Home Left

ସୁସ୍ବାସ୍ଥ୍ୟର ଚାବିକାଠି : ଯୋଗ

ରବର୍ଟ ବେନ୍‌ସନ୍‌ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ନିଜର କେତେଜଣ ସହକର୍ମୀଙ୍କୁ ନେଇ ୧୯୮୫ ମସିହାରେ ସେ ପରିଦର୍ଶନ କରିଥିଲେ ଉତ୍ତର ଭାରତରେ ଥିବା ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ। ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ ପାର୍ବତ୍ୟ…

ସାଲିଭାରୁ ଗର୍ଭ ପରୀକ୍ଷା

ଲଣ୍ଡନ,୨୧।୬: ଏଣିକି ମହିଳାମାନେ ଅତି ସହଜରେ ଜାଣିପାରିବେ ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ। ସାଲିଭା (ଲାଳ) ଦ୍ୱାରା ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଜାଣିପାରିବେ। ପ୍ରେଗ୍‌ନାନ୍ସି ପରୀକ୍ଷାକୁ ସରଳ କରିବା ଲାଗି ଜେରୁଜେଲମର ଷ୍ଟାର୍ଟଅପ୍‌ କମ୍ପାନୀ ସାଲିଗ୍ନୋଷ୍ଟିକ୍‌ ସାଲିଷ୍ଟିକ୍‌ ନାମକ ଏକ…

ସିଗ୍‌ନାଲ ଜେଇଙ୍କୁ ସାଢ଼େ ୬ ଘଣ୍ଟା ଜେରା

ବାଲେଶ୍ୱର/ଭୁବନେଶ୍ୱର,୨୧।୬(ମାନସ ବିଶ୍ୱାଳ, ଅଭିଜିତ୍‌ ଦାସ): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାରେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ ସିବିଆଇ ନଜରରେ। ସୋମବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ଜେଇ ଖାନ୍‌ଙ୍କ ସୋର କମରପୁରସ୍ଥିତ ଭଡ଼ା ଘରକୁ ସିଲ୍‌ କରିଥିଲା। ଏହାର…

୭ ଭାରତୀୟ କଫ୍‌ ସିରପ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ,୨୧ା୬: ଭାରତ ଓ ଇଣ୍ଡୋନେସିଆର ଔଷଧ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ୨୦ ସିରପକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଙ୍ଗଳବାର କଳାତାଲିକାରେ ସ୍ଥାନିତ କରିଛି। ତନ୍ମଧ୍ୟରେ ଭାରତରେ ପ୍ରସ୍ତୁତ ୭ କଫ୍‌ ସିରପ ରହିଛି। ଏହି ଅପମିଶ୍ରିତ ତଥା ନିମ୍ନମାନର…

ଇଣ୍ଡିଗୋ ପରେ ଏବେ ୪୭୦ ନୂଆ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୧।୬: ଇଣ୍ଡିଗୋ ପରେ ଟାଟା ଗ୍ରୁପ ମାଲିକାନା ଏୟାର ଇଣ୍ଡିଆ ମଧ୍ୟ ୪୭୦ଟି ନୂଆ ବିମାନ କିଣିବା ପାଇଁ ଏୟାରବସ-ବୋଇଙ୍ଗ ସହିତ ଚୁକ୍ତି କରିଛି। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଚାଲିଥିବା ଏୟାର ଶୋ ସମୟରେ ଏୟାର ଇଣ୍ଡିଆ ବିମାନ କ୍ରୟ ଚୁକ୍ତି…

କେନ୍ଦୁଝର ବଡଦାଣ୍ଡରେ ଗଡିଲା ବିଶ୍ୱର ସର୍ବ ବୃହତ ରଥ

କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଧୂମଧାମରେ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ା ଏଥିପାଇଁ କେନ୍ଦୁଝର ପୁରୁଣା ସହର ଉତ୍ସବ ମୁଖର ହୋଇପଡିଛି ା ଚଳିତ ବର୍ଷ ରଥ…

ଏଣିକି ଟ୍ରକ୍‌ କ୍ୟାବିନ୍‌ରେ ଲାଗିବ ଏସି

ନୂଆଦିଲ୍ଲୀ,୨୦।୬: ଦେଶର ଆର୍ଥିକ ବିକାଶରେ ପରିବହନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଡ୍ରାଇଭରଙ୍କର ଭୂମିକା ନିତ୍ୟାନ୍ତ ଆବଶ୍ୟକ। ହେଲେ ସେମାନଙ୍କ କାମ କରିବା ପରିସ୍ଥିତି ଉପରେ କେହିବି ଧ୍ୟାନ ଦେଉନାହାନ୍ତି। ଏଣୁ ଟ୍ରକ ଡ୍ରାଇଭରମାନଙ୍କ କାମ କରିବା ପରିସ୍ଥିତିକୁ ସୁଧାରିବାକୁ ପଡିବ ବୋଲି…

ରଥାରୁଢ଼ ହେଲେ ଶ୍ରୀଜୀଉ

ଆରଡ଼ି, ୨୦।୬ :ଭଦ୍ରକ ଜିଲା ଶୈବପୀଠ ଆରଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ଆରଡ଼ିରେ ଥିବା ଜଗନ୍ନାଥ ମନ୍ଦିରରେ ଦିନତମାମ ପୂଜା ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ପ୍ରସାଦ…

ଏଆଇ ଅନୁବାଦ: ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀ ଗୋଟିଏ କ୍ଲିକରେ ହେବ ଅନୁବାଦ…

ଜେରୁଜେଲମ,୨୦।୬ : , କ୍ୟୁନିଫର୍ମ ହେଉଛି ପୁରାତନ ଜଣାଶୁଣା ଲେଖନ ପ୍ରଣାଳୀ।, କିନ୍ତୁ ଏହା ପଢ଼ିବା ଏତେ କଷ୍ଟସାଧ୍ୟ। ବିଶ୍ୱର କେବଳ ଅଳ୍ପ କେତେକ ବିଶେଷଜ୍ଞ ମୁନିଆ କଣ୍ଟା ଆକୃତିର ଏହି ପ୍ରତୀକଗୁଡ଼ିକୁ ଡିକୋଡ କରିବାକୁ ସକ୍ଷମ। କିନ୍ତୁ ବର୍ତ୍ତମାନ ଏହା…

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ତିହିଡ଼ି,୨୦୬ (ସଞ୍ଜିତ ବଳ)-ରଥଯାତ୍ରା ଅବସରରେ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ବ୍ଲକ କେଶପୁରସ୍ଥିତ ହରିବୋଲ କ୍ଷେତ୍ରରୁ ତିନିଠାକୁର ଗୁଆମାଳ ପଞ୍ଚାୟତ ମୋଡ଼ସାହି ଗ୍ରାମସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି। ସୁସଜ୍ଜିତ ରଥରେ ଶ୍ରୀଜୀଉ ଯାତ୍ରା କରିଛନ୍ତି। ସକାଳେ ଜଗନ୍ନାଥ ମନ୍ଦିରରେ ଦ୍ୱାରପାଳ…

ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ: ଓଲଟିଲା ପିକ୍‌ଅପ, ୧୫ରୁ ଊର୍ଦ୍ଧ୍ୱ ଆହତ

ରାୟଗଡ଼ା ଅଫିସ,୨୦।୬: ରାୟଗଡା ଶ୍ରଦ୍ଧାଶ୍ରୀକ୍ଷେତ୍ରକୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ ଘଟିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ପିକଅପ୍‌ ଭ୍ୟାନ ଓଲଟି ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଜଣେ ଗୁରୁତରହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ…

ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ, ବ୍ୟାନ କରିବାକୁ ଦାବି

ମୁମ୍ବାଇ: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’କୁ ନେଇ ହୋଇଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ଫିଲ୍ମର ସ୍କ୍ରିନ ଏବଂ ଡାଇଲଗରେ ପ୍ରଭୁ ରାମ ଏବଂ ହନୁମାନଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିବାରୁ ଫିଲ୍ମ ଉପରେ ପ୍ରତିବନ୍ଧକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri