Home Left

ଦୁନିଆର ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; କେବେ ବି ରହେ ନାହିଁ ଧନର ଅଭାବ…

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ…

ଉପକାରୀ ଜିରା, ଏସବୁ ସ୍ବାସ୍ଥ୍ୟ ସମସ୍ୟାକୁ କରିଥାଏ ଦୂର

ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍‌ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି…

ପ୍ରଧାନମନ୍ତ୍ରୀ ମୋଦି ଜଣେ ମିଥ୍ୟାବାଦୀ ନେତା: ଖାର୍ଗେ

ନୂଆଦିଲ୍ଲୀ,୧୦।୪: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଛତିଶଗଡର ରାୟଗଢରେ ‘ଭରୋସେ କା ସମ୍ମିଳନୀ’ରେ ସେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଥ୍ୟାବାଦୀ ନେତା ବୋଲି କହିଛନ୍ତି। ଲୋକଙ୍କୁ ବେରୋଜଗାର ରଖିବା ମୋଦିଙ୍କ ଗ୍ୟାରେଣ୍ଟି।…

ମା’ ହେଲେ ରୋଚେଲ, ଘରକୁ ଆସିଲା ରାଜକୁମାରୀ

ବମ୍ବେ: ମା’ ହୋଇଛନ୍ତି ଟେଲି ପରଦାର ଆଉ ଜଣେ ଅଭିନେତ୍ରୀ। ବିଗ୍‌ବସ୍‌ ଏବଂ ଦ କପିଲ ଶର୍ମା ଶୋ’ରେ ନଜର ଆସିଥିବା ରୋଚେଲ ରାଓଙ୍କ ଘରକୁ ରାଜକୁମାରୀ ଆସିଛି। ଏନେଇ ରୋଚେଲ ଏବଂ ସ୍ବାମୀ କିଟ୍‌ ସେକିରା ସୋସିଆଲ ମିଡିଆରେ ପୋଷ୍ଟ…

ବିଶ୍ୱକପ୍‌ ପୂର୍ବରୁ ଖଲିସ୍ତାନୀ ଷଡଯନ୍ତ୍ର! ଧର୍ମଶାଳାର ସରକାରୀ କୋଠା କାନ୍ଥରେ ଲେଖାଯାଇଛି ବିବାଦୀୟ ସ୍ଲୋଗାନ

ଧର୍ମଶାଳା,୪।୧୦: ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି। ଏନେଇ ଜଣାପଡ଼ିବା…

ବନ୍ଦ ହେବ ନାହିଁ ଆମେଠିର ସଞ୍ଜୟ ଗାନ୍ଧୀ ହସ୍ପିଟାଲ, ୟୁପି ସରକାରଙ୍କ ଆଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶର ଆମେଠି ଜିଲାରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ବନ୍ଦ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇଛନ୍ତି। ବୁଧବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଡାକ୍ତରଖାନା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ କରାଯାଇଛି ଗିରଫ: ଏଏପି

ନୂଆଦିଲ୍ଲୀ,୪।୧୦: ଏମ୍‌ପି ସଞ୍ଜୟ ସିଂଙ୍କ ଗିରଫ ପରେ ଆମ ଆଦମୀ ପାର୍ଟିର ପ୍ରଥମ ପ୍ରତିକ୍ରିୟା ଆସିଛି। ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତି…

ଏହି ପରିବାରର ସମସ୍ତେ ନୋବେଲ ବିଜେତା

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି ନୋବେଲ ପୁରସ୍କାର। ପ୍ରତିବର୍ଷ ଆଲଫ୍ରେଡ୍‌ ନୋବେଲଙ୍କ ପୂଣ୍ୟତିଥି ଅର୍ଥାତ ଡିସେମ୍ବର ୧୦ରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏଭଳି ଏକ ପରିବାର ରହିଛି, ଯିଏ ସବୁଠୁ ଅଧିକ ଥର ନୋବେଲ…

୩୭ ଦିନରେ ପହଞ୍ଚିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବି

କୋକସରା,୪ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗଣଧାରଣା ଆଜିକୁ ୩୭ ଦିନରେ ପହଞ୍ଚିଛି। ବୁଧବାର କ୍ରିୟାନୁଷ୍ଠାନ କମିଟିର ଡାକରାରେ ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, ଧର୍ମଗଡ଼, କୋକସରା, କଲମପୁର ବ୍ଲକରେ ବନ୍ଦ ଡାକରା ଦିଆଯାଇଛି। ଫଳରେ…

୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। କଶ୍ମୀର ଜୋନ ପୋଲିସ କହିଛି ଯେ, କୁଲଗାମର କୁଜଗର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଠାରେ…

ମା’ ତାରାତାରିଣୀ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ନେଇ ପ୍ରଶାସନର ପ୍ରସ୍ତୁତି

ଛତ୍ରପୁର,୪ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଆସନ୍ତା ୬ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀ ମନ୍ଦିରରେ ହେବ ଷୋଡ଼ଶ ଉପଚାର ପୂଜା। ଏଥିପାଇଁ ବୁଧବାର ଗଞ୍ଜାମ ଜିଲାପାଳ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରୋହିତ ଦେଲେ ଏମିତି ଜବାବ, ପାକିସ୍ତାନ ଅଧିନାୟକ ହସି ହସି…

ନୂଆଦିଲ୍ଲୀ,୪।୧୦: ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓପନିଂ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହାପୂର୍ବରୁ ବୁଧବାର ‘କ୍ୟାପଟେନ ଡେ’ କାର୍ଯ୍ୟକ୍ରମ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଏହା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?