ଆଉ ୨-୩ ସନ୍ତାନ ଚାହୁଁଛନ୍ତି ରିତେଶ
ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଅନ୍ୟତମ। ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କର ସର୍ବଦା ସକ୍ରିୟ ଥାନ୍ତି। ଉଭୟ ଦୁଇ ସନ୍ତାନ(ଆଠ ବର୍ଷର ପୁଅ ରିଆନ ଏବଂ ସାତ ବର୍ଷର ପୁଅ ରାହୁଲ)ର ମାତାପିତା।…
ବିପଦସଙ୍କୁଳ ଅବସ୍ଥାରେ ନାଇପେଟା, ନାଗାବଳୀ ପୋଲ
ରାୟଗଡା,୧୧।୯ (ଭାଗ୍ୟଶ୍ରୀ ମିଶ୍ର ): ରାଜପଥ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ବର୍ଷ ବର୍ଷ ଧରି ରାଜପଥଗୁଡ଼ିକର ନିର୍ମାଣ କି ମରାମତି ହେଉନି। ରାୟଗଡ଼ା ଜିଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଦୀର୍ଘଦିନ ହେଲା ମରାମତି ଅଭାବରୁ ମରଣଯନ୍ତା…
ବିମାନରେ ପୁଣି ମହିଳା ଯାତ୍ରୀଙ୍କୁ ଦୁର୍ବବ୍ୟହାର
ନୂଆଦିଲ୍ଲୀ,୧୧।୯: ଉଡନ୍ତା ବିମାନରେ ମହିଳାଙ୍କ ପ୍ରତି ଦୁର୍ବବ୍ୟହାର ଘଟଣା ଯେମିତି ଥମିବାର ନାଁ ନେଉନାହିଁ। ଏବେ ମୁମ୍ବାଇରୁ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନରେ ମହିଳା ଯାତ୍ରୀଙ୍କ ସହ ଦୁର୍ବବ୍ୟହାର ହୋଇଥିବା ଖବର ଆସିଛି। ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି। ମୁମ୍ବାଇରୁ ଗୁଆହାଟୀ…
ଥାନା ପରିସରରେ ନଷ୍ଟ ହେଉଛି ଜବତ ଗାଡ଼ି
ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ଅପରାଧ ଘଟାଇବା ପାଇଁ ଅପରାଧୀ ବିଭିନ୍ନ ପ୍ରକାର ଗାଡ଼ି ବ୍ୟବହାର କରୁଛନ୍ତି। ଚୋରି, ଡକାୟତି, ଗଞ୍ଜେଇ ଚାଲାଣ ଆଦି ବିଭିନ୍ନ ଆପରାଧିକ ମାମଲାରେ ବ୍ୟବହୃତ କିମ୍ବା ଦୁର୍ଘଟଣା ଘଟିଥିବା ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ…
ରାଜସ୍ବ ଆଦାୟରେ ଏକ ନମ୍ବର, ଲୋକଙ୍କୁ ମିଳୁନି ସେବା
ଗୋପାଳପୁର,୧୧ା୯(ନବୀନ ରାଜ ଆଚାରୀ): ସରକାର ସମସ୍ତ ବିଭାଗକୁ ୫-ଟି ଅଧୀନକୁ ନେଇ ବିଭିନ୍ନ ବିଭାଗରେ ସଂସ୍କାରମୂଳକ ପଦେକ୍ଷେପ ଗ୍ରହଣ କରୁଛନ୍ତି। ରାଜସ୍ବ ବିଭାଗର ସେବାଗୁଡ଼ିକ କିଭଳି ହାତ ପାଆନ୍ତାରେ ନିର୍ଦ୍ଧାରିତ ସମୟରେ ଲୋକେ ସେବା ପାଇପାରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ…
ନାଳ ଖୋଳି ଛାଡ଼ିଦେଲେ, ଲୋକେ ହନ୍ତସନ୍ତ
ପାରଳାଖେମୁଣ୍ଡି, ୧୧ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମର କୁମୁଟି ସାହିରେ ଡ୍ରେନ ନିର୍ମାଣ ନିମନ୍ତେ ଦୀର୍ଘ ପାଞ୍ଚମାସ ହେଲା ନାଳ ଖୋଳି ଛାଡି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କାମ ଶେଷ ହେବାର ନାଁ ଗନ୍ଧ…
ପାଣିମୁନ୍ଦେ ପାଇଁ ସଂଘର୍ଷ
ବଡ଼ବିଲ,୧୧।୯(ଦେବପ୍ରିୟ ରଣା): ଦୀପତଳ ଅନ୍ଧାର ଭଳି ଖଣିଜ ସମ୍ପଦରେ ଭରପୂର ଗାଁ ଅବହେଳିତ ଅବସ୍ଥାରେ। ଏକାଧିକ ଖଣି କମ୍ପାନୀର ଧୂଳିଧୂଆଁରେ ଜର୍ଜରିତ ହେଉଥିବା ଉକ୍ତ ଗ୍ରାମର ୨ ସାହି ବାସିନ୍ଦାଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ ହୋଇଯାଇଛି। ଗ୍ରାମକୁ ପକ୍କାରାସ୍ତାଟିଏ ନ…
କଂଗ୍ରେସକୁ ବଡ଼ ଝଟ୍କା
ଜୟପୁର,୧୧।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଦଳର ବରିଷ୍ଠ ନେତା ତଥା ନାଗୋରର ପୂର୍ବତନ ଏମ୍ପି ନାଥୁରାମ ମିର୍ଦ୍ଦାଙ୍କ ନାତୁଣୀ ଜ୍ୟୋତି ମିର୍ଦ୍ଦା କଂଗ୍ରେସ ଛାଡି ଭାଜପାରେ ଯୋଗଦେବେ। ପଶ୍ଚିମ ରାଜସ୍ଥାନର ଜାଟ ନେତ୍ରୀଙ୍କୁ ଦଳକୁ…
କାର୍ଯ୍ୟକ୍ଷମ ହେଉନି ଜେଏମ୍ଏଫ୍ସି କୋର୍ଟ
ବଇଣ୍ଡା,୧୧।୯(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୮ରେ ବିଭିନ୍ନ ବ୍ଲକରେ ଜେଏମ୍ଏଫ୍ସି (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏପରିକି ତତ୍କାଳୀନ ପ୍ରମୁଖ ସଚିବଙ୍କ ଚିଠି ସଂଖ୍ୟା…
ରେଙ୍ଗାଳି ବାମ ମୁଖ୍ୟ କେନାଲରେ ଘଳିଆ
କାମାକ୍ଷାନଗର,୧୧ା୯(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଳି ମୁଖ୍ୟ କେନାଲର କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଶିବୁଳାପସି ଗ୍ରାମ ନିକଟରେ ରବିବାର ଏକ ୧୫ ଫୁଟର ଘଳିଆ ହୋଇଛି। ଫଳରେ ସେହି ଅଞ୍ଚଳରେ ଥିବା ଚାଷ ଜମି ଜଳମଗ୍ନ…
ଆମ ବସ୍ଷ୍ଟାଣ୍ଡ, ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ନେଇ ସନ୍ଦେହ
ଢେଙ୍କାନାଳ,୧୧ା୯(ରତନ ନାୟାର): ଢେଙ୍କାନାଳ ସହରରେ ନିର୍ମାଣାଧୀନ ଆମ ବସ୍ଷ୍ଟାଣ୍ଡ ଓ ମହିଷାପାଟସ୍ଥିତ ଅତ୍ୟାଧୁନିକ ବସ୍ ଟର୍ମିନାଲ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଜିଲା ଆଞ୍ଚଳିକ ପରିବହନ ବିଭାଗ, ଜିଲା ବସ୍ ମାଲିକ ସଂଘ ଏପରିକି…
‘ଇଣ୍ଡିଆ’ର ନାମ ରଖାଯିବ ‘ଭାରତ’: ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଦେଶ ଛାଡି ପଳାନ୍ତୁ: ଦିଲୀପ ଘୋଷ
ନୂଆଦିଲ୍ଲୀ,୧୧।୯: ଦେଶର ନାମ ‘ଇଣ୍ଡିଆ’ ଏବଂ ‘ଭାରତ’ ଉପରେ ରାଜନୀତି ଚାଲିଛି। ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ କେନ୍ଦ୍ର ସରକାର ‘ଇଣ୍ଡିଆ’ ବଦଳରେ ‘ଭାରତ’ ନାମକୁ ପ୍ରୋତ୍ସାହିତ କରିଥିଲେ। ଏନେଇ ବିରୋଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ସେପଟେ…

