Home Left

୩ ବିଲିୟନ ଡଲାର ସହାୟତା ପାଇ ଖୁସି ହେଲେ ପାକ୍‌ ପ୍ରଧାନମନ୍ତ୍ରୀ, କହିଲେ ଚାଇନା ଆମକୁ ସହାୟତା କରିଛି

ଇସଲାମାବାଦ,୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଚାଇନାକୁ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ, ଯେତେବେଳେ ପାକିସ୍ତାନ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲା, ସେତେବେଳେ ଏକ ଋଣ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଏକ ଚୁକ୍ତିନାମା କରିବାକୁ ଚେଷ୍ଟା କରିଥିଲୁ…

‘ଆଦିପୁରୁଷ’ର ନିର୍ଦ୍ଦେଶକ, ନିର୍ମାତା, ସଂଳାପ ଲେଖକଙ୍କୁ ସମନ ଜାରି କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷୌ,୧।୭: ଆହ୍ଲାବାଦ ହାଇକୋର୍ଟର ଲକ୍ଷୌ ବେଞ୍ଚ ବିବାଦୀୟ ଫିଲ୍ମ ‘ଆଦିପୁରୁଷ’ରନିର୍ଦ୍ଦେଶକ ଓମ ରାଉତ, ନିର୍ମାତା ଭୂଷଣ କୁମାର, ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କୁ ସମନ ଜାରି କରିଛନ୍ତି। ଜୁଲାଇ ୨୭ରେ କୋର୍ଟରେ ହାଜର ହେବା ଏବଂ ଫିଲ୍ମ ଉପରେ ସେମାନଙ୍କର ମତାମତ…

ଏବେ ଲଣ୍ଡନର ରାଜ ପରିବାର ଗରମ ପାଣିରେ ଗାଧୋଇବେ ନାହିଁ! ବଢୁଥିବା ଖର୍ଚ୍ଚର ମୁକାବିଲା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କିଙ୍ଗ ଚାଲର୍‌ସ

ଲଣ୍ଡନ,୧।୭: ଇଂଲଣ୍ଡର ରାଜା ଚାଲର୍‌ସଙ୍କ ଘରର ଖର୍ଚ୍ଚ ବହୁତ ବୃଦ୍ଧି ପାଇଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ ପରିବାରର ଖର୍ଚ୍ଚର ମୂଲ୍ୟ ୧୦୭.୫ ନିୟୁତ ପାଉଣ୍ଡକୁ ବୃଦ୍ଧି ପାଇଛି। ଏହି କାରଣରୁ ରାଜ ପରିବାରକୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ…

ଫ୍ରାନ୍ସରେ ଘୋଷଣା ହୋଇପାରେ ଜରୁରୀକାଳୀନ ପରିସ୍ଥିତି

ପ୍ୟାରିସ,୧।୭:  ଆଫ୍ରିକୀୟ ଯୁବକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନାହିଁ। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଏକ ଜରୁରୀ ବୈଠକ ଡାକିଥିଲେ। ଫ୍ରାନ୍ସର ପ୍ରଧାନମନ୍ତ୍ରୀ…

ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୧।୭: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଜୁନ ୩୦ରେ ଡାଇମଣ୍ଡ ଲିଗ ୨୦୨୩ରେ ୮୭.୬୬ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆଘାତ ପରେ ଫେରୁଥିବା ନୀରଜଙ୍କ ପାଇଁ ଲୁସାନେ ଡାଇମଣ୍ଡ ଲିଗର ଆରମ୍ଭ ଭଲ ନଥିଲା। ତାଙ୍କର ପ୍ରଥମ…

ଟାଇଟଲ ବଜାୟ ରଖିଲା ଭାରତ

ବୁସାନ (କୋରିଆ),୧।୭ (ପି.ଟି.): ଭାରତୀୟ ପୁରୁଷ କବାଡ଼ି ଦଳ ଏସିଆନ ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍‌ ଫାଇନାଲରେ ଦଳ ୪୨-୩୨ରେ ଇରାନକୁ ହରାଇ ଦେଇଛି। ମହାଦେଶୀୟ ଚାମ୍ପିୟନଶିପ୍‌ରେ ଭାରତର ଏହା ହେଉଛି ୮ମ ଟାଇଟଲ। ମ୍ୟାଚରେ…

ରୁଷୀୟ ହକି ଖେଳାଳି ପୋଲାଣ୍ଡରେ ଅଟକ

ଓ୍ବାରସ (ପୋଲାଣ୍ଡ), ୧।୭(ଏପି): ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହରେ ପୋଲାଣ୍ଡ କର୍ତ୍ତୃପକ୍ଷ ରୁଷିଆର ଜଣେ ହକି ଖେଳାଳିଙ୍କୁ ଅଟକ ରଖିଛନ୍ତି। ଏହି ଖେଳାଳି ଜଣକ ପୋଲାଣ୍ଡର ଏକ ପ୍ରଥମ ଶ୍ରେଣୀ ଲିଗ୍‌ କ୍ଲବରୁ ଖେଳନ୍ତି। ଦେଶର ବିଚାର ବିଭାଗ ମନ୍ତ୍ରୀ…

ଦୁଲୀପ ଟ୍ରଫି: ପରାଜୟ ଦ୍ୱାରରେ ପୂର୍ବାଞ୍ଚଳ

ଅଲୁର, ୧।୭: ଏଠାରେ ଚାଲିଥିବା କେନ୍ଦ୍ରାଞ୍ଚଳ ବିପକ୍ଷ ଦୁଲୀପ ଟ୍ରଫି କ୍ୱାର୍ଟର ଫାଇନାଲରେ ପୂର୍ବାଞ୍ଚଳ ପରାଜୟର ଦ୍ୱାରରେ ପହଞ୍ଚତ୍ ଯାଇଛି। ବିଜୟ ଲକ୍ଷ୍ୟ ୩୦୦ ରନ ଥିବାବେଳେ ପୂର୍ବାଞ୍ଚଳ ଶୁକ୍ରବାର ୩ୟ ଦିବସ ଖେଳ ଶେଷ ବେଳକୁ ୬୯ ରନ ମଧ୍ୟରେ…

ମାଓବାଦୀଙ୍କ ତାଣ୍ଡବ ଜାଳିଦେଲେ ୯ ମେଶିନ

ମୁନିଗୁଡା,୧।୭(ରାଧେଶ୍ୟାମ ଅଗ୍ରୱାଲ): ରାୟଗଡ଼ା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା ଏକ କ୍ରସରରେ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଉକ୍ତ କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ, ୫ଟି ହାଇଓ୍ବା ଓ ୨ଟି ଲୋଡର…

ପାକିସ୍ତାନୀ ସ୍ନୁକର ଖେଳାଳି ମାଜିଦ୍‌ଙ୍କ ଆତ୍ମହତ୍ୟା

କରାଚୀ, ୧।୭ (ପି.ଟି.): ପାକିସ୍ତାନର ବିଶିଷ୍ଟ ସ୍ନୁକର ଖେଳାଳି ତଥା ୨୧ ବର୍ଷରୁ କମ୍‌ ଏସିଆନ ରୌପ୍ୟ ବିଜେତା ମାଜିଦ୍‌ ଅଲି ପଞ୍ଜାବ ଅନ୍ତର୍ଗତ ଫୈଜଲାବାଦ ନିକଟବର୍ତ୍ତୀ ନିଜ ସହର ସାମୁନ୍ଦ୍ରିରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୨୮ ବର୍ଷ ବୟସ…

ଷ୍ଟିମାକ୍‌ ୨ ମ୍ୟାଚରୁ ବାସନ୍ଦ

ବେଙ୍ଗାଲୁରୁ, ୧।୭(ପି.ଟି.): ରେଡ୍‌କାର୍ଡ ଅପରାଧ ପାଇଁ ଭାରତର ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରାଯାଇଛି। ଏଠାରେ ଚାଲିଥିବା ସାଫ୍‌ ଚାମ୍ପିୟନଶିପ୍‌ ଫୁଟ୍‌ବଲରେ କୁଏଟ୍‌ ବିପକ୍ଷ ୧-୧ ଡ୍ର ଶେଷ ମ୍ୟାଚରେ ମ୍ୟାଚ ଅଫିସିଆଲଙ୍କ ସହିତ ଯୁକ୍ତିତର୍କ କରିବାରୁ…

ଫ୍ଲଏଡ୍‌ ପିଣ୍ଟୋ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୧।୭: ଓଡ଼ିଶା ଏଫ୍‌ସି ଫ୍ଲଏଡ୍‌ ପିଣ୍ଟୋଙ୍କୁ ସିନିୟର ପୁରୁଷ ଦଳର ସହକାରୀ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏଥିପାଇଁ ୨ ବର୍ଷିଆ ଚୁକ୍ତି ହୋଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌)ର ଏହି ଫ୍ରାଞ୍ଚାଇଜ ତରଫରୁ ସୂଚନା ଦିଆଯାଇଛି। ପିଣ୍ଟୋଙ୍କ କୋଚିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri