ଭାରତ କୋହଲି-ରୋହିତଙ୍କ ଉପରେ ନିର୍ଭରଶୀଳ ନୁହେଁ ବୋଲି କହିଲେ ଶ୍ରୀଲଙ୍କାର ଭେଟେରାନ ବୋଲର…
କଲମ୍ବୋ,୨୭।୭ : ଆଗାମୀ କିଛି ମାସ ଭାରତୀୟ କ୍ରିକେଟ ଦଳ ପାଇଁ ବହୁତ କଷ୍ଟସାଧ୍ୟ ହେବ। ଏହି ସମୟରେ ସମସ୍ତଙ୍କ ନଜର ଟିମ ଇଣ୍ଡିଆର ପ୍ରଦର୍ଶନ ଉପରେ ରହିବ। ରୋହିତ ଶର୍ମାଙ୍କ ଦଳ ଦୁଇଟି ପ୍ରମୁଖ ଏକଦିବସୀୟ ଟୁର୍ନାମେଣ୍ଟ ଏସିଆ କପ…
ଭଙ୍ଗା ଛାତରେ ସଡ଼କରେ ବସ, ସୋସିଆଲ ମିଡ଼ିଆରେ ଭାଇରାଲ…
ମୁମ୍ବାଇ,୨୭।୭ : ଚରମ ଅବହେଳାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭଡ଼ିଓଟି ମହାରାଷ୍ଟ୍ରର ବୋଲି କୁହାଯାଉଛି। ଭିଡ଼ିଓରେ ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (ଏମଏସଆରଟିସି) ଛାତ ଭଙ୍ଗାଥିବା ଏକ ବସ ରାସ୍ତାରେ ଯାଉଥିବାର ଦେଖିବାକୁ…
କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା ୪୧ ଲକ୍ଷ ଟଙ୍କାରେ ହେଉଛି ନିଲାମ
ଓ୍ବାଶିଂଟନ,୨୭।୭: ବିଶ୍ୱର ନାଁ କରା ଇଲକ୍ଟ୍ରୋନିକ କମ୍ପାନୀ ଏପଲ ୧୯୯୦ ଦଶକରେ ତା’ର କର୍ମଚାରୀଙ୍କ ପାଇଁ ଜୋତା ତିଆରି କରିଥିଲା। ସେହି ଜୋତା ଏବେ ୪୧ ଲକ୍ଷ ଟଙ୍କାରେ ନିଲାମ ହେଉଛି। କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା…
କଙ୍ଗନାଙ୍କୁ ଧମକ: ଅଗଷ୍ଟ ୫ ରେ କୋର୍ଟରେ ହାଜର ହେବେ ଜାଭେଦ ଅଖତର…
ମୁମ୍ବାଇ,୨୭।୭ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଧମକ ଦେଇ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରିବାର ଯଥେଷ୍ଟ କାରଣ ରହିଛି ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଅଖତରଙ୍କୁ କୋର୍ଟ ମଧ୍ୟ ନୋଟିସ ଜାରି କରିଛନ୍ତି। ତେବେ ଗୀତିକାରଙ୍କ…
ଅଧିକାରୀ ସାହାଯ୍ୟ ନ କରିବାରୁ ସରକାରୀ କାର୍ଯ୍ୟାଳୟରେ ସାପ ଛାଡିଦେଲେ ବ୍ୟକ୍ତି, ଆଉ ତା’ପରେ…
ହାଇଦ୍ରାବାଦ୍,୨୭।୭: ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ଦ୍ୱାରା ଅନେକ ସମୟରେ ସାଧାରଣ ଲୋକ ଅସୁବିଧାରେ ପଡ଼ନ୍ତି। ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଉଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା…
କଂଗ୍ରେସ ଏମ୍ପିଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରଶ୍ନ: ମଣିପୁରରେ ରାହୁଲ ଗାନ୍ଧୀ କେମିତି ନିଆଁ ଲଗାଇଲେ କୁହନ୍ତୁ
ନୂଆଦିଲ୍ଲୀ,୨୭।୭: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସଂସଦ ପ୍ରକ୍ରିୟା ସମୟରେ ମଣିପୁର ସମ୍ପର୍କରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ରାହୁଲ ଗାନ୍ଧୀ ମଣିପୁରରେ ହିଂସା ସୃଷ୍ଟି କରିଥିବା ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି। ରାଜ୍ୟ ସଭା ପ୍ରଶ୍ନକାଳରେ ପଶ୍ଚିମବଙ୍ଗର…
ଅଜିତ ପାଓ୍ବାରଙ୍କୁ ପ୍ରଶଂସା କଲେ ଉଦ୍ଧବ ଠାକ୍ରେ: କହିଲେ, ସେ ଜଣେ ସଚ୍ଚୋଟ ନେତା
ମୁମ୍ବାଇ,୨୭।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କରିଥିଲେ। ସେ ଅଜିତଙ୍କୁ ଜଣେ ସଚ୍ଚୋଟ ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଶିବସେନା (ୟୁବିଟି) ଦଳର ମୁଖପାତ୍ର ସାମ୍ନାରେ ପ୍ରକାଶିତ ଏକ ସାକ୍ଷାତକାରରେ…
ମହିଳାଙ୍କୁ ମାତୃତ୍ୱ ଛୁଟି ମିଳିବ ବର୍ଷେ
ଗ୍ୟାଙ୍ଗଟକ୍,୨୭।୭: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ କରିଛନ୍ତି। ଏହା ବ୍ୟତୀତ ଶିଶୁର ପିତାଙ୍କୁ ଏକ ମାସ ଛୁଟି ଦେବାର ବ୍ୟବସ୍ଥା ଅଛି। ସିକ୍କିମ…
‘ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କର ନାହିଁ’
ଇମ୍ଫାଲ,୨୭।୭: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପଡୋଶୀ ରାଜ୍ୟ ମିଜୋରାମକୁ ିଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମିଜୋରାମ ଅନ୍ୟ କୌଣସି ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ…
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ମ୍ୟାଚ୍…
ନୂଆଦିଲ୍ଲୀ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଗୁରୁବାର ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ ସା୭ ଟାରୁ ଆରମ୍ଭ ହେବ। ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଉଭୟ ଦଳ ମୁକାବିଲା କରିବେ। ଟେଷ୍ଟ ସିରିଜ ପରି ଦିନିକିଆ…
ମାନନୀୟ ପ୍ରଧାନମନ୍ତ୍ରୀ, ମୁଁ ଆଜି ଆପଣଙ୍କ ସ୍ବାଗତ କରିପାରିବି ନାହିଁ: ମୁଖ୍ୟମନ୍ତ୍ରୀ ଗେହଲଟ୍
ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ଶିଖାଓ୍ବାଟି ଗସ୍ତ କରିବେ। ସେଠାରେ ସେ ଦେଶର ୯ କୋଟି କୃଷକଙ୍କ ଖାତାକୁ କିସାନ ସମ୍ମାନ ନିଧି ଯୋଜନାର କିସ୍ତି ଟଙ୍କା ପଠାଇବେ। ଏହାପରେ ସେ ଏକ କୃଷକ ସଭାକୁ ସମ୍ବୋଧନ ସହ…
୭ ଶ୍ରେଣୀ ପାଇଁ ଜଣେ ଶିକ୍ଷକ
ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନ ଖଣ୍ଡାୟତ ପଟିକିରା କ୍ଲଷ୍ଟରର ଓରତି ପଞ୍ଚାୟତରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ୭ଟି ଶ୍ରେଣୀ ଥିବାବେଳେ ୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।ଏମାନଙ୍କୁ ଜଣେ ମାତ୍ର ଭିନ୍ନକ୍ଷମ…
Archives


