ମା’ ପାଖରେ ଶୋଇଥିଲା ୬ ବର୍ଷର ଶିଶୁ: କାମୁଡ଼ିଲା ସାପ
ଆନନ୍ଦପୁର,୩।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଧକୋଠା ଅନ୍ତର୍ଗତ ଚଣ୍ଡିଆଗୋଠ ଗ୍ରାମରେ ସାପ କାମୁଡ଼ାରେ ଯଦୁ ମୁଣ୍ଡାଙ୍କ ୬ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ମା’ ପୁଅ ମଶାରୀ ଟଙ୍ଗାଇ ଶୋଇଥିଲେ। ହେଲେ…
ଜମି ବଦଳରେ ଚାକିରି ମାମଲା: ଲାଲୁ, ତେଜସ୍ବୀ, ରାବ୍ରି ଦେବୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ
ପାଟନା,୩।୭: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଜମି ବଦଳରେ ଚାକିରି ଦେବା ମାମଲାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିଟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ…
ଜାପାନରେ ବନ୍ୟା ସତର୍କ ସୂଚନା
କୁମାମୋଟୋ,୩।୭: ଦକ୍ଷିଣ-ପଶ୍ଚିମ ଜାପାନର ୩ଟି ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବାରୁ ୩,୬୦,୦୦୦ରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ବିପଦକୁ ଦେଖି ଜାପାନ ସରକାର କୁମାମୋଟୋର ହଜାର ହଜାର…
ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ମୃତ, ଜଣେ ଆହତ
ଇସଲାମାବାଦ,୩।୭: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ପ୍ରମୁଖ ପଦବୀ ଅଧିକାରୀଙ୍କ ସମେତ ଦୁଇ ଯବାନଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ପ୍ରଦେଶର ବାଲୋର ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା…
ଦିଲ୍ଲୀରେ ବନ୍ଦେ ଭାରତ ଟ୍ରେନ ପାଇଁ ନୂଆ ରକ୍ଷଣାବେକ୍ଷଣ ସେଡ୍ ନିର୍ମାଣକୁ ଅନୁମୋଦନ
ନୂଆଦିଲ୍ଲୀ,୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବନ୍ଦେ ଭାରତ ଟ୍ରେନ ପାଇଁ ଏକ ନୂତନ ରକ୍ଷଣାବେକ୍ଷଣ ସେଡ୍ ନିର୍ମାଣ ପାଇଁ ରାସ୍ତା ସଫା କରିଦେଇଛନ୍ତି। ଏହାର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଗଛଗୁଡିକୁ ହଟାଇବା ଏବଂ ପ୍ରତିରୋପଣ କରିବାକୁ ନେଇ ଆସିଥିବା…
୭୬% ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଲା
ନୂଆଦିଲ୍ଲୀ,୩ା୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରିଛି। ଏନେଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସମୟ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜୁନ୍ ୩୦…
୭୦ ଫୁଟ୍ ଖାଇକୁ ଖସିଲା କାର୍: ୨ ମୃତ
ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶର ସୀତାପୁର ଜିଲାର କମଳାପୁର ଅଞ୍ଚଳରେ ସୋମବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ନିୟନ୍ତ୍ରଣ ହରାଇ ୭୦ ଫୁଟ୍ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ…
‘ଓ ମାଇଁ ଗଡ ୨’ର ନୂଆ ପୋଷ୍ଟରରେ ଭଗବାନ ଶିବଙ୍କ ଅବତାରରେ ନଜର ଆସିଲେ ଅକ୍ଷୟ କୁମାର
ମୁମ୍ବାଇ: ଅକ୍ଷୟ କୁମାର ଓ ପରେଶ ରାଓ୍ବଲଙ୍କ ଷ୍ଟାରର ମୁଭି ‘ଓ ମାଇଁ ଗଡ’ ୨୦୧୨ରେ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା। ଏବେ ଏହି ସୁପର ସକ୍ସେଫୁଲ ମୁଭିର ୧୧ ବର୍ଷ ପରେ ଅକ୍ଷୟ କୁମାର…
ଇଣ୍ଡୋନେସିଆରେ ପୁଣି ଭୂକମ୍ପ ଝଟକା
ଜାକର୍ତ୍ତା,୩।୭: ଇଣ୍ଡୋନେସିଆର ପୂର୍ବ ପ୍ରଦେଶରେ ପୁଣି ଏକ ଭୂକମ୍ପ ଝଟକା। ତେବେ ଭୂକମ୍ପ ପରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ, ଏହି ଭୂକମ୍ପର ତୀବ୍ରତା ୫.୪ ରହିଥିଲା। ଏହି ଭୂକମ୍ପ କେନ୍ଦ୍ର ପାପୁଆ…
ଗଳାକାଟି ହତ୍ୟାକଲେ ଦୁର୍ବୃତ୍ତ: ପୂର୍ବ ଶତ୍ରୁତା ସନ୍ଦେହ
ଦାରିଙ୍ଗବାଡ଼ି/ବ୍ରାହ୍ମଣିଗାଁ, ୩।୭ (ଅରୁଣ ସାହୁ /ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣିଗାଁ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଉକ୍ତ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଅଞ୍ଚଳର…
ଫେମା ଯାଞ୍ଚ ମଧ୍ୟରେ ଇଡିରେ ହାଜର ହେଲେ ଅନିଲ ଅମ୍ବାନୀ
ମୁମ୍ବାଇ,୩।୭: ଶିଳ୍ପପତି ଅନିଲ ଅମ୍ବାନୀ ଫେମା ଯାଞ୍ଚ ମଧ୍ୟରେ ମୁମ୍ବାଇରେ ଇଡି ସାମ୍ନାରେ ହାଜର ହୋଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ୬୪ ବର୍ଷିୟ ଅନିଲ ଅମ୍ବାନୀ ବିଦେଶୀ ଫେମାର ବିଭିନ୍ନ ବିଭାଗରେ ପଞ୍ଜୀକୃତ ହୋଇଥିବା…
୩୦ କୋଟି ଟଙ୍କାର ଘର କିଣିଲେ ରାମ ଚରଣ
ମୁମ୍ବାଇ: ଆରଆରଆର ମୁଭିର ଆକ୍ଟର ରାମ ଚରଣ ତଥା ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ। ଦୀର୍ଘ ୧୧ ବର୍ଷ ପରେ ପିତା ହୋଇଥିବା ଏହି ଅଭିନେତା ଏବେ ଏକ ଲଗ୍ଜରି ବଙ୍ଗଳା କିଣି ପୁଣି…
Archives


