Home Left

ବାଦ ପଡ଼ିଲେ ରିଚା, ଶିଖା: ନୂଆ ମୁହଁ ଭାବେ ଉମା ସାମିଲ

ନୂଆଦିଲ୍ଲୀ, ୩ା୭: ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ମହିଳା ଟି୨୦ ଓ ଦିନିକିଆ ଦଳ ଘୋଷଣା କରାଯାଇଛି। ଉଇକେଟ କିପର ରିଚା ଘୋଷ ଏବଂ ଶିଖା ପାଣ୍ଡେ ଏହି ଦଳରୁ ବାଦ ପଡିଥିବା ବେଳେ ଆସାମର ଉମା ଚେତ୍ରୀ ନୂଆ ମୁହଁ…

ମଣିପୁର ହିଂସା ଉପରେ ରାଜ୍ୟ ସରକାରଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୭: ମଣିପୁର ହିଂସା ସମ୍ପର୍କରେ ସୁପ୍ରିମକୋର୍ଟ ମଣିପୁର ସରକାରଙ୍କ ଠାରୁ ଏକ ଅପଡେଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଜୁଲାଇ ୧୦ସୁଦ୍ଧା ଏହି ରିପୋର୍ଟ ମଗାଯାଇଛି। ମଣିପୁରରେ ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।…

ଶକ୍ତି ଦେଖାଇଲେ ଶରଦ, କହିଲେ ଭାଜପାକୁ ତା’ର ସ୍ଥାନ ନିଶ୍ଚିତ ଦେଖାଇବି

ମୁମ୍ବାଇ,୩।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ନେତା ଶରଦ ପାଓ୍ବାର ତାଙ୍କର ଶକ୍ତି ଦେଖାଇଛନ୍ତି। ଅଜିତ ପାଓ୍ବାର ଏନସିପିରୁ ଅଲଗା ହେବାର ଗୋଟିଏ ଦିନ ପରେ ଶରଦ ସତାରାରେ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଏନସିପି ନେତା କହିଛନ୍ତି, ଆଜି ଆମେ…

ହେବାକୁ ଚାହୁଁଥିଲେ ବ୍ୟାଟ୍ସମ୍ୟାନ, ହେଲେ ଭାଗ୍ୟ ତାଙ୍କୁ କରିଦେଲା ସ୍ପିନର

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂ ଆଜି ତାଙ୍କର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ବିଶ୍ୱ କ୍ରିକେଟରେ ହରଭଜନ ସିଂଙ୍କୁ ଜଣେ ଭେଟେରାନ ଅଫ ସ୍ପିନର ଭାବେ ଗଣାଯାଏ। ହରଭଜନ ସିଂ ୩ ଜୁଲାଇରେ ଜଲନ୍ଧରରେ…

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ପ୍ରାଣ ହରାଇଲେ ମହିଳା

ଚିଲିକା,୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଅନ୍ତର୍ଗତ ସାମନ୍ତରାପୁର ସହିଦନଗରର ଜଣେ ମହିଳାଙ୍କର ପାଣିରେ ବୁଡ଼ି ଜୀବନ ଯାଇଛି। ମୃତକ ଜଣକ ହେଲେ ବାପୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି। ଟିକିନି ସୋମବାର ଭୋର୍‌ ୪ଟାରୁ ପୋଖରୀରେ ଗାଧୋଉ ଥିବା ସମୟରେ ତାଙ୍କର…

ଜୁଲାଇ ୧୭-୧୮ରେ ହେବ ବିରୋଧୀ ଦଳର ଦ୍ୱିତୀୟ ବୈଠକ

ପାଟନା,୩ା୭: ଜୁଲାଇ ୧୩ ଏବଂ ୧୪ରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳର ପ୍ରସ୍ତାବିତ ଦ୍ୱିତୀୟ ବୈଠକକୁ ରବିବାର ସ୍ଥଗିତ ରଖାଯାଇଥିଲା। ସୋମବାର ବୈଠକର ପରବର୍ତ୍ତୀ ତାରିଖ ସାମ୍ନାକୁ ଆସିଛି। ବୈଠକ ଜୁଲାଇ ୧୭ ଏବଂ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ…

ଭାଜପା ଟଙ୍କା ଦେଇ ନେତାଙ୍କୁ କିଣୁଛି: ଟିଏମସି ନେତା

କୋଲକାତା,୩।୭: ଏନସିପି ନେତା ଅଜିତ ପାୱାର ରବିବାର ବିରୋଧୀ ଦଳ ନେତା ପଦ ଛାଡି ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବିଦ୍ରୋହ ଦେଖାଯାଇଛି। ଅଜିତ ପାୱାର ଶିନ୍ଦେ ସରକାରଙ୍କ…

କାହାକୁ ଗୁରୁ କରିବା ପୂର୍ବରୁ ମାନି ରଖନ୍ତୁ ଚାଣକ୍ୟଙ୍କ ଏହି କଥା…

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ ଆପଣଙ୍କୁ ଗୋବିନ୍ଦଙ୍କ ସହ ସାକ୍ଷାତ କରାନ୍ତି। ଏହାର ଅର୍ଥ ଜୀବନକୁ ସଫଳ କରିବା ପାଇଁ…

ମୋଦି ସରକାରରେ ମନ୍ତ୍ରୀ ହେବେ ଏନସିପି ନେତା? ପ୍ରଫୁଲ୍ଲ ପଟେଲଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୩।୭: ମହାରାଷ୍ଟ୍ର ରାଜନୀତିରେ ହଇଚଇ ପରେ ଏବେ ଅନୁମାନ କରାଯାଉଛି ଯେ ଜାତୀୟତାବାଦୀ କଂଗ୍ରେସ ଦଳ(ଏନସିପି)ର ନେତା ମଧ୍ୟ କେନ୍ଦ୍ରରେ ମୋଦି ସରକାରରେ ମନ୍ତ୍ରୀ ହୋଇପାରନ୍ତି। ତେବେ ଏପର୍ଯ୍ୟନ୍ତ କେହି ଏ ବାବଦରେ କୌଣସି ସରକାରୀ ସୂଚନା ଦେଇନାହାଁନ୍ତି। ଶାସକ ଭାରତୀୟ…

୨୨ ସପ୍ତାହରେ ଜନ୍ମ ନେଲା ଶିଶୁ, ଓଜନ ୩୫୦ ଗ୍ରାମ୍‌, ଶୁଭେଚ୍ଛା ଜଣାଇଲା ପୂରା ହସ୍ପିଟାଲ

ଆପଣ ନିଶ୍ଚିତ ଦୁନିଆର ଅନେକ ପ୍ରି-ମାଚ୍ୟୁୟର ଶିଶୁଙ୍କ ବିଷୟରେ ଶୁଣିଥିବେ। କିଛି ପିଲା ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାନ୍ତି। କିନ୍ତୁ ଏବେ ଏକ ଶିଶୁ ମାତ୍ର ୨୨ ସପ୍ତାହରେ ଜନ୍ମ ନେଇଛି। ଯାହାକୁ ଦୁନିଆର ସବୁଠାରୁ ଛୋଟ ଶିଶୁ କୁହାଯାଉଛି।…

ମଧ୍ୟପ୍ରଦେଶ ସମେତ ଏହି ୫ ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୩।୭: ଆସନ୍ତା ଲୋକ ସଭା ଓ ବିଧାନସଭା ନିର୍ବାଚନ ଭାଜପା ପ୍ରସ୍ତୁତ ଆରମ୍ଭ କରିଛି। ଏହି ସମୟରେ ଭାଜପା ୫ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କୁ ବଦଳାଇ ପାରେ। କୁହାଯାଉଛି ଯେ କିଛି ଘଣ୍ଟା ମଧ୍ୟରେ ଭାଜପା ୫ ଟି ରାଜ୍ୟର ନୂତନ…

ଭାଜପାକୁ ନିଜର ଉପଯୁକ୍ତ ସ୍ଥାନ ଦେଖାଇବାକୁ ପଡ଼ିବ: ଶରଦ ପାଓ୍ବାର

ମୁମ୍ବାଇ,୩।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଅଜିତ ପାୱାରଙ୍କ ବିଦ୍ରୋହର ଗୋଟିଏ ଦିନ ପରେ ଦଳର ମୁଖ୍ୟ ଶରଦ ପାୱାର ସୋମବାର ସତାରାରେ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଏନସିପି ନେତା କହିଛନ୍ତି, ଆଜି ଆମେ ସମସ୍ତଙ୍କୁ ଏକଜୁଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri