Home Left

ଦୀର୍ଘବର୍ଷ ପରେ ପୂରଣ ହେଲା ଦାବି, ନିଯୁକ୍ତ ହେଲେ ସ୍ଥାୟୀ ଡାକ୍ତର

ଗଞ୍ଜାମ,୩ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ହୁମା ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତର ଡାକ୍ତର ଶାଶ୍ୱତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏନେଇ ହୁମା ସମିତି ମେମ୍ବର ଧ୍ରୁବ ଚରଣ…

ଦିଲ୍ଲୀରେ ମାସକରେ ୪ ଯୁବକଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୩ା୭: କେନ୍ଦ୍ରୀୟ ଦିଲ୍ଲୀର ପାଣ୍ଡବ ନଗର ଅଧୀନ ସଙ୍ଗମ କଲୋନିରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ଝଗଡ଼ାକୁ କେନ୍ଦ୍ରକରି ସଙ୍ଗମ କଲୋନି ବାସିନ୍ଦା ଅଭିଷେକଙ୍କୁ ଛୁରିରେ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇରେ ନୂଆ ଘର କିଣିଲେ ଜ୍ୟାକ୍‌ଲିନ୍‌, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିସ୍‌ ମୁମ୍ବାଇର ବାନ୍ଦ୍ରା ଓ୍ବେଷ୍ଟରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଏହି ଘର ପାଲି ହିଲ୍‌ ଅଞ୍ଚଳରେ ଅବସ୍ଥିତ। ଯେଉଁଠାରେ ବହୁ ବଲିଉଡ୍‌ ଷ୍ଟାର ବି ରହୁଛନ୍ତି। ରିପୋର୍ଟ ଅନୁଯାୟୀ, ଜ୍ୟାକ୍‌ଲିନ୍‌ଙ୍କ ନୂଆ ଘରେ ଏକ…

ଗୋଟିଏ ଦିନରେ ଏହି ଫିଲ୍ମ ରୋଜଗାର କଲା ୧୨ କୋଟି

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଚତୁର୍ଥ ଦିନରେ ଅର୍ଥାତ୍‌ ରବିବାର ଏହି ଫିଲ୍ମ ୧୨ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହିତ ଫିଲ୍ମ…

କାଠ ପୋଲ ତିଆରି କଲେ ୨ ପଡ଼ାବାସୀ

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଥାରେ ଅଛି ଏକତାର ବଳ ଆଗରେ ସବୁ କିଛି କାମ ସମ୍ଭବ ହୋଇପାରେ। ଏହା କଥାରେ ନୁହେଁ ବଂର କାମରେ କରି ଦେଖାଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବକ୍ସିତୁଲସୀପାଲି ପଞ୍ଚୟତ ରଣପୁର ଗ୍ରାମର ୨ ପଡାବାସୀ।…

ଟିକେଟ କେନ୍ଦ୍ରରେ ତାଲା, ଯାତ୍ରୀ ହଇରାଣ

ରାଉରକେଲା,୩।୭(ଦିନେଶ ମିଶ୍ର): ରାଉରକେଲା ରେଲଓ୍ବେ ଷ୍ଟେଶନର ଦ୍ୱିତୀୟ ପ୍ରବେଶପଥରେ ଟିକେଟ୍‌ କାଉଣ୍ଟର ବନ୍ଦ ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଅଧିକାଂଶ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକେଟ ନ ପାଇ ଟ୍ରେନ୍‌ ଯାତ୍ରାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ବିଭାଗୀୟ…

ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର

ଲାଠିକଟା,୩l୭(ରାମେଶ୍ବର ଖାଡ଼ଙ୍ଗା): ସାରନଗରୀ ମୁଖ୍ୟ ରାସ୍ତା କଡ଼ରେ ମୁକୁଳା ପଡ଼ିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯା’ଆସ କରନ୍ତି। ତେବେ କେତେବେଳେ ଅଘଟଣ ଘଟିବ ତାହା କହିହେବ ନାହିଁ।…

ଖୁଚୁରା ଗ୍ରହଣ କରୁନାହାନ୍ତି ଦୋକାନୀ

କୁତ୍ରା,୩ା୭(ଦେବାଶିଷ ସାହୁ): କୁତ୍ରା ଅଞ୍ଚଳରେ ଟଙ୍କିକିଆ, ୨ଟଙ୍କିଆ କଏନ ବର୍ତ୍ତମାନ ସ୍ଥିତିରେ କେହି ନେବାକୁ ରାଜି ହେଉନାହାଁନ୍ତି। ଫଳରେ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ପାନ ଦୋକାନ, ଚା’ ଦୋକାନ, ପରିବା ଦୋକାନ ଏବଂ ବଡ଼ବଡ଼ ବ୍ୟବସାୟୀ ମଧ୍ୟ…

ଚାଷୀଙ୍କ ପରିବା, ଲାଭ ଖାଉଛନ୍ତି ବ୍ୟବସାୟୀ

ବରଗଡ଼ ଅଫିସ୍‌,୩।୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଏକ କୃଷିଭିତ୍ତିକ ଜିଲା। ଜିଲାରେ ଧାନ ଭଳି ଲଙ୍କାଠାରୁ ଆରମ୍ଭ କରି କୋବି, ବାଇଗଣ, ଟମାଟୋ, ପୋଟଳ, ଜହ୍ନି, କଖାରୁ, ଭେଣ୍ଡି, କଲରା, କାକୁଡ଼ି ଆଦି ପରିବା ଚାଷ ହୋଇଥାଏ। ଜିଲାର ଅମ୍ବାଭୋନା ବ୍ଲକ…

ଆୟୁଷ ବଢ଼ାଏ ସବୁଜିମା

ସବୁଜିମାଭରା ପ୍ରାକୃତିକ ପରିବେଶରେ ରହୁଥିବା ଲୋକେ ସୁସ୍ଥ ସବଳ ରୁହନ୍ତି ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଏମିତି ପରିବେଶରେ ରହୁଥିବା ଲୋକଙ୍କ ଆୟୁଷ ଅଧିକ ହୋଇଯାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଆମେରିକାର ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି କି ଗଛଲତାଭରା…

ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ହରର୍‌ ମୁଭି

ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଲା ଚଳଚ୍ଚିତ୍ର। କେତେକ ହରର ମୁଭି ଦେଖିବାକୁ ପସନ୍ଦ କରିଥାଆନ୍ତି। ଏହା ସିନା ମନକୁ ସାମୟିକ ଆନନ୍ଦ ଦେଇଥାଏ, ହେଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ଆବଶ୍ୟକତାଠାରୁ…

ପ୍ରଦୂଷିତ ପରିବା ଓ ସ୍ବାସ୍ଥ୍ୟ

ପରିବା ଆମ ଖାଦ୍ୟର ଏକ ମୁଖ୍ୟ ଅଂଶ। ବର୍ତ୍ତମାନ ଚାଷୀ ସ୍ଥାନୀୟ କିସମ ବିହନ ପରିବର୍ତ୍ତେ ଉନ୍ନତ, ଅଧିକ ଅମଳକ୍ଷମ ଏବଂ ସଙ୍କରଜାତୀୟ ପରିବା ଚାଷ କରୁଛନ୍ତି। ଏଥିରୁ ଅଧିକ ଅମଳ ପାଇଁ ଚାଷୀ ଆବଶ୍ୟକତାଠାରୁ ଯଥେଷ୍ଟ ରାସାୟନିକ ସାର ପ୍ରୟୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri