଲେ ଗ୍ରାମବାସୀ

ମୋହନା,୯ା୬: ବସୁଧା ଯୋଜନା ଓ ଅମୃତ ସରୋବର ଯୋଜନା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏମିତି କିଛି ଗାଁ ରହିଛି ଯେଉଁଠି ଏହି ଯୋଜନାର ସୁଫଳ ପାଉନାହାନ୍ତି ଲୋକେ। ଗାଁରେ ଜଳସମସ୍ୟା ପାଇଁ ପ୍ରଶାସନକୁ…

ମହାରାଷ୍ଟ୍ରରେ ଭାଜପାକୁ ଔରଙ୍ଗଜେବ ଭରସା : ସଞ୍ଜୟ ରାଉତ

ମୁମ୍ବାଇ,୯।୬: ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କୁ ନେଇ ଦୁଇଟି ଜିଲାରେ ଉତ୍ତେଜନା ଦେଖାଦେଇଛି। ପ୍ରଥମ ଘଟଣା କୋହ୍ଲାପୁରରେ ଘଟିଥିଲା ଯେଉଁଠାରେ ମଙ୍ଗଳବାର କିଛି ଯୁବକ ସୋସିଆଲ ମିଡିଆରେ ଔରଙ୍ଗଜେବଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ବୁଧବାର ଏହାକୁ ବିରୋଧ କରାଯାଇ ପ୍ରତିବାଦ ବେଳେ ବିକ୍ଷୋଭକାରୀମାନେ ପୋଲିସ…

ରିଲିଜ ପୂର୍ବରୁ ବିବାଦ ଘେରରେ ସନ୍ନି-ଅମିଷାଙ୍କ ଫିଲ୍ମ ‘ଗଦର ୨’

ମୁମ୍ବାଇ: ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଦର ୨’ର ଶୁଟିଂ ଚାଲିଛି। ଯେଉଁଠାରେ ସେଟରୁ ଲଗାତାର ଭାବେ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି। ଯାହାକୁ ନେଇ ଲୋକଙ୍କ ଉତ୍ସାହ ଆହୁରି ବଢାଇଦେଇଛି। ବର୍ତ୍ତମାନ…

ବିବାହ ବନ୍ଧନରେ ବାନ୍ଧିହେଲେ ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ

ଦେବଗଡ଼,୯ା୬(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ। ପରିବାର ଲୋକ ଏବଂ ଜ୍ଞାତିପରିଜନଙ୍କ ସମ୍ମୁଖରେ ସାତଜନ୍ମ ପାଇଁ ଜୀବନସାଥୀ ଭାବେ ଉଭୟେ ଉଭୟଙ୍କୁ ଆପଣାଇ ନେଇଛନ୍ତି। ତେବେ…

ଧାନର ଏମ୍‌ଏସ୍‌ପି ୩ ହଜାର ଟଙ୍କା କର: କିଷାନ କଂଗ୍ରେସ

ଭୁବନେଶ୍ବର,୯ା୬(ବ୍ୟୁରୋ): କୃଷି ଉତ୍ପାଦନରେ ବର୍ତ୍ତମାନ ଯେପରି କୃଷି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି, ଚାଷୀ ତା’ର ଉତ୍ପାଦନରେ ଖର୍ଚ୍ଚର ପ୍ରକୃତ ମୂଲ୍ୟ ପାଇପାରୁନାହିଁ। ସ୍ବାମୀନାଥନ କମିଟି ସୁପାରିସ ଆଧାରରେ ଉତ୍ପାଦନରେ ଖର୍ଚ୍ଚ ମୂଲ୍ୟରେ ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ୨୦୧୪…

କଳାହାଣ୍ଡି କପ୍‌: କଟକ ‘ଏ’ ଚାମ୍ପିୟନ

ଭୁବନେଶ୍ୱର,୯ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ (ଓସିଏ) ଆନୁକୂଲ୍ୟରେ କଟକର ରେଭେନ୍ସା-୧ ଗ୍ରାଉଣ୍ଡରେ ଅନୁଷ୍ଠିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ୍‌ ହୋଇଛି କଟକ ‘ଏ’। ଫାଇନାଲରେ ସାଇଦୀପ ମହାପାତ୍ରଙ୍କ ଶତକ ଏବଂ ସୌଭାଗ୍ୟ ମିଶ୍ରଙ୍କ ଦୃଢ଼ ବ୍ୟାଟିଂ…

ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୧୫ ମୃତ, ୫୦ ଆହତ

କାବୁଲ,୯।୬: ଆଫଗାନିସ୍ତାନର ବଦଖଶାନ ପ୍ରଦେଶର ପୂର୍ବତନ ଡେପୁଟି ଗଭର୍ଣ୍ଣର(କାର୍ଯ୍ୟକାରୀ ରାଜ୍ୟପାଳ)ଙ୍କ ଅନ୍ତିମ ସଂସ୍କାର ସମୟରେ ବିସ୍ଫୋରଣ ଘଟି ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୫୦ ଜଣ ଆହତ ହୋଇଛନ୍ତି। ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ…

ତାଇୱାନର ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କଲା ଚାଇନାର ୩୭ ଯୁଦ୍ଧ ବିମାନ, ୨ ଦେଶ ମଧ୍ୟରେ ବଢିପାରେ ତିକ୍ତତା

ତାଇପେଇ, ୯।୬: ଚାଇନା ପୁଣି ଥରେ ତାଇୱାନର ବାୟୁ ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କରିବା ନେଇ ୨ ଦେଶ ମଧ୍‌ୟରେ ତିକ୍ତତା ଦେଖାଯାଇଛି। ଗୁରୁବାର ୬ ଘଣ୍ଟା ମଧ୍ୟରେ ୩୦ରୁ ଅଧିକ ଚାଇନାର ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଜୋନ୍‌ରେ…

ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନରେ ନିଆଁ

ଭୁବନେଶ୍ୱର,୯।୬(ବ୍ୟୁରୋ): ପିଛା ଛାଡୁନି ଟ୍ରେନ ଦୁର୍ଘଟଣା। ଛତିଶଗଡ ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଯାତ୍ରୀମାନେ ଦେଖି ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାପରେ କର୍ତ୍ତୃପକ୍ଷ ଟ୍ରେନଟିକୁ ନୂଆପଡା…

ମୁଚୋଭା ଫ୍ରେଞ୍ଚ ଓପନ ଫାଇନାଲରେ

ପ୍ୟାରିସ, ୯ା୬: କାରୋଲିନା ମୁଚୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆରିନା ସାବାଲେଙ୍କାଙ୍କୁ ୭-୬ (୭-୫), ୬-୭ (୫-୭), ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଚତୁର୍ଥ ସିଡ୍‌ କାସ୍ପର…

ଏସିଆ କପ୍‌ ପାଇଁ ବଢ଼ିଆ ପ୍ରସ୍ତୁତି: ଷ୍ଟିମାକ୍‌

ଭୁବନେଶ୍ୱର, ୯ା୬(ସ୍ପୋଟର୍‌ସ ବ୍ୟୁରୋ): ଶୁକ୍ରବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଚତୁଃରାଷ୍ଟ୍ରୀୟ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ। ଆୟୋଜକ ଭାରତ ସମେତ ଭାନୁଆଟୁ, ମଙ୍ଗୋଲିଆ ଓ ଲେବାନନ ଅଂଶଗ୍ରହଣ କରୁଛନ୍ତି। ୨୦୧୯ରେ ଉତ୍ତର କୋରିଆ ଚାମ୍ପିୟନ ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri